Daily Archives

January 20, 2023

ଆବାସ ଯୋଜନାର ସମ୍ଭାବ୍ୟ ତାଲିକା ପରେ ବଢ଼ୁଛି ଅସନ୍ତୋଷ। ଧର୍ମେନ୍ଦ୍ର କହିଲେ, କେନ୍ଦ୍ର ଦେଉଛି ପର୍ଯ୍ୟାପ୍ତ ଘର।

କନକ ବ୍ୟୁରୋ: ଆବାସ ଯୋଜନାରେ ପ୍ରକାଶ ପାଇଥିବା ସମ୍ଭାବ୍ୟ ହିତାଧିକାରୀ ତାଲିକାକୁ ନେଇ, ଯେତେବେଳେ ଗାଁ ଗାଁରେ ଅସନ୍ତୋଷ ବଢ଼ୁଛି । ଘର ପାଇବାକୁ ଆଶାୟୀଙ୍କ ନାଁ କାହିଁକି ତାଲିକାରେ ନାହିଁ, ସେ ନେଇ ବିଜେଡି – ବିଜେପି ଦୋଷ ଲଦାଲଦି ହେଉଛନ୍ତି । ସେତିକିବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା…

ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ- ୨୦୨୩, ବ୍ରାଣ୍ଡିଂର ଅର୍ଥ ବୁଝାଇଲେ ସୁବ୍ରତ ବାଗଚୀ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଆୟୋଜିତ ହୋଇଛି ବ୍ରାଣ୍ଡସ ଅଫ ଓଡି଼ଶା ପ୍ରାଇଡ୍ ଅଫ ଇଣ୍ଡିଆ । ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ- ୨୦୨୩ରେ ବ୍ରାଣ୍ଡର ଅର୍ଥ ବୁଝାଇଛନ୍ତି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବ୍ରାଣ୍ଡ…

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଡାକ୍ତର ନିଯୁକ୍ତି ନେଇ ମିଳିଲା ପ୍ରତିଶ୍ରୁତି । ୭ ଦିନ ପରେ ଆନ୍ଦୋଳନରୁ ଓହରିଲେ…

କନକ ବ୍ୟୁରୋ: ଖବର ବାଜିଲା ପ୍ରଭାବ ପଡିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଡାକ୍ତର ନିଯୁକ୍ତ ହେବାର ମିଳିଲା ପ୍ରତିଶ୍ରୁତି । ଆଉ ଡାକ୍ତର ନିଯୁକ୍ତି ଦାବି ନେଇ ୭ ଦିନ ହେଲା ଆମରଣ ଅନଶନରେ ବସିଥିବା ଆନ୍ଦୋଳନକାରୀ ଧାରଣାରୁ ହଟିଛନ୍ତି । କିଛି ଦିନ ତଳେ ରାଜକନିକା ଓଳାଭରରେ ଥିବା ରାଧାନାଥ…

ହାର୍ଡକୋର ମାଓନେତାଙ୍କ ସୂଚନା ଦେଲେ ମିଳିବ ପୁରସ୍କାର। ପୁଲିସ ଲଗାଇଲା ପୋଷ୍ଟର।

କନକ ବ୍ୟୁରୋ: ହାର୍ଡକୋର ମାଓନେତାଙ୍କ ନାଁରେ ସୂଚନା । ଧରାଇଦେଲେ ମିଳିବ ପୁରସ୍କାର । ଏନେଇ ପୁଲିସ ପକ୍ଷରୁ ଲାଗିଛି ପୋଷ୍ଟର । କୋରାପୁଟ ବସଷ୍ଟାଣ୍ଡରେ ଏନଆଇଏ କୋଲକାତାର ସୁପରିନଟେଣ୍ଡଣ୍ଟ ଅଫ୍ ପୁଲିସ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ଏଥିରେ ହାର୍ଡକୋର୍ ତଥା କୁଖ୍ୟାତ ମାଓନେତାଙ୍କ…

ଆବାସ ଯୋଜନା ନେଇ ହିତାଧିକାରୀଙ୍କ ଅବଶୋଷ। ତାଲିକାରେ ଅଛି ଅଯୋଗ୍ୟ ହିତାଧିକାରୀଙ୍କ ନାଁ।

କନକ ବ୍ୟୁରୋ: ଆବାସ ଯୋଜନା ନେଇ ଲୋକଙ୍କ ଅବଶୋଷ । ଧନୀକୁ ମିଳୁଛି ଘର ହେଲେ ଗରିବକୁ ନାହିଁ । ଭଙ୍ଗା ରୁଜା ଘରେ ଜରିଟଣା ଘରେ ରହି ଦହଗଞ୍ଜ ହେଉଛି ଗରିବଟିଏ । ସରକାରଙ୍କ ପକ୍ଷରୁ ଆବାସ ଯୋଜନା ଥାଇ ବି ଲୋକେ ବାସହରା । ଏନେଇ ବିଭିନ୍ନ ସ୍ଥାନରେ ତେଜୁଛି ଅସନ୍ତୋଷ । ଘର ଖଣ୍ଡିଏ ପାଇବାକୁ…

ବେଳାଭୂମିରେ ମରିପଡିଛି ଶହଶହ ଅଲିଭରିଡଲେ କଇଁଛ। ସୁରକ୍ଷା ନେଇ କଟକଣା ପରେ ବି ଚାଲୁଛି ଟ୍ରଲର, ମାଛ ମାରୁଛନ୍ତି…

କନକ ବ୍ୟୁରୋ: ବେଳାଭୂମିରେ ମରିପଡିଛି ଶହଶହ ଅଲିଭରିଡଲେ କଇଁଛ । ପ୍ରତିଥର କଇଁଛ ସୁରକ୍ଷା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ବି ଏବେ ଅଧିକ କଇଁଛ ମରିପଡୁଛନ୍ତି । ଚଳିତ ଋତୁ କଇଁଛମାନଙ୍କ ଅଣ୍ଡା ଦେବା ସମୟ ଏନେଇ ଅନେକ କଟକଣା ସବୁ କରାଯାଇଥିଲା । ଟ୍ରଲର ଚଳାଚଳରୁ ନେଇ…