Daily Archives

October 29, 2022

ବିକାଶର ନୂଆ ସୋପାନରେ ବରଗଡ ଜିଲ୍ଲା ,ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପଦ୍ମପୁରରେ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପର…

କନକ ବ୍ୟୁରୋ : ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ ହୋଇଛି । ବିକାଶର ଗତି ମଧ୍ୟ କ୍ଷୀପ୍ର ହୋଇଛି । ସବୁଠାରେ ବିକାଶର ପଦଚିହ୍ନ ସୁସ୍ପଷ୍ଟ। କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ୫-ଟି ସ୍କୁଲ ରୂପାନ୍ତର, ସ୍ବାସ୍ଥ୍ୟସେବା – ସବୁ କ୍ଷେତ୍ରରେ ଓଡିଶା ଆଜି ବିକାଶର ଏକ…

ଶବକୁ ଶ୍ମଶାନ ମନା: ଧର୍ମ ପରିବର୍ତନ ଯୋଗୁଁ ହିନ୍ଦୁ ଶ୍ମଶାନରେ ସଂସ୍କାର ପାଇଁ ପୁରାଇଲେନି ଗ୍ରାମବାସୀ

କନକ ବ୍ୟୁରୋ: ଶବକୁ ମିଳିଲାନି ଶ୍ମଶାନ । ଅନ୍ତିମ ସଂସ୍କାର ପାଇଁ ମଶାଣିରେ ଜାଗା ଦେଲେନି ଗ୍ରାମବାସୀ । ଶ୍ମଶାନରେ ଜାଗା ନମିଳିବାରୁ ଶେଷରେ ସଂସ୍କାର ନହୋଇ ଘରେ ପଡି ରହିଥିଲା ମୃତଦେହ । ଏହିଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଗୁଳିବଡନା ଗାଁରେ ଦେଖିବକୁ ମିଳିଥିବା ବେଳେ ଏବେ ଗାଁରେ…

ପରମ୍ପରା ନାଁରେ ଅନ୍ଧବିଶ୍ୱାସ: କୁନି କୁନି ଦିବ୍ୟାଙ୍ଗ ଶିଶୁଙ୍କୁ ବାଲିରେ ପୋତି କରାଯାଉଛି ଚିକିତ୍ସା 

କନକ ବ୍ୟୁରୋ: ହିନ୍ଦୁ ଧର୍ମରେ ପୂଜାପାଠକୁ ବେଶୀ ଗୁରୁତ୍ୱ ଦିଆଯାଇଥାଏ । ଧର୍ମ କର୍ମରେ ବିଶ୍ୱାସ ରଖୁଥିବା ମଣିଷ ବି କିଛି ସମୟରେ ଅନ୍ଧବିଶ୍ୱାସର ବଶବର୍ତୀ ହୋଇଯାଏ । ଯେମିତି କୋଣାର୍କ ନବଗ୍ରହ ପୀଠରେ ଚାଲିିଥିବା ଏହି ପୂଜାକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ । କୋଣାର୍କ ନବଗ୍ରହ ପୀଠରେ…

ଗିରଫ ହେଲେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ

କନକ ବ୍ୟୁରୋ: ଆରଡବ୍ଲୁଏସଏସ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । କ୍ରିପ୍ଟୋ କରେନ୍ସିରେ ବି ନିବେଶ କରିଛନ୍ତି ନିହାର ରଞ୍ଜନ । କ୍ରିପ୍ଟୋ କରେନ୍ସିରେ ୩୮ଟି ଡକ୍ୟୁମେଣ୍ଟଜବତ କରିଥିଲା ଭିଜିଲାନ୍ସ…

ରାଜ୍ୟରେ ଗତ ୨ ବର୍ଷ ମଧ୍ୟରେ ଜବତ ହୋଇଛି ୧ କୁଇଣ୍ଟାଲରୁ ଅଧିକ ଧଳା ଜହର, ଗିରଫ ହୋଇଛନ୍ତି ୧୩ ଶହ ନିଶା ବେପାରୀ

କନକ ବ୍ୟୁରୋ : ଶୁକ୍ରବାର ବାଲେଶ୍ବର ସହର ସହଦେବଖୁଣ୍ଟା ଥାନା ଅଞ୍ଚଳରୁ ରେକର୍ଡ ୧୦ କେଜି ବ୍ରାଉନସୁଗାର ଜବତ ହେବା ସଙ୍କେତ ଦେଉଛି ନିଶା ବ୍ୟବସାୟୀଙ୍କ ବଡ ଚକ୍ରବ୍ୟୁହରେ ଫସିବାକୁ ଯାଉଛି ଓଡିଶା I ରାଜ୍ୟରେ ଏତେ ପରିମାଣର ବ୍ରାଉନ ସୁଗାର ଜବତ ହେବା ଏହା ପ୍ରଥମ ଘଟଣା ବୋଲି ଖୋଦ ପୂର୍ବାଞ୍ଚଳ…

ଅଷ୍ଟ୍ରେଲିଆରେ କାମ ଦେଉଛି ଧୋନୀଙ୍କ ମନ୍ତ୍ର, ବିଶାଳ ଛକା ମାରୁଛନ୍ତି ଏହି ଭାରତୀୟ ଖେଳାଳୀ ।

କନକ ବ୍ୟୁରୋ : ଚଳିତ ଟି-୨୦ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ ଜାରି ରଖିଛି । ପ୍ରଥମେ ପାକିସ୍ତାନ ଓ ପରେ ନେଦରଲାଣ୍ଡସକୁ ମାତ୍ ଦେଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ । ଆଉ ଭାରତର ଏଭଳି ପ୍ରଦର୍ଶନ ପଛରେ ପୂର୍ବତନ ଅଧିନାୟକ ତଥା କ୍ୟାପେଟନ କୁଲ ଧୋନୀଙ୍କର ମଧ୍ୟ ବଡ ଅବଦାନ…