Daily Archives

February 5, 2023

କେତେ ସତ କହୁଛନ୍ତି ଗୋପାଳ? ଲେୟାରଡ୍ ଭଏସ୍ ଆନାଲିସିସରୁ ଜଣାପଡିବ ସତ …

କନକ ବ୍ୟୁରୋ: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଜେରା କରୁଛି । କିନ୍ତୁ ଜେରା ବେଳେ ସେ କେତେ ସତ କହୁଛନ୍ତି, ତାହା ଜାଣିବା କ୍ରାଇମବ୍ରାଞ୍ଚ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଗୋପାଳଙ୍କ କଥାର ସତ ମିଛ ଜାଣିବା ପାଇଁ, ଲେୟାରଡ୍ ଭଏସ୍ ଆନାଲିସିସ୍…

ବିଆରଏସର ଓଡିଶା ପାଇଁ ବଡ ଯୋଜନା: ବିଜୟ ବନିବେ କି ଦଳର ଟ୍ରମ୍ପକାର୍ଡ ?

କନକ ବ୍ୟୁରୋ: ରାଜ୍ୟର ଅନେକ ନେତା ବିଆରଏସରେ ଯୋଗଦେବା ପରେ, ଏ ହେଉଛି ଓଡିଶାରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ । ଆଉ ଶୁଣନ୍ତୁ କଣ କହୁଛନ୍ତି ବିଆରଏସର ଓଡିଶା ନେତା ଅକ୍ଷୟ କୁମାର । ଅନେକ ବରିଷ୍ଠ ନେତା ଦଳର ଯୋଗାଯୋଗରେ ଅଛନ୍ତି , ସେଥିମଧ୍ୟରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନାମ…

ରାଜ୍ୟ ସରକାର ଓ ଡିଜିଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନଶୃଙ୍ଖଳାକୁ ନେଇ ଉଠାଇଲେ ପ୍ରଶ୍ନ…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଘଟିଥିବା କେତେକ ଅପରାଧର ଉଦାହରଣ ଦେଇ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତିି, ରାଜ୍ୟରେ…

କଲରାପତରିଆ ବାଘ ଆତଙ୍କ, ନୂଆପଡାରେ ଗୁରୁତର ଅବସ୍ଥାରେ ଜଣେ ଡାକ୍ତରଖାନାରେ ଭର୍ତ୍ତି।

କନକ ବ୍ୟୁରୋ: ନୂଆପଡାରେ କଲରାପତରିଆ ବାଘ ଆତଙ୍କ। ବାଘ ଆକ୍ରମଣରେ ଜଣେ ଗ୍ରାମବାସୀ ଆହତ। ଗୁରୁତର ଅବସ୍ଥାରେ ତାଙ୍କୁ ସିନାପାଲି ମେଡିକାଲରେ ଭର୍ତି କରାଯାଇଛି । ଆହତ ହେଉଛନ୍ତି ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଅନ୍ତର୍ଗତ ହୀରାପୁର ଗାଁର ସେନାପତି ମାଝି । ଜଙ୍ଗଲ ନିକଟ ଚାଷ ଜମିକୁ ସେନାପତି…

ଭଞ୍ଜନଗର ଘୁମୁସର ବନଖଣ୍ଡରେ ବୁଲୁଛି ଅସୁସ୍ଥ ହାତୀ। ଚିକିତ୍ସା କରୁଛି ବନ ବିଭାଗ।

କନକ ବ୍ୟୁରୋ:ଧାନ ବିଲରେ ରହିଛି ଅସୁସ୍ଥ ହାତୀ । ଦିନରେ ବି ଜଙ୍ଗଲ ଭିତରକୁ ଯାଇପାରୁନି । ଭଞ୍ଜନଗର ଉତ୍ତର ଘୁମୁସର ଲେଙ୍ଗଡା ଗାଁ ନିକଟରେ ଏହି ହାତୀଟି ଧାନ କିଆରୀରେ ପଶି ଧାନ ଖାଇବାରେ ଲାଗିଛି । ହାତୀଟି ଅସୁସ୍ଥ ଥିବାରୁ ସେ ଜାଗା ଛାଡି ଯାଇପାରୁନଥିବା ଜଣାପଡିଛି । ହାତୀଟି କନ୍ଧମାଳ…

ଆବାସ ଯୋଜନା ତାଲିକା ପ୍ରକାଶ ପରେ ମଧ୍ୟ ଥମୁନି ବିବାଦ। ନିମାପଡା ଆରିଷଣ୍ଢ ଗାଁର ଦିବ୍ୟାଙ୍ଗ ହିତାଧିକାରୀ ତାଲିକାରୁ…

କନକ ବ୍ୟୁରୋ: ଆବାସ ଯୋଜନା ତାଲିକା ପ୍ରକାଶ ପରେ ଥମୁନି ବିବାଦ । ଅଯୋଗ୍ୟଙ୍କ ନାଁ ତାଲିକାରେ ଥିବା ବେଳେ ଯୋଗ୍ୟ ହିତାଧିକାରୀ ନିରାଶ ହୋଇଛନ୍ତି । ପ୍ରତିବାଦ କରିବା ପରେ ବି ଏହାର ଏଯାବତ୍ ସମାଧାନ ହୋଇପାରିନି । ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନିମାପଡା ଆରିଷଣ୍ଢ ଗାଁ ବେହେରାସାହିରେ…