Daily Archives

December 9, 2022

ସମୁଦ୍ର ଭିତରେ ନେଲା ଭୀଷଣ ବାତ୍ୟାର ରୂପ । ତାମିଲନାଡୁରେ ଆଲର୍ଟ

କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ‘ମଣ୍ଡୋସ’ ଭୀଷଣ ବାତ୍ୟାର ରୂପ ନେଇଛି । ଗୁରୁବାର ସନ୍ଧ୍ୟାରେ ମଣ୍ଡୋସ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଶୁକ୍ରବାର ରାତି ସୁଦ୍ଧା ତାମିଲନାଡୁର ମମଲ୍ଲାପୁରମ ଉପକୂଳ ଅତିକ୍ରମ କରିବାର ସମ୍ଭାବନା…

ମୋଦୀ ମ୍ୟାଜିକରେ ବିରୋଧୀ ଧରାଶାୟୀ । ରେକର୍ଡ ଭାଙ୍ଗିଲା ବିଜେପିର ଭୋଟ ପ୍ରତିଶତ

କନକ ବ୍ୟୁରୋ :  ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି ବହୁମତ ସହ ବିଜୟ । ନିଜ ରେକର୍ଡକୁ ନିଜେ ଭାଙ୍ଗିଛି ଦଳ । ଏଥିସହ ଦଳର ଅନେକ ନୂଆ ରେକର୍ଡ ମଧ୍ୟ ନିଜ ନାଁରେ କରିଛି । ଗୁଜରାଟ ନିର୍ବାଚନରେ ବେଶ ଚାଲିଛି ମୋଦୀ ମ୍ୟାଜିକ । ଏହି ବିରାଟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ…

ପଦ୍ମପୁର ବିଜୟ ପରେ ନବୀନଙ୍କୁ ଭେଟିଲେ ବର୍ଷା ସିଂ ବରିହା । ନବୀନ ନିବାସରେ ପଶ୍ଚିମ ଓଡିଶା ନେତାଙ୍କ ଭିଡ । 

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ବିଜୟ ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବର୍ଷା ସିଂ ବରିହା । ବର୍ଷାଙ୍କ ସହ ପଶ୍ଚିମ ଓଡ଼ିଶାର ବହୁ ନେତା ନବୀନ ନିବାସ ଆସିଥିଲେ । ବର୍ଷାଙ୍କ ସହ ରୀତା ସାହୁ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଭାତ ସିଂ, ପ୍ରସନ୍ନ ଆଚାର୍ଯ୍ୟ…

ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବିଜୟ ସତ୍ୱେ କିଏ ହେବ ମେୟର, ସେପଟେ ବିଜେପି କହିଲା ଲଢିବ ମେୟର ପଦ

କନକ ବ୍ୟୁରୋ : ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବିଜୟ ସତ୍ୱେ କିଏ ହେବ ମେୟର, ତାକୁ ନେଇ ଜାରି ରହିଛି ସସପେନ୍ସ । ୨୫୦ ୱାର୍ଡ ବିଶିଷ୍ଟ ପୌର ନିଗମରେ ଆପ୍ ୧୩୪ଟି ୱାର୍ଡରେ ବିଜୟୀ ହୋଇଛି । ତେବେ ବିଜେପି ପୌର ନିର୍ବାଚନରେ ହାରିଥିଲେ ବି ମେୟର ପଦ ଲଢ଼ିବ ବୋଲି ସୂଚନା ମିଳିଛି…

ମହୁ ଲୋଭରେ ଗଛରେ ଚଢିଫସିଲା ଜଙ୍ଗଲୀ ଭାଲୁ । ଖାଦ୍ୟ ଅନ୍ୱେଷଣରେ ଆସି ନବରଙ୍ଗପୁର ଡେଙ୍ଗାଗୁଡ଼ା ଗାଁ ନିକଟ ଥିବା ସିମିଳି…

କନକ ବ୍ୟୁରୋ: ମହୁ ଖାଇବାକୁ ଯାଇ ଗଛ ଉପରେ ଚଢ଼ି ଫସିଲା ଜଙ୍ଗଲୀ ଭାଲୁ । ଖାଦ୍ୟ ଅନ୍ୱେଷଣରେ ଆସି ବିଳମ୍ବିତ ରାତିରେ ନବରଙ୍ଗପୁର ଡେଙ୍ଗାଗୁଡ଼ା ଗାଁ ନିକଟରେ ଥିବା ଏକ ସିମିଳି ଗଛ ଉପରେ ଫସି ରହିଥିଲା ଭାଲୁ । ବନବିଭାଗ ଉଦ୍ୟମରେ ଭାଲୁଟି ତଳକୁ ଓହ୍ଲାଇ ଜଙ୍ଗଲ ମୁହାଁ ହୋଇଛି । ସୂଚନା ଅନୁସାରେ…

ନବରଙ୍ଗପୁର ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟ…

କନକ ବ୍ୟୁରୋ: ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ନବରଙ୍ଗପୁର ଝରିଗାଁ ବ୍ଲକ ଅନ୍ତର୍ଗତ ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ଗଛମୂଳେ ପାଠ ପଢୁଛନ୍ତି କୁନି କୁନି ପିଲା । ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ।…