Daily Archives

October 29, 2022

ରାଜସ୍ଥାନରେ ଉନ୍ମୋଚନ ହୋଇଛି ବିଶ୍ୱର ସବୁଠାରୁ ବଡ ଶିବ ମୂର୍ତ୍ତି  । ଉଚ୍ଚତା ରହିଛି ୩୬୯ ଫୁଟ

କନକ ବ୍ୟୁରୋ : ଆଜି ରାଜସ୍ଥାନରେ ଉନ୍ମୋଚନ ହୋଇଛି ବିଶ୍ୱର ସବୁଠୁ ବଡ଼ ଶିବ ମୂର୍ତ୍ତିର୍  । ୩୬୯ ଫୁଟ୍ ଉଚ୍ଚତା ବିଶିଷ୍ଟ ‘ବିଶ୍ୱାସ ସ୍ୱରୂପମ’ ମୂର୍ତ୍ତିର୍ ରାଜସ୍ଥାନର ମହାସମୁନ୍ଦ ଜିଲ୍ଲାର ନାଥଦ୍ୱାରାରେ ପ୍ରତିଷ୍ଠା ହୋଇଛି । ଏହାର ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ…

ନବମ ଶ୍ରେଣୀ ସମେଟିଭ-୧ ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଭାଇରାଲ: କିଏ କରିଲା ଲିକ୍?

କନକ ବ୍ୟୁରୋ: ୟୁଟ୍ୟୁବରେ ଏକ ଭିଡିଓ ଅପଲୋଡ ହୋଇଛି ଯେଉଁଥିରେ ଜଣେ ବ୍ୟକ୍ତି କିଛି ପ୍ରଶ୍ନ ଗୁଡିକ ଦେଖାଉଛନ୍ତି ଓ ଏହି ପ୍ରଶ୍ନର ଉତ୍ତର କଣ ତାକୁ ସୁନ୍ଦର ଭାବରେ ବ୍ୟାଖ୍ୟା କରୁଛନ୍ତି । ଏହା କୌଣସି ଅନଲାଇନ୍ କ୍ଲାସ ନୁହେଁ , ଏହା ହେଉଛି ସମଗ୍ର ରାଜ୍ୟରେ ଚାଲିଥିବା ନବମ ଶ୍ରେଣୀ ସମ୍ମେଟିଭ ୧…

ୟୁଏନଏସସି ବୈଠକରେ ଆତଙ୍କବାଦକୁ ନେଇ କଡା ଆଭିମୁଖ୍ୟ ସ୍ପଷ୍ଟକଲେ ଏସ୍ ଜୟଶଂକର, କହିଲେ ସୋସିଆଲ ମିଡିଆକୁ ହତିଆର…

କନକ ବ୍ୟୁରୋ : ମାନବଜାତି ପାଇଁ ଆତଙ୍କବାଦ ସବୁଠୁ ବଡ ବିପଦ । ଏସିଆ ଓ ଆଫ୍ରିକାରେ ବଢୁଛି ଆତଙ୍କବାଦୀ କାର୍ଯ୍ୟକଳାପ । ସୋସିଆଲ ମିଡିଆକୁ ହତିଆର କରୁଛନ୍ତି ଆତଙ୍କବାଦୀ । ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ବାହାର କରିବା ପରେ ଆତଙ୍କବାଦ କାର୍ଯ୍ୟକଳା ବୃଦ୍ଧି ପାଇଛି । ୟୁଏନଏସସି ବୈଠକରେ ଏଭଳି…

‘ରେଡ ଲାଇଟ ଅନ, ଗାଡି ଅଫ୍’ କ୍ୟାମ୍ପେନକୁ ନେଇ ପ୍ରଶ୍ନ ଉଠାଇଲେ ଦିଲ୍ଲୀ ଉପରାଜ୍ୟପାଳ। ସିଏମ୍ କେଜ୍ରିୱାଲଙ୍କ ପାଖକୁ…

କନକ ବ୍ୟୁରୋ:  ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନା ଦିଲ୍ଲୀରେ ରେଡ୍ ଲାଇଟ ଅନ୍ ଗାଡି ଅଫ୍ କ୍ୟାମ୍ପେନ ସହ ଜଡିତ ଫାଇଲକୁ ଫେରାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ସେ ଏହି ଫାଇଲ ଫେରାଇଦେଇଛନ୍ତି । ଏନେଇ ସେ ଅନେକ ପ୍ରଶ୍ନ ଉଠାଇଛନ୍ତି । କେବଳ ଏତିକି ନୁହେଁ ଉପରାଜ୍ୟପାଳ…

ଭରା ନଈରେ ପ୍ଲାଷ୍ଟିକ ଡ୍ରମ ପାଲଟିଛି ଭରସା: ମୋହନା ଖସଡା ଗାଁରେ ନା ଅଛି ରାସ୍ତା ନା ପୋଲ 

କନକ ବ୍ୟୁରୋ: ଗାଁକୁ ଗମନା ଗମନ ସମସ୍ୟା । ଯିବାଆସିବା କରିବାକୁ ସମସ୍ୟା ଭୋଗୁଛନ୍ତି ଲୋକେ । ବର୍ଷା ଦିନରେ ତ ଅବସ୍ଥା ବେହାଲ ହୋଇପଡ଼ିଛି । ଏନେଇ ବହୁବାର ଅଭିଯୋଗ କରାଯାଇଥଲେ ବି କୌଣସି ସମାଧାନ ହୋଇପାରୁନି । ଲୋକେ ବାଧ୍ୟ ହୋଇ ଭରା ନଈରେ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ।…

ମାଲକାନଗିରିରେ ଭୁଷୁଡୁଛି ମାଓ ସଙ୍ଗଠନ: କାଲିମେଳା ଓ ମାଥିଲି ଅଂଚଳରୁ ବହୁ ମାଓ ସାମଗ୍ରୀ ଜବତ କଲେ ଯବାନ 

କନକ ବ୍ୟୁରୋ: ଦୁବର୍ଳ ହେଉଛି ମାଓ ସଙ୍ଗଠନ । ପୁଣି ଥରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ସ୍ୱାଭିମାନ ଅଂଚଳ ସମେତ କାଲିମେଳା ଓ ମାଥିଲି ଅଂଚଳରୁ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ ମାନେ । ଏହି ଅଂଚଳରୁ ୧ କ୍ୱିଂଟାଲ ୨୫ କିଲୋଗ୍ରାମ ଜିଲୋଟିନ ସହ , ୨ ଗ୍ୟାସ୍…