Daily Archives

December 5, 2022

ସରିଲା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ମତଦାନ। ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ।

କନକ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେବା ପାଇଁ ଭୋଟରଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଗଣତନ୍ତ୍ରର ଏହି ବଡ଼ ପର୍ବରେ ସାମିଲ ହେବା ପାଇଁ ସକାଳୁ ସକାଳୁ ଧାଡ଼ିରେ ଛିଡ଼ା ହୋଇ ମତଦାନ କରିଥିଲେ ଭୋଟର । କଡ଼ା ସୁରକ୍ଷା ମଧ୍ୟରେ ମତଦାତା ମତଦାନ…

ଭୋଟ ଦେଲା ପଦ୍ମପୁର । ମତାଧିକାର ସାବ୍ୟସ୍ତ କଲେ ରେକର୍ଡ ସଂଖ୍ୟକ ମତଦାତା, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ ।

କନକ ବ୍ୟୁରୋ : ସରିଛି ପଦ୍ମପୁର ଉପ-ନିର୍ବାଚନ ଭୋଟିଂ । ଇଭିଏମ୍ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଏଥରକ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଗତ ୨୦୧୯ ନିର୍ବାଚନରେ ୭୯ ପ୍ରତିଶତ ମତଦାନ ହୋଇଥିବାବେଳେ ଏଥର ୮୦ ପ୍ରତିଶତ ଟପି ଯାଇଛି ଭୋଟିଂ । ତେବେ ପଦ୍ମପୁରବାସୀ କାହାକୁ ଭରସା କରୁଛନ୍ତି…

ଥାନାରେ ପୁଲିସର ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ କଲେ ବ୍ୟବସାୟୀ: କହିଲେ, କେକ୍ ଓ ଫୁଲତୋଡ଼ା ଦେଇଥିବାରୁ ଦିଆଗଲା ନିର୍ଯାତନା

କନକ ବ୍ୟୁରୋ: ଖାକିର ଦାଦାଗିରି! ପୁଲିସ ମାଡରେ ଶରୀରରେ କଳା ଦାଗ ପଡିଯାଇଛି । ଏ ହେଉଛି ଜଣେ ବ୍ୟବସାୟୀଙ୍କ ଉପରେ ଗୋପାଳପୁର ପୁଲିସର ଥାର୍ଡ ଡିଗ୍ରୀର ଚିତ୍ର । କିନ୍ତୁ କେଉଁ କାରଣ ପାଇଁ ଗୋପାଳପୁର ପୁଲିସ ଅଭିଯୋଗକାରୀଙ୍କୁ ଏଭଳି ମାଡ ମାରିଛି ତାହା ଜାଣିଲେ ହୁଏତ ଆପଣ ବି ଆଶ୍ଚର୍ଯ୍ୟ ହେବେ…

ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ଇଡି: ରିମାଣ୍ଡ ପାଇଁ ଅନୁମତି ଦେଲେ କୋର୍ଟ

କନକ ବ୍ୟୁରୋ: ଦ୍ୱିତୀୟ ଥର ପାଇଁ କୋର୍ଟରେ ହାଜର ହେବା ବେଳେ ଅର୍ଚ୍ଚନାଙ୍କୁ ଘେରି ଯାଇଥିଲେ ସାମ୍ବାଦିକ । ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଚାଲିଲେ । ତେବେ ଗଣମାଧ୍ୟମର ପ୍ରଶ୍ନ ବାଣରେ ବିଚଳିତ ନହୋଇ ଉତର ରଖିଲେ ଅର୍ଚନା ନାଗ । ସେ କାହାଠାରୁ ପଇସା ନେଇ ନାହାନ୍ତି , ବରଂ ତାଙ୍କୁ ଫଶାଇ…

ଗୁଜରାଟରେ କିଏ ଗଢିବ ସରକାର, ଫଳାଫଳ ଉପରେ ଅଟକିଛି ସାରା ଦେଶର ନଜର । ମୋଦୀ ମ୍ୟାଜିକ ଅତୁଟ ରହିବ ନା ହାତ ଟେକିବ…

କନକ ବ୍ୟୁରୋ : ସରିଲା ଗୁଜରାଟ ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟରେ ୯୩ଟି ଆସନ ପାଇଁ ମତଦାନ ହୋଇଛି । ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ଏବେ କେବଳ ଅପେକ୍ଷା ଫଳାଫଳକୁ । ଡିସେମ୍ବର ୮ ତାରିଖରେ ଜଣାପଡିବ କିଏ ମାରିଲା ବାଜି । ଶେଷ ହୋଇଛି ଗୁଜୁରାଟ ବିଧାନସଭା…

କିଏ ଜିତିବ ପଦ୍ମପୁର? ନେତା ଆରମ୍ଭ କଲେ ଆକଳନ, ବିଜେଡ଼ି ସପକ୍ଷରେ ମତ ଦେଲେ ବରିଷ୍ଠ ନେତା ଦାମ ରାଉତ

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ହାଇଭୋଲଟେଜ ଭୋଟ ସରିବା ପରେ ଏବେ ଇଭିଏମରେ ସିଲ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଫଳାଫଳ ନେଇ ନେତାଙ୍କ ଛାତିି ଧଡ ଧଡ ହେଉଥିବାବେଳେ ବରିଷ୍ଠ ନେତା ନିଜର ଅଭିଜ୍ଞତା ଅନୁସାରେ ହାର ଜିତର ଆକଳନ କରିଛନ୍ତି । ବରିଷ୍ଠ ନେତା ଦାମ ରାଉତ ବିଜେଡି…