Daily Archives

October 28, 2022

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କଲେ ପୁଟିନ । କହିଲେ, ମୋଦୀ ଜଣେ ପ୍ରକୃତ ଦେଶଭକ୍ତ ଓ ଦକ୍ଷ ନେତା

କନକ ବ୍ୟୁରୋ: ଋଷ ଓ ଭାରତର ବନ୍ଧୁତା ଭିତରେ ସାରା ଦୁନିଆ ଜାଣେ । କିନ୍ତୁ ଏକଥା କମ ଲୋକ ଜାଣିଥିବେ କି ମୋଦୀଙ୍କ ଜଣେ ବଡ ପ୍ରଶଂସକ ହେଉଛନ୍ତି ୠଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ସହ ଯୁଦ୍ଧ ଏବଂ ଆମେରିକା ସହ ବିବାଦ ଭିତରେ ମୋଦୀଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ପୁଟିନ ।…

ବିଜେପିର ଦୁଇ ଦିନିଆର ଚିନ୍ତନ ଶିବିର ଆରମ୍ଭ । ନକ୍ସଲବାଦ ବିରୋଧରେ କଠୋରତା ଦେଖାଇଲେ ମୋଦୀ ।

କନକ ବ୍ୟୁରୋ: ରାଜ୍ୟ ଚିନ୍ତନ ଶିବିରକୁ ଭିଡିଓ କନଫେରନ୍ସରେ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ମାନେ ସାମିଲ ହୋଇଥିଲେ । ହରିୟାଣାର ସୁରଜକୁଣ୍ଡରେ ଆୟୋଜିତ ଏହି ଶିବିରରେ ନକ୍ସଲବାଦ ବିରୋଧରେ ମୋଦି କଠୋରତା…

ଭୁବନେଶ୍ୱର କିମ୍ବା ସହରାଞ୍ଚଳରେ ଘର କରିବା ହେବନି ସହଜ । ବିଲ୍ଡିଂ ପ୍ଲାନ ଅନୁମୋଦନ ପାଇଁ କଠୋର ନିୟମ ଆଣିବାକୁ…

କନକ ବ୍ୟୁରୋ: ଆପଣ ଭୁବନେଶ୍ୱରରେ ଘର ଖଣ୍ଡେ କରିବାକୁ ସ୍ୱପ୍ନ ଦେଖିଛନ୍ତି କି? ଏବେ ଏହା ଆଉ ସହଜ ହେବ ନାହିଁ । କାରଣ ସରକାର ଏବେ ଯେଉଁ ବିଲଣ୍ଡିଂ ପ୍ଲାନ ଅନୁମୋଦନ ପାଇଁ ଯେଉଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି, ସେଥିରେ ରହିଛି କଠୋର ସର୍ତ୍ତ । ରାସ୍ତା ଅଣଓସାରିଆ ଥିଲେ ରାସ୍ତା ପାଇଁ ଜମି…

ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ: ମସ୍କଙ୍କ ଟ୍ୱିଟ୍ ବଢାଇଲା କର୍ମଚାରୀଙ୍କ ଚିନ୍ତା

କନକ ବ୍ୟୁରୋ: ଏପ୍ରିଲରେ ଟ୍ୱିଟର କିଣିବା ନେଇ ଚୁକ୍ତି ହେବା ପରେ ନକଲି ଆକାଉଂଟ କେତେ ଅଛି ଜବାବ ମାଗିଥିଲେ ମସ୍କ । ଯାହାର ଉତରକୁ ନେଇ ସନ୍ତୁଷ୍ଟ ହୋଇନଥିଲେ ମସ୍କ । ପରେ ଡିଲ୍ ବାତିଲ ଯାଏ କଥାଯାଇଥିଲା । ଆଉ ଏହି ସମୟରେ ସିଇଓ ପରାଗଙ୍କ ସହିତ ବିବାଦ ବଢିଥିଲା । ୧୪.୨ ଡଲାର ପ୍ରତି ସେୟାର…

ଶାନ୍ତିମନ୍ତ୍ରରେ କମ୍ପିଲା ଧଉଳି । ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଲେ ଦେଶ ବିଦେଶର ବହୁ ବୌଦ୍ଧ ସନ୍ନ୍ୟାସୀ ।

କନକ ବ୍ୟୁରୋ: ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି ଧଉଳି ଶାନ୍ତିସ୍ତୁପ । ଦେଶ ବିଦେଶରୁ ଆସିଥିବା ବୌଦ୍ଧ ସନ୍ୟାସୀଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପିଛି ପୁରା ପରିବେଶ । ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ରାଜ୍ୟରେ ବଢୁଛି ମନ୍ତ୍ରୀଙ୍କୁ ବିରୋଧୀଙ୍କ ବିରୋଧ । ଧାମନଗରରେ ପ୍ରମିଳା ଓ ମହାକାଳପଡାରେ ଅତନୁଙ୍କୁ ବିରୋଧ ପରେ, ଆଜି…

କନକ ବ୍ୟୁରୋ: ରାଜନୀତିରେ ବିରୋଧର ଚ୍ୟାଲେଞ୍ଜ । ଧାମନଗରର କାଁପଡାରେ ବୁଧବାର ଦିନ ବିରୋଧର ସାମ୍ନା କରିଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁଣି ସେଠାରେ ସଭା କରିଛନ୍ତି । କାଁପଡା ହେଉଛି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ନିଜ ଗାଁ । ଏହି ଗାଁରେ…