Daily Archives

February 2, 2023

ଉମରକୋଟ ବ୍ଲକ ରାଜପୁର ହାଇସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ। ଜଙ୍ଗଲ ରାସ୍ତାରେ ୨ କିମି ଦୂର ଅନ୍ୟ ସ୍କୁଲ ଗଲେ ମିିଳୁଛି…

କନକ ବ୍ୟୁରୋ: ସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ । ଖରାରେ ୨ କିଲୋମିଟର ବାଟଚାଲୁଛନ୍ତି ଛାତ୍ରଛାତ୍ରୀ । ଫାଇଭ ଟି ଯୋଜନାରେ ତିଆରି ହୋଇଥିବା ହାଇସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ । ଜଙ୍ଗଲ ରାସ୍ତାରେ ୨ କିଲୋମିଟର ବାଟ ଚାଲି ଚାଲି ଅନ୍ୟ ସ୍କୁଲକୁ ଯାଉଛନ୍ତି ଛାତ୍ରଛାତ୍ରୀ । ସେଠାରେ ମିଳୁଛି…

ମାଲକାନଗିରିରୁ ଆସିଲା ଅଭାବନୀୟ ଘଟଣା। ଆମ୍ବୁଲାନ୍ସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ଅଜଣା ରୋଗରେ ପୀଡ଼ିତ ଯୁବତୀ।

କନକ ବ୍ୟୁରୋ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଲାଗିଲା ଆମ୍ବୁଲାନ୍ସ । ଦାବି ନେଇ ଆମ୍ବୁଲାନ୍ସରେ ଆସିଲେ ପୀଡ଼ିତା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପୀଡ଼ିତା ଜଣଙ୍କ ମେଡିକାଲରୁ ସିଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଆବାସ ଘର, ପାଇଖାନା ପାଇଁ ରୋଗରେ ପୀଡିତ ଥିବା ଜଣେ…

ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର। ବେକରେ ଷ୍ଟେଥୋ ସ୍କୋପ୍ ପକାଇ ବୁଲୁଥିଲେ ୱାର୍ଡ। 

କନକ ବ୍ୟୁରୋ: ଦିନ ବୁଧବାର, ସମୟ ଅପରାହ୍ନ ୧ଟା । ଯେଉଁ ସମୟରେ ସାଧାରଣତଃ ମେଡିକାଲ ଏତେ ଗହଳି ନଥାଏ, ଡାକ୍ତରମାନେ ଖାଇବାକୁ କିଛି ସମୟ ପାଇଁ ଚିକିତ୍ସାରୁ ବିରତି ନିଅନ୍ତି ।ଏହି ସମୟରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ରୋଗୀ ଡାକ୍ତରଙ୍କ ଅପେକ୍ଷା କରିଥାନ୍ତି । ଯାହାର ଫାଇଦା ନେଇ…

ହସ୍ପିଟାଲରେ ଶୁଭ ବିବାହ । ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ । ଦୁର୍ଘଟଣା ପରେ ହେଲେ  ଜୀବନସାଥୀ

କନକ ବ୍ୟୁରୋ: ଡାକ୍ତରଖାନାରେ ବାହାଘର, ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ । ନା ବାଜା ଥିଲା, ନା ଡିଜେ ବାଜୁଥିଲା । ନା ବ୍ରାହ୍ମଣ ଥିଲେ, ନା ପୂଜାରୀ ଥିଲେ । ବାସ୍...ହସ୍ପିଟାଲର ଡାକ୍ତର ଆଉ ନର୍ସଙ୍କ ଆଗରେ ସାତ ଜନମର ସାଥୀ ହୋଇଥିଲେ ଏହି ଦୁଇ ପ୍ରେମ ପକ୍ଷୀ । ବିହାର ଅରବଲରୁ…

ବ୍ୟାଙ୍କ କର୍ମଚାରୀଙ୍କ ଗଛ ଲଗାଇବା ନିଶା। ୯ ବର୍ଷରେଲଗାଇସାରିଲେଣି ୯୫ହଜାର ଗଛ।

କନକ ବ୍ୟୁରୋ: ବଦଳୁଛି ପାଣିପାଗ, ବୃଦ୍ଧି ହେବାରେ ଲାଗିଛି ତାପମାତ୍ରା । ଦିନକୁ ଦିନ ଜଳବାୟୁରେ ପରିବର୍ତ୍ତନ ଯୋଗୁ ବଢିବାରେ ଲାଗିଛି ବିଶ୍ୱର ତାପମାତ୍ରା । ଶୀତ ନସରଣୁ ରାଜ୍ୟରେ ଏବେ ଠାରୁ ଉତ୍ତାପ ଅନୁଭବ ହେଲାଣି । ଏଭଳି ହେବାର ମୁଖ୍ୟ କାରଣ ହେଉଛି ଗଛ ସଂଖ୍ୟା ହ୍ରାସ । ଦିନକୁ ଦିନ ଗଛ…

‘ଓଡିଶା ଅଗ୍ନିଶମ ସେବା’ର ନାମ ପରିବର୍ତ୍ତନ। ଜାଣନ୍ତୁ ନୂଆ ବିଭାଗର କଣ ରହିଲା ନାଁ।

କନକ ବ୍ୟୁରୋ: ବଦଳିଲା ‘ଓଡିଶା ଅଗ୍ନିଶମ ସେବା’ର ନାମ । ‘ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ନାଁରେ ନାମିତ ହେଲା ଅଗ୍ନିଶମ ବିଭାଗ । ଏନେଇ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।