Daily Archives

November 18, 2022

ସ୍ୱାମୀଙ୍କ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇଛନ୍ତି ସ୍ତ୍ରୀ। ଭଙ୍ଗା ଘରେ ବିତୁଛି ଜୀବନ।

କନକ ବ୍ୟୁରୋ: ଭଙ୍ଗା ଘରେ ବିତୁଛି ଜୀବନ । ଓଳିଏ ଖାଇଲ ଓଳିଏ ଉପାସ ରହୁଛି ପରିବାର । ଅନଟନ ଭିତରେ ଚିକିତ୍ସା କରିବାକୁ ବି ନାହିଁ ଅର୍ଥ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜକନିକା ରଟଣେଇପଦା ଗାଁରେ । ଘର ପରିବାର ଦାୟିତ୍ୱ ନେଇଥିବା ସ୍ୱାମୀର ମୃତ୍ୟୁ ପରେ ମାନସିକ ଭାରସାମ୍ୟ…

ରାଜରାସ୍ତାରେ ଗଜରାଜ: ନିଆଁ ହୁଳା, ବାଣ ଫୁଟାଇ ହାତୀ ଘଉଡାଇବାକୁ ଉଦ୍ୟମ

କନକ ବ୍ୟୁରୋ: ମାତିଛି ହାତୀ । କିଛି ଦିନ ଧରି ହାତୀ ଆତଙ୍କ ସୃ୍ଷ୍ଟି କରିଥିବା ବେଳେ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ । କଟକ ଆଠଗଡର ୫୫ ନମ୍ବର ଜାତୀୟ ରାଜପଥ ଉପରେ ହାତୀ ପଲଙ୍କ ରାଜୁତି ଚାଲିଛି । ଦିନଦିପହରରେ ବି ହାତୀ ଗାଁ ଭିତରେ ପଶି ଆତଙ୍କ ଖେଳାଉଛନ୍ତି । କିଛି ଦିନ ହେଲା ରାସ୍ତା ନିକଟରେ…

ଓଡ଼ିଶା ମାଟିରେ ବିଦେଶୀ କୋଚ ସାଇମନ ଲିଓ: ମାଲେସିଆରୁ ଆସି ଯାଜପୁରରେ ବିନା ମୂଲ୍ୟରେ ଦେଉଛନ୍ତି କୋଚିଂ

କନକ ବ୍ୟୁରୋ: ଓଡ଼ିଶା ମାଟିରେ ବିଦେଶୀ କୋଚ । ଗ୍ରାମାଂଚଳର କ୍ରିଡା ପ୍ରତିଭାଙ୍କର ବିକାଶ ପାଇଁ ବିନା ମୂଲ୍ୟରେ ଦେଉଛନ୍ତି କୋଚିଂ । ସୁଦୂର ମାଲେସିଆରୁ ଭାତର ଆସିଥିବା ଆନ୍ତର୍ଜାତୀୟ ଖେଳାଳି ତଥା କୋଚ୍ ସାଇମନ ଲାଓ ଦେଉଛନ୍ତି ଏହି କୋଚିଂ । ସାଇମନ ଯାଜପୁର ଜିଲ୍ଳା ଗସ୍ତରେ ଆସିଥିବା ବେଳେ…

ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅଫିସ: କାନ୍ଥ ଫାଟିବା ସହ ଛାତରୁ ଖସୁଛି ସିମେଂଟ ଖଣ୍ଡ

କନକ ବ୍ୟୁରୋ: ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅଫିସ କାର୍ଯ୍ୟାଳୟ । ମହାକାଳପଡାରେ ଥିବା ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ତଟବନ୍ଧ ଉପଖଣ୍ଡ କାର୍ଯ୍ୟାଳୟ । ସମ୍ପୁର୍ଣ୍ଣ ଅସୁରକ୍ଷିତ ଭାବେ ଚାଲିଛି ଅଫିସ । ଛାତରୁ କଂକ୍ରିଟ ଖସୁଥିବା ବେଳେ କାଂଥ ଫାଟି ଆଁ କରିଛି । ଅଧିକାଂଶ ସମୟରେ ସ୍ଲାବ…

ବିଦ୍ୟାଳୟ ରାନ୍ଧୁଣିଆଙ୍କ ବେପରୱା ଗୁଣ: ମଦ୍ୟପାନ କରି ଶୋଇଲା ପରେ ଉପାସରେ ରହିଲେ ୭୨ ପିଲା

କନକ ବ୍ୟୁରୋ: ଦିନ ସାରା ଉପାସରେ ରହିଲେ ପିଲା । ସନ୍ଧ୍ୟା ୬ଟା ପରେ ମିଳଲା ମଧ୍ୟାହ୍ନ ଭୋଜନ । ଘଟଣା ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଅଭିଭାବକ । ନବରଙ୍ଗପୁର ଭାଟି ଗାଁ ସରକାରୀ ବିଦ୍ୟାଳୟ । ଯେଉଁଠି ଛାତ୍ର ନିବାସରେ ରହିଛନ୍ତି ୭୨ଜଣ ପିଲା । ଗୋଟିଏ ଦିନର ଅବହେଳା ଯୋଗୁ…

ଦୁର୍ଗମ ଇଲାକାରେ ବିକାଶର ନଗ୍ନ ଚିତ୍ର: ରାସ୍ତା ନଥିବାରୁ ପୁଣି ସାମନାକୁ ଆସିଲା ଜନନୀ ଯନ୍ତ୍ରଣା 

କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଆଉ ଏକ ଚିତ୍ର । ରାସ୍ତା ନଥିବାରୁ ୬କିଲୋମିଟର ଷ୍ଟ୍ରେଚରରେ ବୁହା ହୋଇଆସିଲେ ଗର୍ଭବତୀ  । ଆମ୍ବୁଲାନ୍ସ ପହଂଚିନପାରିବାରୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ରାୟଗଡା ସୀମାନ୍ତ ଦାଣ୍ଡପଦର ଗାଁକୁ ରାସ୍ତା ନାହିଁ । ପାହାଡ, ନାଳ…