Daily Archives

January 20, 2023

ତୁଟିଲା ବିବାଦ, ଢେଙ୍କାନାଳ ଯୋରନ୍ଦା ମେଳା ନେଇ ଫିଟିଲା ବାଟ ।

କନକ ବ୍ୟୁରୋ: ଢେଙ୍କାନାଳ ପ୍ରସିଦ୍ଧ ଯୋରନ୍ଦା ମେଳା ନେଇ ଫିଟିଲା ବାଟ । ଉଭୟ ସମାଜ ମଧ୍ୟରେ ବସିଥିବା ବୈଠକରେ ବିବାଦର ସମାଧାନ ହୋଇଛି । ଯୋରନ୍ଦା ଗାଦିରେ ଉଭୟ ବକଳ ଓ କୌପୀନଧାରୀ ବାବାଙ୍କ ମଧ୍ୟରେ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ । କୌପୀନଧାରୀ ସମାଜ ଏବେ ଅସ୍ଥାୟୀ ପୀଠରେ ଉପାସନା…

ଗଞ୍ଜେଇ କାରବାରରେ ସମ୍ପୃକ୍ତି ନେଇ ପୁଲିସ କର୍ମଚାରୀ ନିଲମ୍ବିତ। ବଘିଆପଡା ଫାଣ୍ଡି ଅଧିକାରୀ ଫାଣ୍ଡି ଅଧିକାରୀଙ୍କ ସହ ୨…

କନକ ବ୍ୟୁରୋ: ଗଞ୍ଜେଇ ବ୍ୟବସାୟରେ ସମ୍ପୃକ୍ତି ନେଇ ପୁଲିସ କର୍ମଚାରୀ ନିଲମ୍ବିତ । ବୌଦ୍ଧରେ ଗଞ୍ଜେଇ କାରବାରରେ ସମ୍ପୃକ୍ତି ନେଇ ବଘିଆପଡା ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । ଗତ ୧୬ରେ ଜଣେ ଗଞ୍ଜେଇ ବେପାରୀକୁ ଏକ ବାଇକ ସହ ଧରିଥିବା ବେଳେ ତାଠାରୁ ୧୬ କେଜି…

ଥମୁନି କର୍ପୋରେଟ ଛଟେଇ, ମାଇକ୍ରୋସଫ୍ଟ ପରେ ଏବେ ଗୁଗଲର ମୂଳ କମ୍ପାନୀ ଆଲଫାବେଟ୍ ଛଟେଇ କରିବ ୧୨ହଜାର କର୍ମଚାରୀ

କନକ ବ୍ୟୁରୋ : ସାରା ବିଶ୍ୱକୁ ଘାରିଛି ଆର୍ଥିକ ମାନ୍ଦାବସ୍ତା । ସବୁଦେଶର ଆର୍ଥିକ ସ୍ଥିତି ଏବେ ତଳମୁହାଁ । ଏହାର ପ୍ରଭାବ ଏବେ ଆଇଟି କମ୍ପାନୀମାନଙ୍କ ଉପରେ ପଡିଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗୁଗଲର ମୂଳ କମ୍ପାନୀ ଆଲଫାବେଟ ଏବେ ୧୨ ହଜାର କର୍ମଚାରୀ ଛଟେଇ କରିବାକୁ…

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ଖେଳନ୍ତୁ ନାହିଁ କୋହଲି, ସଚିନଙ୍କ ଉଦାହରଣ ଦେଇ ରବି ଶାସ୍ତ୍ରୀ କହିଲେ ଏମିତି…

କନକ ବ୍ୟୁରୋ ; ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ ବିଜୟୀ ହୋଇଥିବା ବେଳେ ଶନିବାର ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳିବ । ତେବେ ଦ୍ୱିତୀୟ ଦିନିକିଆ ପୂର୍ବରୁ ବିରାଟ କୋହଲିଙ୍କୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ବଡ ବୟାନ ଦେଇଛନ୍ତି । ଶାସ୍ତ୍ରୀ…

ବଲାଙ୍ଗିରରେ ପୁଣି ଜନପ୍ରତିନିଧି ବନାମ ବାବୁ: ପିଡିଡିଆରଡିଏଙ୍କ ଉପରେ ବର୍ଷିଲେ ସାଂସଦ ସଙ୍ଗୀତା ସିିଂଦେଓ

କନକ ବ୍ୟୁରୋ: ବଲାଙ୍ଗିର ସାସଂଦ ଓ ପ୍ରଶାସନିକ ଅଧିକାରୀ ମୁହାଁମୁହିଁ । ପିଡିଡିଆରଡିଏ ଉପରେ ବର୍ଷିଲେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓ । ବୈଠକର ସ୍ଥାନ ପରିବର୍ତନ ଏବଂ ଜିଲ୍ଲାପାଳଙ୍କ ଅନୁପସ୍ଥିତିକୁ ବିଗିଡି ଯାଇଥିଲେ ସାଂସଦ । ସେଠାରେ ଉପସ୍ଥିତ ପିଡିଡିଆରଡିଏଙ୍କ ଉପରେ ବର୍ଷିଥିଲେ ।…

ବ୍ରହ୍ମପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଘାଟିରେ ଓଲଟିଲା ବସ୍, ୨ ମୃତ

କନକ ବ୍ୟୁରୋ: ବ୍ରହ୍ମପୁର କାନକଟା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଘାଟିରେ ବସ ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ବସଟି ଗଜପତି ଜିଲ୍ଲା ରାୟଗଡରୁ ଫେରୁଥିବାବେଳେ କାନକଟା ପାଖରେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣାରେ ପରେ ସ୍ଥାନୀୟ ଲୋକ ଘଟଣା…