Daily Archives

December 9, 2022

ଛାତି ଥରାଇଦେଲା ସୁରତର ବର୍ବରକାଣ୍ଡ । ୭ ବର୍ଷର କୁନିଝିଅକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ 

କନକ ବ୍ୟୁରୋ: ସୁରତରେ ଓଡିଆ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଘଟଣାରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ସୁରତ ପୋଲିସ । ସେପଟେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ପରେ ସେଠାରେ ରହୁଥିବା ପ୍ରବାସୀ ଓଡିଆ ଏକାଠି ହୋଇ…

ନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ କଂଗ୍ରେସର ଚିନ୍ତା, ରାଜ୍ୟ ନେତୃତ୍ୱ ଓ କେନ୍ଦ୍ରୀୟ…

କନକ ବ୍ୟୁରୋ : ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଆରମ୍ଭ ହୋଇଛି ସରକାର ଗଠନ ପ୍ରକିୟା । ତେବେ ତା ପୂର୍ବରୁ ଦଳରୁ କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା ସେନେଇ ବସିଛି ବିଧାୟକ ଦଳ ବୈଠକ । ଏହି ବୈଠକରେ ପ୍ରାର୍ଥୀଙ୍କ ନାଁରେ ମୋହର ବାଜିଛି । ଶିମଳା ରାଜୀବ ଭବନରେ…

ବିକ୍ରି ହୋଇଗଲା କି କଂଗ୍ରେସ ଭୋଟ୍? ପକେଟ୍ ଗରମ କରୁଛି ଉପ-ନିର୍ବାଚନ? କଂଗ୍ରେସ ରାଜନୀତିରେ ‘ପଦ୍ମପୁର’ ଝଡ଼

କନକ ବ୍ୟୁରୋ: କଂଗ୍ରେସ ରାଜନୀତିରେ ‘ପଦ୍ମପୁର’ ଝଡ଼ । ଉପ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ ନେତାଙ୍କ ଭିତରେ ଦେଖିବାକୁ ମିଳିଛି ଗଭୀର ଅସନ୍ତୋଷ । କାହିଁକି ହାରିଲେ, କେଉଁଠି ରହୁନି ସମନ୍ୱୟ, ଏଥିପାଇଁ ରାଜ୍ୟ ନେତୃତ୍ୱ ଦାୟୀ ନା କେନ୍ଦ୍ରୀୟ ନେତୃତ୍ୱ ଦାୟୀ, ସେନେଇ ବିସ୍ଫୋରକ ବୟାନ…

ପ୍ରଥମଥର ପାଇଁ ଗଣମାଧ୍ୟମ ସାମ୍ନାରେ ଶ୍ରଦ୍ଧାଙ୍କ ବାପାଙ୍କ ବୟାନ, ଦେବେନ୍ଦ୍ର ଫଡନଭିସଙ୍କୁ ଭେଟି କହିଲେ ଏଭଳି କଥା

କନକ ବ୍ୟୁରୋ : ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲାର ପୁଣି ବଢିଲା ବିଚାର ବିଭାଗୀୟ ହେପାଜତ ଅବଧୀ ।ସେପଟେ ପ୍ରଥମଥର ପାଇଁ ମିଡିଆ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରଦ୍ଧାଙ୍କ ବାପା । ଶୁକ୍ରବାର ମହାରାଷ୍ଟ୍ର…

ପଦ୍ମପୁରରେ କାହିଁକି ଫୁଟିଲାନି ପଦ୍ମ, ପରାଜୟର ପୋଷ୍ଟମର୍ଟମ କରିବ ବିଜେପି । ବିରୋଧୀ ଦଳ ନେତା କହିଲେ ବିଜେଡି ପାଖକୁ…

କନକ ବ୍ୟୁରୋ: ପଦ୍ମପୁର ଫଳାଫଳର ପୋଷ୍ଟମର୍ଟମ୍ । ଜୟ, ପରାଜୟକୁ ନେଇ ଉଭୟ ବିଜେଡି, ବିଜେପି କରୁଛନ୍ତି ତର୍ଜମା । ଉପ ନିର୍ବାଚନରେ କାହିଁକି ବିଜେପି ଫେଲ୍ ମାରିଲା, ଏହାକୁ ନେଇ ଦଳ ପକ୍ଷରୁ ସମୀକ୍ଷା କରାଯାଉଛି । ଅନ୍ୟପଟେ ପଦ୍ମପୁର ବିଜୟ ପରେ ଶାସକ ଦଳ ବିଜେଡି ୨୦୨୪ ବିଜୟ ପାଇଁ ସ୍ୱପ୍ନ…

ବୋହୂ ଭାବେ ଯାଇଥିଲେ, ବିଧାୟିକା ହୋଇ ଶାଶୂଘରକୁ ଫେରିଲେ ବର୍ଷା ସିଂ ବରିହା । ଆଲିଙ୍ଗନ କରି ସ୍ନେହରେ ସ୍ୱାଗତ କଲେ…

କନକ ବ୍ୟୁରୋ: ପଦ୍ମପୁରରେ ବିଜୟ ପରେ ଶାଶୂଘରେ ପହଞ୍ଚିଛନ୍ତି ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ଶାଶୂଘରେ ପହଞ୍ଚିବା ପରେ ଶାଶୂ, ଶ୍ୱଶୁରଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି ବର୍ଷା । ଆଉ ସ୍ନେହରେ ତାଙ୍କୁ ଆଲିଙ୍ଗନ କରିନେଇଛନ୍ତି ଶ୍ୱଶୁର ରମା ବଳିଆର ସିଂହ । ତେବେ…