Daily Archives

November 23, 2022

ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ ୱାର୍ଲଡ଼ ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ 

କନକ ବ୍ୟୁରୋ: ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ ୱାର୍ଲଡ଼ ଦ୍ୱାରା ଆଜି ଡୁମୁଡୁମା ହାଉସିଂ ବୋର୍ଡ଼ ଠାରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରୁ ୨୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ଖୋର୍ଦ୍ଧା ହସ୍ପିଟାଲର ରକ୍ତ ଭଣ୍ଡାର…

କୋର୍ଟରେ ପୋଲିସର ଅଜବ ଯୁକ୍ତି ।  କହିଲେ, ମୂଷା ଖାଇଦେଇଛି ୫୮୧ କେଜି ଗଞ୍ଜେଇ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମଥୁରାରେ ନିଶାଖୋର ମୂଷାକୁ ନେଇ ପୋଲିସ ବି ଚକିତ ହୋଇଯାଇଛି । ପୋଲିସ କହିଛି କି ଜବତ ହୋଇଥିବା ଗଞ୍ଜେଇ ମଧ୍ୟରୁ ୫୮୧ କିଲୋ ଗଞ୍ଜେଇ ମୂଷା ଖାଇଦେଇଛି । ଜବତ ହୋଇଥିବା ଗଞ୍ଜେଇ କୁଆଡେ ଗଲା ବୋଲି ପୋଲିସକୁ କୋର୍ଟ ପଚାରିବା ପରେ ପୋଲିସ ଏଭଳି ଜବାବ୍ ରଖିଛି ।…

୨୦୧୧ ବିଶ୍ୱକପରେ ପରଦା ପଛର ନାୟକ ଗ୍ୟାରୀ କ୍ରଷ୍ଟେନ: ବିଶ୍ୱ ବିଜୟ ପାଇଁ କେମିତି କରିଥିଲେ ରଣନୀତି? ଜନ୍ମଦିନରେ…

କନକ ବ୍ୟୁରୋ: ବର୍ଷ ୨୦୧୧ । ଯାହା ପ୍ରତିଟି ଭାରତୀୟ କ୍ରିକେଟ ଫ୍ୟାନଙ୍କ ପାଇଁ ସ୍ମରଣୀୟ ଦିନ । ୧୯୮୩ ମସିହା ପରେ ଏହି ବର୍ଷ ଭାରତ ପୁଣି ଇତିହାସ ଦୋହରାଇଥିଲା । ଆଉ ଧୋନୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ବିଜୟୀ ହୋଇଥିଲା । ୨୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଭାରତ ଇତିହାସ ସୃଷ୍ଟି କରିଥିଲା ।…

ନିର୍ବାଚନ ପ୍ରଚାର ବେଳେ ହିଂସା ଅଭିଯୋଗ: ଶାସକ ଦଳର ନେତାଙ୍କ ବିରୋଧରେ ଅଭିଯୋଗ ଆଣି ଭାବବିହ୍ୱଳ ହେଲେ ବିଜେପି…

କନକ ବ୍ୟୁରୋ: ଭାବବିହ୍ୱଳ ହେଲେ ପଦ୍ମପୁରର ବିଜେପି ପ୍ରାର୍ଥୀ । ଉପନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହେଉଛି । ଶାସକ ଦଳର ନେତା ଲୋକ ଲଗାଇ ଆକ୍ରମଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଭାବବିହ୍ୱଳ ହୋଇଛନ୍ତି । ଗତକାଲି…

ଆନନ୍ଦ ଟପୋ ମୃତ୍ୟୁ ଘଟଣା ବିରେନ୍ଦ୍ର ଲାକ୍ରାଙ୍କ ବିରୋଧରେ କାହିଁକି ଏଫଆଇଆର ରଖୁନି ପୋଲିସ? ଭୁବନେଶ୍ୱର ଡିସିପିଙ୍କୁ…

କନକ ବ୍ୟୁରୋ: ଅନ୍ତର୍ଜାତୀୟ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ଅଭିଯୋଗ । ଆନନ୍ଦ ଟପୋ ମୃତ୍ୟୁ ଘଟଣାରେ ଇନଫୋସିଟି ଥାନାରେ ଅଭିଯୋଗ କରିଥନ୍ତି ଆନନ୍ଦଙ୍କ ବାପା ବାନ୍ଧଣା ଟପୋ । ଏ ଯାଏଁ ଏହି ଘଟଣାରେ ପୋଲିସ ଏଫଆଇର ଗ୍ରହଣ କରିନାହିଁ । ଆନନ୍ଦ ଟପୋଙ୍କ ହତ୍ୟାକାଣ୍ଡରେ ବିରେନ୍ଦ୍ର…

କାହିଁକି ସଞ୍ଜୁ, ଉମରାନଙ୍କୁ ମିଳିଲାନି ସୁଯୋଗ? ସୋସିଆଲ୍ ମିଡିଆରେ ପ୍ରଶ୍ନ କଲେ କ୍ରିକେଟପ୍ରେମୀ

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଶେଷ ହେଇସାରିଛି । ଟିମ୍ ଇଣ୍ଡିଆ ଏ ସିରିଜକୁ ୧-୦ରେ ଜିତିସାରିଥିବାବେଳେ, କ୍ୟାପଟେନ୍ ଭାବେ ପୁଣିଥରେ ଜଲୱା ଦେଖେଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଏ ସିରିଜରେ ଗୋଟିଏ କଥାକୁ ନେଇ ବିବାଦ ଆରମ୍ଭ ହୋଇଛି । ତିନୋଟି ଯାକ…