Daily Archives

February 13, 2023

ତୁର୍କି ପରେ ଆଉ କେଉଁଠି ହେବ ଭୂକମ୍ପ? ଆଫଗାନିସ୍ତାନରେ ଭୂକମ୍ପ ଆସିଲେ ପଡିବ ଗୁଜରାଟର କଚ୍ଛରେ ପ୍ରଭାବ

କନକ ବ୍ୟୁରୋ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପକୁ ନେଇ ଏକ ଭୟର ବାତାବାରଣ ରହିଛି । ଏହାରି ଭିତରେ ସିକିମରେ ୪.୩ ଏବଂ ଆସାମରେ ୪ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଛି । ଯଦିଓ ସେଭଳି କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ କିନ୍ତୁ ତୁର୍କୀରେ ଭୂକମ୍ପ ହେବ ବୋଲି ଯିଏ ପୂର୍ବାନୁମାନ…

ଅବସର ପରେ ଜଷ୍ଟିସ ନାଜିର ଆନ୍ଧ୍ର ରାଜ୍ୟପାଳ ଭାବେ ନିଯୁକ୍ତ: ବିରୋଧୀ କହିଲେ ଯିଏ କରିବ ମୋଦୀ ସରକାରର କାମ ସେ ପାଇବ…

କନକ ବ୍ୟୁରୋ: ଅଯୋଧ୍ୟା ଋାମ ମନ୍ଦିର, ଟ୍ରିପଲ ତଲାକ, ନୋଟ ବନ୍ଦୀ ଭଳି ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାରପତି ଥିଲେ ଜଷ୍ଟିସ ଅବଦୁଲ ଏସ ନାଜିର । ନିକଟରେ ସେ ଅବସର ଗ୍ରହଣ କରିଥିଲେ । ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଆନ୍ଧ୍ର ପ୍ରଦେଶର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି…

ମଦ ପିଉଥିଲେ ସାବଧାନ ! ବଦ ଅଭ୍ୟାସ ପାଇଁ ହୋଇପାରେ ବ୍ରେନ ହାମରେଜ ।

କନକ ବ୍ୟୁରୋ: ଚାଲିଥିଲା ରାତିସାରା ପାର୍ଟି । ସାଙ୍ଗସାଥୀଙ୍କ ସହ ପ୍ରବଳ ମଦ ପିଇଲେ ହାଇଦ୍ରାବାଦର ୩୩ ବର୍ଷର ଜଣେ ଯୁବକ । କିନ୍ତୁ ହଠାତ ହୋଇପଡିଲେ ଅସୁସ୍ଥ । ଡାହାଣ ହାତ ଓ ଡାହାଣ ଗୋଡ ପାରାଲେସିସ ହୋଇଗଲା । କଥା କହିବାବି ମୁସ୍କିଲ ହୋଇପଡିଲା । ଭାରତର ପ୍ରତିଷ୍ଠିତ ନ୍ୟୁରୋଲୋଜିଷ୍ଟ…

ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟରେ ଲମ୍ବା ତାଲିକା। ସାଧାରଣରେ ପ୍ରଶ୍ନ, ବିଶ୍ୱବିଦ୍ୟାଳୟ ଗଢ଼ିଦେଲେ ବଦଳିଯାଏ କି…

କନକ ବ୍ୟୁରୋ: ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ତାଲିକାରେ ଯୋଡ଼ିହୋଇଛି ଆଉ ଗୋଟିଏ ନାଁ । କେନ୍ଦୁଝରର ଧରଣୀଧର ମହାବିଦ୍ୟାଳୟକୁ ମିଳିଛି ବିଶ୍ୱବିଦ୍ୟାଳୟର ମାନ୍ୟତା । ଏହି ଘୋଷଣାର ଠିକ୍ କିଛି ଦିନପୂର୍ବରୁ ଜୟପୁରର ବିକ୍ରମଦେବ କଲେଜକୁ ମିଳିଥିଲା ବିଶ୍ୱବିଦ୍ୟାଳୟ ମାନ୍ୟତା । କ୍ରମାଗତ ଭାବରେ ଦୁଇଟି…

ବିଇଓଙ୍କ ନିଷ୍ପତି, ଖୋଲାମେଲା କେଶରେ ସ୍କୁଲ ଆସିବେନି ପିଲା। କେଶରେ ବାନ୍ଧିବେ ରିବନ ଫିତା।

କନକ ବ୍ୟୁରୋ: ଭୁବନେଶ୍ୱର ପଟିଆ ସରକାରୀ ପ୍ରାଥମିକ ସ୍କୁଲ । ଛାତ୍ରୀ ପିନ୍ଧିଛନ୍ତି ରିବନ ଫିତା । ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଇଓଙ୍କ ପକ୍ଷରୁ ପିଲାଙ୍କୁ ଶୃଙ୍ଖଳିତ କରିବା ପାଇଁ ଏଭଳି ଏକ ନୂଆ ପଦକ୍ଷେପକୁ ନେଇ ଏବେ ବଢିଛି ଚର୍ଚ୍ଚା । ବିଇଓଙ୍କ ନିଷ୍ପତି ଅନୁସାରେ -ଛାତ୍ରୀ…

ଥମୁନି ଚାଉଳ କଳି। ଅତିରିକ୍ତ ୫ କେଜି ଚାଉଳ କଟିବା ପରେ ତାତିଲା ବିଜେଡି, ରାଜ୍ୟବ୍ୟାପୀ ୩ ଦିନିଆ ଆନ୍ଦୋଳନ ।

କନକ ବ୍ୟୁରୋ: ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା କରିବା ପରେ କୋଭିଡ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅତିରିକ୍ତ ୫ କେଜି ଚାଉଳ କାଟି ଦିଆଯାଇଛି । ଫଳରେ ହିତାଧିକାରୀ ୧୦ କେଜି ବଦଳରେ ୫ କେଜି ଲେଖାଁ ଚାଉଳ ପାଇବେ । ବିଜେଡିର…