Daily Archives

October 24, 2022

ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ପଶିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଡିସିପିଙ୍କୁ ଏଫଆଇଆର କପି ମାଗିଲା ଇଡି ।

କନକ ବ୍ୟୁରୋ: ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ପଶିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କମିସନରେଟ ପୁଲିସ ପରେ ଏହି ଚର୍ଚ୍ଚିତ ମାମଲାରେ ଇଡିର ଏଣ୍ଟ୍ରି ହେବାକୁ ଯାଉଛି । ଭୁବନେଶ୍ୱର ଡିସିପିଙ୍କୁ ଅର୍ଚ୍ଚନାଙ୍କ ବିରୋଧରେ ହୋଇଥିବା ଏଫଆଇର କପି…

ଦୀପାବଳିରେ ପୟାଶ୍ରାଦ୍ଧର ପରମ୍ପରା । ବୁଦ୍ଧିଜୀବୀ ଶାନ୍ତନୁ ଆଚାର୍ଯ୍ୟଙ୍କ ମତ, ବିଶ୍ୱାସ ପଛରେ ରହିଛି ବିଜ୍ଞାନ ।

କନକ ବ୍ୟୁରୋ: ଆଜି ଦୀପାବଳିରେ ପୟାଶ୍ରାଦ୍ଧର ପରମ୍ପରା ରହିଛି । ପିତୃଲୋକ ଉଦ୍ଦେଶ୍ୟରେ ବଡବଡିଆ ଡାକିବାର ବିଶ୍ୱାସ କାହିଁ କେଉଁ କାଳରୁ ହିନ୍ଦୁମାନଙ୍କ ପରମ୍ପରାରେ ରହିଆସିଛି । ଏଭଳି ଏକ ବିଶ୍ୱାସ ପଛରେ ବିଜ୍ଞାନ ରହିଥିବା ମଧ୍ୟ କହିଛନ୍ତି ବୁଦ୍ଧିଜୀବୀ ଶାନ୍ତନୁ ଆଚାର୍ଯ୍ୟ । କାରଣ ମଣିଷ…

ଆସନ୍ତାକାଲି ସୂର୍ଯ୍ୟୋପରାଗ । ପଢନ୍ତୁ, କଣ କହୁଛି ଜ୍ୟୋତିଷ ଶାସ୍ତ୍ର? ଶ୍ରୀମନ୍ଦିରରେ କେମିତି ହେବ ରୀତିନୀତି?

କନକ ବ୍ୟୁରୋ: ଆସନ୍ତାକାଲି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ମଙ୍ଗଳବାର ଅପରାହ୍ନରେ ଚଳିତ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଦେଖିବାକୁ ମିଳିବ । ଓଡିଶାରେ କେବଳ ୨୦ ମିନିଟ ପାଇଁ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହେବ । ଏହାକୁ ଖାଲି ଆଖିରେ ନଦେଖିବାକୁ ବୈଜ୍ଞାନିକ ମତ ଦେଇଛନ୍ତି । ସେପଟେ ଗ୍ରହଣକୁ…

ଅର୍ଶଦୀପ ବୋଲିଂ କଲାବେଳେ ଦେଖନ୍ତି ନାହିଁ ମା’ । କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ।

କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟ ସହ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଓ ଅର୍ଶଦୀପଙ୍କ ଘାତକ ବୋଲିଂ ଟିମ୍ ଇଣ୍ଡିଆକୁ ଏହି ରୋମାଞ୍ଚକର ବିଜୟ ଭେଟି ଦେଇଥିଲା । ପ୍ରଥମ ବିଶ୍ୱକପ ମ୍ୟାଚରେ ହିଁ ନିଜର ଦମଦାର ବୋଲିଂ ବଳରେ…

ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ପେନି ମୋର୍ଡାଣ୍ଟ।

କନକ ବ୍ୟୁରୋ: ଭାରତୀୟ ବଂଶୋଦ୍ଧବ ଋଷି ସୁନକ ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ । ଅନ୍ୟତମ ପ୍ରାର୍ଥୀ ପେନି ମୋର୍ଡାଣ୍ଟ ନିଜର ପ୍ରାର୍ଥିତ୍ୱ ପ୍ରତ୍ୟାହାର କରିବା ପରେ ସୁନକ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସବୁବାଟ ଫିଟିଯାଇଛି । ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଲିଜ ଷ୍ଟ୍ରସ ଇସ୍ତଫା…