Daily Archives

February 2, 2023

ଜେଲ ଗଲେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ । ସିନେମା ହଲ ଭିତରେ ଗଣ୍ଡଗୋଳ କରିବା ପଡିଲା ମହଙ୍ଗା ।

କନକ ବ୍ୟୁରୋ: କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ବାପାଙ୍କ ସହ ସଭାସମିତିକୁ ଆସୁଥିଲେ । ଲୋକଙ୍କ ସହ ଚିହ୍ନା ପରିଚୟ ବଢାଉଥିଲେ । ବିଧାୟକଙ୍କ ପୁଅ ଭାବେ ଖାତିର ବି ରହିଥିଲା । ହେଲେ ସମସ୍ତଙ୍କ ସାମ୍ନାରେ ଗୁଣ୍ଡାଗର୍ଦି କରିବା ତାଙ୍କୁ ହରଡଘଣାରେ ପକାଇଛି । ଦାଦାଗିରି ଦେଖାଇବା ମହଙ୍ଗା…

ଆୟୁଷ୍ମାନ ଯୋଜନାକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍ । ବିଜେଡି କହିଲା ଲୋକଙ୍କୁ ଭୁଆଁ ବୁଲାଉଛି ବିଜେପି

କନକ ବ୍ୟୁରୋ: ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବିଜେପି ବନାମ ବିଜେଡି । ସାଧାରଣ ବଜେଟରେ ଆୟୁଷ୍ମାନ ଭାରତ ଯୋଜନା ପାଇଁ ୭,୨୦୦ କୋଟିର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ହେଲେ ଏହାକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି ରାଜ୍ୟ ସରକାର । ବିଜେଡି କହିଛି, ଦେଶର ୨୮ଟି ରାଜ୍ୟ ଓ ୮ ଟି…

ନୂଆ ଆୟକର ବ୍ୟବସ୍ଥା ନା’ ପୁରୁଣା ଆୟକର ବ୍ୟବସ୍ଥା, କେଉଁଥିରେ ମିଳିବ ଅଧିକ ଫାଇଦା ? ବଜେଟ ଘୋଷଣା ପରେ ବଢ଼ିଲା…

କନକ ବ୍ୟୁରୋ: ବୁଧବାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଘୋଷଣାବେଳେ ସଭିଁଙ୍କ ନଜର ରହିଥିଲା ଆୟକର ଟିକସ ଉପରେ । ଆଉ ଅର୍ଥମନ୍ତ୍ରୀ ଘୋଷଣା କଲେ, ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆଦୌ ଟିକସ ପଡିବନି । କ’ଣ ପ୍ରକୃତରେ ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା…

କୁଆଡେ ଗାଏବ ହୋଇଗଲା ନବଙ୍କ ଦେହରେ ବାଜିଥିବା ଗୁଳି ? ଏବେ ବି ହାତରେ ଲାଗିନି ବନ୍ଧୁକରୁ ଫୁଟିଥିବା ବୁଲେଟ୍

କନକ ବ୍ୟୁରୋ: ଅଦୃଶ୍ୟରେ ନବ ଦାସଙ୍କ ଦେହରେ ବାଜିଥିବା ଗୁଳି । ହତ୍ୟାକାଣ୍ଡର ଚାରି ଦିନ ପରେ ବି ନବ ଦାସଙ୍କ ଦେହରେ ବାଜିଥିବା ଗୁଳି ମିଳିନାହିଁ । କେବଳ ସେହି ଗୁଳି ନୁହେଁ ଅନ୍ୟ ଗୁଳି ବି ମିଳିନାହିଁ । ଯାହାକୁ ଖୋଜିବାରେ ଲାଗିଛି କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍ ଟିମ୍ । ମିଳୁନି…

୪ ଦିନ ବିତିଗଲା, ଖୋଲୁନି ନବ ଦାସଙ୍କ ହତ୍ୟା ପଛର ରହସ୍ୟ । ପାଇଖାନା ଟାଙ୍କିରୁ ମିଳିଲା ଟୁକୁଡା କାଗଜ, ପରୀକ୍ଷା ପାଇଁ…

କନକ ବ୍ୟୁରୋ: ଯେଉଁ ଖବରର ରହସ୍ୟ କ’ଣ ଜାଣିବା ପାଇଁ ସାରା ରାଜ୍ୟବାସୀ ଅପେକ୍ଷା କରିଛନ୍ତି । ସେହି ଘଟଣା ଉପରୁ କିନ୍ତୁ ଚାରି ଦିନ ପରେ ବି ପରଦା ହଟାଇପାରିନି କ୍ରାଇମବ୍ରାଞ୍ଚ । ଏହା ଭିତରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାକୁ ନେଇ ନାଟକୀୟ ଭାବେ ସାମନାକୁ ଆସିଛି କେତେକ ରୋଚକ ତଥ୍ୟ…

ସମ୍ବଲପୁର ଭୀମସାରରେ ଦେଖାଗଲା ବିରଳ ଘଟଣା। କୌଣସି ରକ୍ତ ଗ୍ରୁପ ସହ ମ୍ୟାଚ କରୁନି ରୋଗୀଙ୍କ ରକ୍ତ ନମୁନା ।

କନକ ବ୍ୟୁରୋ: ଭୀମସାରରେ ଘଟିଛି ବିରଳ ଘଟଣା । ମହିଳାଙ୍କ ଶରୀରରେ ଦେଖାଦେଇଥିବା ରକ୍ତ କୌଣସି ଗ୍ରୁପର ନୁହେଁ । ପୂର୍ବରୁ ମହିଳାଙ୍କ ଶରୀରର ରକ୍ତ ଗ୍ରୁପ ବି ପଜିଟିଭି ଥିବାବେଳେ ବର୍ତ୍ତମାନ ତାହା କୌଣସି ଗ୍ରୁପ ସହ ମେଳ ଖାଉନଥିବା ଭୀମସାର ଆସିଷ୍ଟାଣ୍ଡ ପ୍ରଫେସର ଡାକ୍ତର ରାମଚନ୍ଦାନୀ…