Daily Archives

November 8, 2022

ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖବର ସାମ୍ନାକୁ ଆସିଛି । କଖୋବକା ଡ୍ୟାମ୍ ଉପରେ ଆକ୍ରମଣ ନେଇ ଋଷର ଅଜବ ଅଭିଯୋଗ

କନକ ବ୍ୟୁରୋ : ଋୁଷ ୟୁକ୍ରେନ ଯୁଦ୍ଧରେ ସବୁଠୁ ପ୍ରଥମ ଟୁଇଷ୍ଟ ସାମ୍ନାକୁ ଆସିଲା, ଯେତେବେଳେ ଗୋଟେ ପରେ ଗୋଟେ ଆକ୍ରମଣ କରୁଥିବା ପୁଟିନ୍ ରୁଷ ସୈନିକଙ୍କୁ ଖେରସାନ୍ ଛାଡିବାକୁ ଆଦେଶ ଦେଲେ । ଏହାପରେ ଜେଲେନସ୍କି ସେନା ହତିଆର୍ ଓ ଟ୍ୟାଙ୍କ୍ ସହ ଖେରସେନାରେ ମୁତୟନ ହେଲେ । ଜେଲେନସ୍କିଙ୍କୁ ଡର…

ଶତ୍ରୁଦେଶଙ୍କୁ ମିଳିତଭାବେ ମାତ୍ ଦେବେ ଭାରତ ଓ ଫ୍ରାନ୍ସ । ରାଜସ୍ଥାନ ଯୋଧପୁରରେ ଦୁଇ ଦେଶ କରୁଛନ୍ତି ଯୁଦ୍ଧାଭ୍ୟାସ

କନକ ବ୍ୟୁରୋ : ଭାରତ-ଫ୍ରାନ୍ସ ସେନା ମିଳିତଭାବେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ରାଜସ୍ଥାନ ଯୋଧପୁରରେ ଚାଲିଛି ଏହି ଯୁଦ୍ଧାଭ୍ୟାସ । ଯେଉଁଥିରେ ଉଭୟ ଦେଶର ସେନାଙ୍କ ପରାକ୍ରମ ଦେଖିବାକୁ ମିଳିଛି । ମଙ୍ଗଳବାର ଉଭୟ ଭାରତ ଓ ଫ୍ରାନ୍ସର ବାୟୁସେନା ମୁଖ୍ୟ ଯୁଦ୍ଧାଭ୍ୟାସରେ ଯୋଗ ଦେବା ସହ ଯବାନଙ୍କ…

ବାବୁଙ୍କ ବିଦେଶ ଗସ୍ତକୁ ନେଇ ପ୍ରଶ୍ନ: ନବୀନ ସରକାରଙ୍କୁ ଘେରିଲା ଛାତ୍ର କଂଗ୍ରେସ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସ୍ୱଚ୍ଛତା ଓ ସଚ୍ଚୋଟତାର ଆହ୍ୱାନକୁ ଖିଆଲରେ ଉଡାଇ ଦେଉଛନ୍ତି ଖୋଦ୍ ଗୃହ ବିଭାଗର ଅଧିକାରୀ । ଦିଲ୍ଲୀରେ ପ୍ରେସମିଟ କରି ଆଇପିଏସ ଅଧିକାରୀ ଦିପ୍ତେଶ ପଟ୍ଟନାୟକଙ୍କ ଅୟସ ଆରାମ ଓ ବିଦେଶ ଗସ୍ତର ପ୍ରମାଣ ଦେଇ ଏଭଳି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ…

ବିମୁଦ୍ରୀକରଣକୁ ୬ବର୍ଷ । ବୃଦ୍ଧି ପାଇଛି ନଗଦ ଟଙ୍କା କାରବାର

କନକ ବ୍ୟୁରୋ : ଠିକ ୬ବର୍ଷ ପୂର୍ବରୁ ଭାରତୀୟ ଅର୍ଥନୀତିକୁ ନେଇ ଭାରତ ସରକାର ସବୁଠୁ ବଡ ଫଇସଲା ନେଇଥିଲେ । ୨୦୧୬ ମସିହାର ନଭେମ୍ବର ୮ ତାରିଖ ଦିନ ହଠାତ ଦେଶରେ ନୋଟବନ୍ଦୀ ଘୋଷଣା କରାଯାଇଥିଲା । ରାତି ୧୨ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ୫ଶହ ଟଙ୍କିଆ…

ଧାମନଗର ପରାଜୟ ପରେ ବିଜେଡି ବଦଳାଇଲା ପଦ୍ମପୁର ପାଇଁ ପ୍ଲାନ୍: ପ୍ରଚାର ମଙ୍ଗ ସମ୍ଭାଳିବେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଥମ…

କନକ ବ୍ୟୁରୋ: ଧାମନଗର ନିର୍ବାଚନ ଫଳାଫଳ ଆସିବା ପରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଜେଡି ଓ ବିଜେପି । ପ୍ରଥମେ ଉପନିର୍ବାଚନ ପାଇଁ ନେତାଙ୍କୁ ଦାୟୀତ୍ୱ ଦେଇଛନ୍ତି ଉଭୟ ଦଳ । ଧାମନଗର ଉପନିର୍ବାଚନରେ ପରାଜୟ ପରେ ଆଗାମି ପଦ୍ମପୁର ଉପନିର୍ବାଚନ ପାଇଁ ପୁରୁଣା…

ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ମାରପିଟ ଯୋଗୁଁ ପୁଲିସର ଲାଠିଚାର୍ଜ

କନକ ବ୍ୟୁରୋ: ଯେଉଁ ଆଶଙ୍କା କରାଯାଉଥିଲା, ଅବିକଳ ତାହା ହିଁ ଘଟିଛି । ପାକତ୍ୟାଗକୁ ବିରୋଧକରି ହେତୁବାଦୀମାନେ ସାମୂହିକ ଭୋଜନ ପାଇଁ ଆସର ଜମାଇଥିବା ବେଳେ ପ୍ରତିବାଦ ପାଇଁ ପହଂଚିଯାଇଥିଲେ ପରମ୍ପରାବାଦୀ । ବ୍ରହ୍ମପୁରରେ ବଜରଙ୍ଗ ଦଳର କର୍ମୀ ଏବଂ ହେତୁବାଦୀଙ୍କ ମଧ୍ୟରେ ଯୁକ୍ତିତର୍କରୁ ଆରମ୍ଭ…