Daily Archives

November 8, 2022

ମଧ୍ୟରାତ୍ରିରେ ଶ୍ରୀଜୀଉଙ୍କ ହେଲା ସୁନାବେଶ: ଚନ୍ଦ୍ରଗ୍ରହଣରେ ଭକ୍ତଙ୍କୁ ମିଳିଲା ଦୁର୍ଲଭ ଦର୍ଶନ

କନକ ବ୍ୟୁରୋ: ଚନ୍ଦ୍ରଗ୍ରହଣରେ ଭକ୍ତଙ୍କୁ ମିଳିଛି ରାଜାଧିରାଜ ବା ସୁନାବେଶ ଦର୍ଶନ । କରୋନା ଯୋଗୁଁ ଦୁଇବର୍ଷ ପରେ ରତ୍ନସିଂହାସନରେ ପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଭାବବିହ୍ୱଳ ହୋଇଛନ୍ତି ଭକ୍ତ । ଚନ୍ଦ୍ରଗ୍ରହଣ ଯୋଗୁଁ ମଧ୍ୟରାତ୍ରିରେ ଶ୍ରୀଜୀଉଙ୍କ ନୀତିକାନ୍ତି ହୋଇଥିଲା । ଅବକାଶ ନୀତି…

ଓଡ଼ିଶା ଦେଖିଲା ଆଂଶିକ ଚନ୍ଦ୍ରଗ୍ରହଣ । ଭୂବନେଶ୍ୱରରେ ଦେଖାଗଲାନି ପୂର୍ଣ୍ଣଚନ୍ଦ୍ରଗ୍ରହଣ 

କନକ ବ୍ୟୁରୋ : ଭୁବନେଶ୍ୱର, ପୁରୀ, ମାଲକାନଗିରି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଛି ଚନ୍ଦ୍ରଗ୍ରହଣ । ସନ୍ଧ୍ୟା ପ୍ରାୟ ୫ଟା ୫ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଥିଲା ଏହି ମହାଜାଗତିକ ଦୃଶ୍ୟ । ମୟୂରଭଞ୍ଜରେ ପ୍ରଥମେ ଦୃଶ୍ୟମାନ ହେବା ପରେ ଧିରେ ଧିରେ…

ଇସ୍ତଫା ଦେଲେ କଂଗ୍ରେସ ଟିକେଟରୁ ୧୧ ଥର ବିଧାୟକ ହୋଇଥିବା ଏହି ନେତା, ଏବେ ଧରିପାରନ୍ତି ବିଜେପି ହାତ !

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ଛୋଟା ଉଦୟପୁରରୁ କଂଗ୍ରେସ ଟିକେଟରୁ ୧୧ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ସିଂ ରାଠୱା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହ ସେ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି ।…

ଶୁଣ ସରକାର : ଦୁର୍ଘଟଣା ଓଲଟ ପାଲଟ କରିଦେଲା ଜୀବନ, ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ । ସହାୟତା ଅପେକ୍ଷାରେ ପରିବାର

କନକ ବ୍ୟୁରୋ : ଦୁର୍ଘଟଣା ଦେଇଦେଲା ଦୁଃଖ । ଭାଙ୍ଗିଗଲା ଭବିଷ୍ୟତ, ଜୀବନ ଏବେ ଯନ୍ତ୍ରଣା ଜର୍ଜରିତ । ଟ୍ରକରେ ହେଲପର୍ କାମ କରୁଥିବା ଯୁବକର ଯେବେ ଦୁର୍ଘଟଣା ହେଲା ସେବେଠୁ ପରିବାର ପେଟକୁ ମିଳୁନି ମୁଠାଏ ଦାନା । ଦୁଇଗୁଣା ହୋଇଯାଇଛି ଦୁଃଖ । ରୋଗୀଣା ଶଯ୍ୟାରେ ପଡି ଲୁହ ଗଡାଉଛନ୍ତି ଲୋଚନ ।…

ବିବାଦ ଭିତରେ ଚିକେନ୍ ବିରିୟାନୀ ଖାଇଲେ ହେତୁବାଦୀ: କହିଲେ ସୂର୍ଯ୍ୟପରାଗରେ ଖାଇ ଏପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି

କନକ ବ୍ୟୁରୋ: ଚନ୍ଦ୍ରଗ୍ରହଣରେ ଚିକେନ୍ ବିରିଆନି ଖାଇଲେ ହେତୁବାଦୀ । ଭୁବନେଶ୍ୱର ଲୋହିଆ ଏକାଡେମୀରେ ବିରିଆନି ଖାଇଛନ୍ତି ହେତୁବାଦୀ । ଚନ୍ଦ୍ରଗ୍ରହଣର ନୀତି ନିୟମକୁ ବେଖାତିର କରି ଚିକେନ୍ ବିରିଆନି ଖାଇଲେ । ହେତୁବାଦୀ କହିଲେ, ସୂର୍ଯ୍ୟପରାଗରେ ଖାଇଥିଲେ ଆଉ ତାଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ…

ଚନ୍ଦ୍ରଗ୍ରହଣରେ ହେତୁବାଦୀ ବନାମ ପରମ୍ପରାବାଦୀ: ଭୁବନେଶ୍ୱର ଲୋହିଆ ଏକାଡେମୀରେ ହେତୁବାଦୀଙ୍କୁ ବଜରଙ୍ଗ ଦଳର ବିରୋଧ

ଚନ୍ଦ୍ରଗ୍ରହଣ ପାଇଁ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ । ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏଭଳି ଦୃଶ୍ୟ । ଗ୍ରହଣ ସମୟରେ ସମୂହ ଭୋଜି କରି ଖାଇବାକୁ ସ୍ଥିର କରିଥିବା ହେତୁବାଦୀ ଗୋଷ୍ଠୀଙ୍କୁ ବଂଜରଙ୍ଗ ଦଳ ତରଫରୁ କରାଯାଇଛି ତୀବ୍ର ବୋରଧ । ସ୍ଥିତି ଏଭଳି ହୋଇଛି ଯେ, ହେତୁବାଦୀ ଓ…