Daily Archives

November 18, 2022

ଟିପିଏନ୍ଓଡିଏଲ୍ ପକ୍ଷରୁ କେନ୍ଦୁଝର ଓ ଆନନ୍ଦପୁରରେ କଂପାନି ପକ୍ଷରୁ ଦୁଇଟି ନୂଆ କେନ୍ଦ୍ର ଉଦଘାଟିତ । ଗ୍ରାହକଙ୍କୁ…

କନକ ବ୍ୟୁରୋ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ କେନ୍ଦୁଝର ଜିଲ୍ଲାର କେନ୍ଦୁଝର ଓ ଆନନ୍ଦପୁର ଠାରେ ଦୁଇଟି ନୂଆ ଗ୍ରାହକ ସେବା କେନ୍ଦ୍ର ଉଦଘାଟନ କରାଯାଇଛି । ଏହି ଦୁଇ କେନ୍ଦ୍ର ଉଦଘାଟିତ ହେବା ସହ…

ରାଗିଂ ଦୋହଲାଇ ଦିଏ ମାନସିକ ସ୍ଥିତି। କନକ ନ୍ୟୁଜ ଆଗରେ ପୂରା ଘଟଣା ବଖାଣିଲେ ରାଗିଂ ପୀଡ଼ିତା। 

କନକ ବ୍ୟୁରୋ:  ସ୍କୁଲ ପାଠପଢ଼ା ପରେ ଯେତେବେଳେ ଜଣେ କଲେଜରେ ପାଦ ଦିଏ, ତା’ ମନରେ ଅନେକ ସ୍ୱପ୍ନ ଥାଏ । ନୂଆ ପରିବେଶ ଭିତରେ କେମିତି ପାଠ ପଢ଼ିବ, କେମିତି ଆଗକୁ ବଢ଼ିବ, ଏ ନେଇ ଭୟ ବି ଥାଏ । କିନ୍ତୁ ଯେତେବେଳେ ଜଣେ ନବାଗତ ରାଗିଂର ଶିକାର ହୁଏ, ତା’ର ମନରେ ଯେଉଁ ପ୍ରଭାବ ପଡେ, ତାକୁ କେବଳ ସେ…

କୁକୁର ପାଇଁ କଟକଣା: ଗୃହପାଳିତ ପଶୁ ରଖିଲେ ବିଏମସିରୁ ନେବାକୁ ହେବ ଅନୁମତି, କରିବାକୁ ପଡିବ ପଞ୍ଜିକରଣ

କନକ ବ୍ୟୁରୋ: ପୋଷା କୁକୁରକୁ ନେଇ ରାଜଧାନୀରେ ତୁମୁଳକାଣ୍ଡ ହେବା ପରେ ଆକ୍ସନ ମୋଡରେ ବିଏମସି । ଏଣିକି ଗୃହପାଳିତ ପଶୁ ରଖିବାକୁ ହେଲେ ବିଏମସିରୁ ନେବାକୁ ପଡିବ ଅନୁମତି । ବିଏମସିରେ କରିବାକୁ ପଡିବ ପଞ୍ଜିକରଣ । ଆସନ୍ତା ସପ୍ତାହ ସୁଦ୍ଧା ଆସିବ ନୂଆ ଗାଇଡଲାଇନ । ପଶୁ ରଖିବା ପାଇଁ ଘରେ ସୁସ୍ଥ…

ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବ ଉପରେ ଲାଗିଲା ମୋହର, ବନ୍ଦର ନୀତି ଠାରୁ ହକି ପର୍ଯ୍ୟନ୍ତ ….

କନକ ବ୍ୟୁରୋ : ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟର ଏକ ଗରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ୧୭ ଟି ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ । ଏହି ପ୍ରସ୍ତାବଗୁଡିକ ମଧ୍ୟରେ ରାଜ୍ୟର ବନ୍ଦର ନୀତି,…

କ୍ୟାବିନେଟରେ ଓଡିଶା ବନ୍ଦର ନୀତିକୁ ମିଳିଲା ଅନୁମୋଦନ । ପାରିତ ହେଲା ୨୦୨୨ ବନ୍ଦର ନୀତି

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକରେ ଆଜି ଓଡିଶା ବନ୍ଦର ନୀତିକୁ ଅନୁମୋଦନ ମିଳିଛି । ଏହି କ୍ରମରେ ୨୦୨୨ ବନ୍ଦର ନୀତି ପାରିତ ହୋଇଛି । ଏହି ନୀତି ପାରିତ ହେବା ପରେ ବନ୍ଦରର ବିକାଶ କ୍ଷେତ୍ରରେ ନୂଆ ନୀତି ଆସିବ । ଆଜିର ଏହି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ…

ନିମାପଡା ଅଞ୍ଚଳରେ ମାଟିଆଗୁଣ୍ଡି ଏବଂ ଚକଡ଼ା ପୋକର ଆତଙ୍କ। ମୁଣ୍ଡରେ ହାତ ଦେଇ ବସିଛି ଚାଷୀ।

କନକ ବ୍ୟୁରୋ: ମାଟିଆ ଗୁଣ୍ଡି ଏବଂ ଚକଡ଼ା ଆତଙ୍କ । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଥିବା ଚାଷ ଜମି ଗୁଡିକରେ ଏବେ ମାଟିଆଗୁଣ୍ଡି ଏବଂ ଚକଡ଼ା ପୋକର ଆତଙ୍କ ଦେଖିବାକୁ ମିଳିଛି । ଚଳିତ ବର୍ଷ ପାଗ ଭଲ ଥିବାରୁ ଅଧିକ ଅମଳ ଆଶା ରଖିଥିଲା ଚାଷୀ । ଧାନରୁଆ ଠାରୁ…