Daily Archives

January 21, 2023

ବଢ଼ିଲା ବେସରକାରୀ କଲେଜ କର୍ମଚାରୀଙ୍କ ଦରମା । ଗ୍ରାଣ୍ଟ-ଇନ-ଏଡ୍ ବୃଦ୍ଧିକୁ କ୍ୟାବିନେଟର ମୋହର

କନକ ବ୍ୟୁରୋ: ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କୁ ବଡ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ କାର୍ଯ୍ୟ କରୁଥିବା ରାଜ୍ୟର ହଜାର ହଜାର କର୍ମଚାରୀଙ୍କ ଗ୍ରାଣ୍ଟ-ଇନ-ଏଡକୁ ବୃଦ୍ଧି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ ।…

ହାଇକୋର୍ଟରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ମାମଲା । ଉଚିତ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ବାର୍ଦ୍ଧକ୍ୟ ସମୟରେ ଆର୍ଥିକ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ଚଳାଇଛନ୍ତି । ହେଲେ ଏଥିରେ ମିଳୁଥିବା ଆର୍ଥିକ ସହାୟତା, ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ମେଣ୍ଟାଇ ପାରୁ ନାହିଁ । ତେଣୁ ବାର୍ଦ୍ଧ୍ୟକ ଭତ୍ତା ବୃଦ୍ଧି କରିବା ପାଇଁ ହାଇକୋର୍ଟରେ ଏକ…

ଚେହେରା ଦେଖି ମନ ପଢ଼ୁୁଛନ୍ତି ବାବା ଧୀରେନ୍ଦ୍ର! ଆଶ୍ରମରେ ଜମୁଛି ନେତା, ଅଭିନେତାଙ୍କ ଭିଡ଼

କନକ ବ୍ୟୁରୋ: ଛତିଶଗଡ ରାୟପୁରରେ ବାଗେଶ୍ୱର ଧାମରେ ବସିଛନ୍ତି ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଓରଫ ଧୀରେନ୍ଦ୍ର ବାଗେଶ୍ୱର । ହଜାର ହଜାର ଲୋକ ଏକାଠି ହୋଇଛନ୍ତି । ୨୬ ବର୍ଷୀୟ ଏହି ବାବା ଜଣଙ୍କ ଚେହେରା ଦେଖି ଜଣଙ୍କର ମନ ପଢ଼ି ପାରୁଛନ୍ତି ବୋଲି ଦାବି କରୁଛନ୍ତି । ତେଣୁ ନିଜର ଅତୀତ ଏବଂ…

ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ: ୮ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଥିଲା । ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା ଦମଦାର ଅର୍ଦ୍ଧ ଶତକ ହାସଲ କରିଥିଲେ । ଫଳରେ ଭାରତ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଓି୍ୱକେଟରେ ପରାସ୍ତ…

କଅଁଳ ବୟସରେ କ୍ୟାନସର ବୋଝ: ଖେଳିବା ବୁଲିବା ସମୟରେ ମାରାତ୍ମକ ରୋଗ ଯନ୍ତ୍ରଣା ଭୋଗୁଛନ୍ତି କୁନି ପୁଅ ସୌରଭ

କନକ ବ୍ୟରୋ: କଅଁଳ ବୟସରେ ରୋଗ ଯନ୍ତ୍ରାଣାର ବୋଝ । ଯେଉଁ ବୟସରେ ସାଙ୍ଗସାଥୀଙ୍କ ସହ ସମୟ ବିତାଇବା କଥା ସେହି ବୟସରେ କ୍ୟାନସର ଭଳି ମାରତ୍ମକ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛି କେନ୍ଦ୍ରାପଡ଼ାର ୧୦ ବର୍ଷର ପୁଅ ସୌରଭ । ଏପଟେ ପୁଅକୁ ଚିକିତ୍ସା କରାଇବା ପାଇଁ ବାପା ମା’ଙ୍କ…

ମହଙ୍ଗା ପଡ଼ିଲା ସୁନା ଶଂଖ କାରବାର: ଅଗ୍ରୀମ ୪୦ ହଜାର ଟଙ୍କା ନେଇ ନକଲି ସୁନା ଶଂଖ ଦେବାକୁ ହୋଇଥିଲା ମସୁଧା

କନକ ବ୍ୟୁରୋ: ମହଙ୍ଗା ପଡ଼ିଲା ନକଲି ସୁନା ଶଂଖ କାରବାର । ଅନ୍ୟକୁ ଫସଇବାକୁ ଉଦ୍ୟମ କରିବାକୁ ଯାଇ ନିଜେ ଫସିଗଲେ ଯୁବକ । ସୁନା ଶଂଖ ବାବଦରେ ଟଙ୍କା ଦେବା ପାଇଁ ଡାକି ଯୁବକଙ୍କୁ ଅପହରଣ କରି ପରିବାର ଲୋକଙ୍କୁ ୬ଲକ୍ଷ ଟଙ୍କା ଦାବି କରିଥିଲେ ମଧ୍ୟପ୍ରଦେଶର ଜଣେ ଭଣ୍ଡବାବା ଓ ତାଙ୍କ ସମର୍ଥକ ।…