Daily Archives

February 5, 2023

ଜୟପୁର ରାମଗଡ଼ ଗାଁରୁ ଆସିଲା ଅଭାବନୀୟ ଚିତ୍ର। ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ।

କନକ ବ୍ୟୁରୋ: ଭାରରେ ବୁହା ହେଲେ ଗର୍ଭବତୀ । ପୁଣି ଆଉ ଏକ ଯୋଜନା ଅପହଞ୍ଚ ଗାଁର ଚିତ୍ର ସାମନାକୁ ଆସିଛି । ୨କିଲୋମିଟର ପର୍ଯ୍ୟନ୍ତ ଭାରରେ ବୁହାହୋଇ ଆସିଲେ ମହିଳା । ଗାଁକୁ ଭଲ ରାସ୍ତା ନଥିବା ବେଳେ ଦୀର୍ଘ ରାସ୍ତା ଅତିକ୍ରମ କରିଲାପରେ ମିଳିଲା ଆମ୍ବୁଲାନ୍ସ । ହେଲେ ବିଳମ୍ବ ହୋଇଯିବା ଯୋଗୁ…

ଅଡୁଆରେ ପ୍ରଚଣ୍ଡ ସରକାର, ରବି ଲମିଛାନେଙ୍କ ଦଳ ଆରଏସପି ସମର୍ଥନ ପ୍ରତ୍ୟାହାର ପାଇଁ ପ୍ରସ୍ତୁତ।

କନକ ବ୍ୟୁରୋ: ନେପାଳରେ ପୁଷ୍ପକମଲ ଦହଲ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ପରେ ତାଙ୍କ ସରକାର ନେଇ ବିବାଦ ଆରମ୍ଭ ହୋଇଛି । ମେଣ୍ଟରେ ସାମିଲ ଥିବା ଆରଏସପି ପ୍ରଚଣ୍ଡଙ୍କ ନେତୃତ୍ୱରେ ଗଠିତ ହୋଇଥିବା ମନ୍ତ୍ରିମଣ୍ଡଳରୁ ବାହାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ରବି…

କର୍ମଚାରୀଙ୍କ ପରୀକ୍ଷା ନେଲା ଏହି କମ୍ପାନୀ: ଫେଲ ହେବା ପରେ ୬୦୦ ଜଣଙ୍କୁ ବିଦା କଲା ଚାକିରିରୁ

କନକ ବ୍ୟୁରୋ: ଭାରତୀୟ କମ୍ପାନୀ ଇନଫୋସିସ ଇଣ୍ଟର ନ୍ୟାସନାଲ ଫେସର ଆସେସମେଣ୍ଟପରୀକ୍ଷା ପାସ କରିବାରେ ଅସଫଳ ହୋଇଥିବା କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି । ରିପୋର୍ଟ ଅନୁସାରେ କମ୍ପାନୀ କର୍ମଚାରୀଙ୍କ ପାଇଁ ଏକ ଟେଷ୍ଟ ରଖିଥିଲା । ଯେଉଁଥିରେ ପାସ ହୋଇପାରିନଥିବା କର୍ମଚାରୀଙ୍କୁ ବାହାର…

କୁନୋରେ ପ୍ରସ୍ତୁତ ହେଲା କ୍ୱାରେଣ୍ଟିନ ଖୁଆଡ, ଫେବ୍ରୁଆରୀ ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକାରୁ ଆସିବେ ୧୨ ଚିତା!

କନକ ବ୍ୟୁରୋ: ଚାରିମାସ ପୂର୍ବରୁ ଚିତା ପ୍ରକଳ୍ପରେ ନାମ୍ବିଆରୁ ଭାରତ ଆସିଥିଲେ ୮ଚିତା । ପୁଣି ଥରେ ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଆସିବ । ଏଥିପାଇଁ ଗତ ଜାନୁଆରୀ ୨୬ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇସାରିଛି । ଏଥିପାଇଁ…

ମୋଦୀ ସରକାରର ବଡ ଆକ୍ସନ । ଚୀନ୍ ଲିଙ୍କ ଥିବା ୨୩୨ ଆପ୍ ବ୍ୟାନ୍ ।

କନକ ବ୍ୟୁରୋ: ଚୀନ୍ ବିରୋଧରେ ଭାରତ ସରକାରଙ୍କ ବଡ ଆକ୍ସନ୍ । ଚୀନ ଲିଙ୍କ ଥିବା ୧୩୮ ବେଟିଂ ଆପ୍ ଓ ୯୬ଟି ଋଣ ଆପ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଏହାକୁ ବ୍ଲକ୍ କରିଛନ୍ତି ଭାରତ ସରକାର । ମିଳିଥିବା ସୂଚନା ମୁତାବକ, ସୂଚନା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟକୁ ଏ ସମ୍ବନ୍ଧରେ ଗୃହ ମନ୍ତ୍ରାଳୟ…

ଚୀନର ଗୁଇନ୍ଦା ବେଲୁନ୍ କେତେ ଘାତକ? ଜାଣନ୍ତୁ, ଏହା କେତେ ବଡ ଏବଂ ଏହାର କ୍ଷମତା କେତେ?

କନକ ବ୍ୟୁରୋ: ଚୀନର ଗୁଇନ୍ଦା ବେଲୁନ୍ ଉପରେ ଆମେରିକାର କାର୍ଯାନୁଷ୍ଠାନ । ଆକାଶରେ ଉଡୁଥିବା ସ୍ପାଏ ବେଲୁନକୁ ମିସାଇଲ ମାଡ କରି ଖସାଇ ଦେଇଛି ଆମେରିକା । ଏହି ଗୁଇନ୍ଦା ବେଲୁନଟି ଏବେ ଖଣ୍ଡ ଖଣ୍ଡ ହୋଇ ଆଟଲାଣ୍ଟିକ ମହାସାଗରରେ ପଡିଛି । ଆମେରିକାର ଏୟାରଫୋର୍ସ ଏହି ଗୁଇନ୍ଦା ବେଲୁନଟିକୁ ଉଡାଇ…