Daily Archives

October 24, 2022

ଟିମ୍ ଇଣ୍ଡିଆକୁ ଟ୍ରୋଲ କରୁଥିଲା ପାକିସ୍ତାନୀ ଫ୍ୟାନ୍ । ମୁହଁ ବନ୍ଦ କରିଦେଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ।

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଦମଦାର ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଗତକାଲି ଲିଗ୍ ମ୍ୟାଚରେ ଦଳ ପାକିସ୍ତାନକୁ ପରାଜିତ କରିଛି । ବିରାଟ କୋହଲିଙ୍କ ଦମଦାର ଇଂନିସ ବଳରେ ଭାରତ ଏହି କରିସ୍ମା କରିଛି । ଯାହା ପରେ ସୋସିଆଲ୍ ମିଡିଆରେ ପାକିସ୍ତାନୀ ଫ୍ୟାନ୍ସଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି…

ଲାଞ୍ଚ ନଦେଲେ ହେବନି ଡାଏଲିସିସ। ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଡାଏଲିସିସ ସେଣ୍ଟର ନାଁରେ…

କନକ ବ୍ୟୁରୋ: ଟଙ୍କା ନଦେଲେ ହୋଇପାରିବନି ଚିକିତ୍ସା । ଡାଏଲିସସି କରିବାକୁ ୧୫ ହଜାର ଟଙ୍କା ଦରକାର । ନରସିଂହପୁରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଡାଏଲିସିସ ସେଣ୍ଟରରେ ଲାଞ୍ଚ କାରବାର ଘଟଣା ପଦାକୁ ଆସିଛି । ଡାଏଲିସିସ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ…

ଦୀପାବଳିରେ ବାସନ୍ତୀଙ୍କ ମୁହଁରେ ଫୁଟିଲା ହସ। ବସ୍ତା ପତ୍ରଝଡାରୁ ଖବର ପ୍ରସାରଣ ପରେ ଛୁଟିଲା ସହାୟତାର ସୁଅ।

କନକ ବ୍ୟୁରୋ: ଖବର ପ୍ରସାରଣ ପରେ ପଡିଲା ପ୍ରଭାବ ଅସହାୟ ବାସନ୍ତୀଙ୍କୁ ମିଳିଲା ସହଯୋଗ । ବାଲେଶ୍ୱର ବସ୍ତା ବ୍ଲକ ପତ୍ରଝଡାର ବାସନ୍ତୀ ରାୟ । ଅସହାୟ ପରିବାର । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା ବେଳେ ଦୀପାବଳିର ଆଲୋକ ଏମାନଙ୍କ ପାଇଁ ସ୍ୱପ୍ନ ପାଲଟିଥିଲା । ହେଲେ ଏହି ଅଭାବୀ ପରିବାର ଦୁଃଖ…

କାଳିଆ ଯୋଜନା ନାଁରେ ବଡ ଧରଣର ଚଞ୍ଚକତା । ଚାଷୀଙ୍କ ଅଜାଣତରେ ଉଠାଯାଇଛି ଲକ୍ଷାଧିକ ଟଙ୍କା

କନକ ବ୍ୟୁରୋ: କାଳିଆ ଯୋଜନା ନାଁରେ ବଡ ଧରରଣର ଚଞ୍ଚକତା ଅଭିଯୋଗ ହୋଇଛି । ଲୋକଙ୍କ ଅଜାଣତରେ ଆକାଉଣ୍ଟ ଖାଲି କରି ଲକ୍ଷାଧିକ ଟଙ୍କା ଆତ୍ମସାତ୍ ହୋଇଛି । ନବରଙ୍ଗପୁର ଜିଲ୍ଲାର ଅଖେଗୁଡା ଗାଁର ନିରୀହ ଗରିବ ଲୋକଙ୍କ ଟଙ୍କା ଉଠାଇ ଚାଲିଥିଲା ଠକେଇ । ଦିନେ କି ଦୁଇ ଦିନ ନୁହେଁ ତିନି ବର୍ଷ ଧରି…

ଆସନ୍ତାକାଲି ସୂର୍ଯ୍ୟୋପରାଗ । ଜାଣନ୍ତୁ, କେବେ ଦୃଶ୍ୟମାନ ହେବ ସୂର୍ଯ୍ୟୋପରାଗ?

କନକ ବ୍ୟୁରୋ: ଆସନ୍ତାକାଲି ସୂର୍ଯ୍ୟୋପରାଗ । ଭାରତରେ ଏହି ପରାଗ ଆଂଶିକ ଭାବେ ଦୃଶ୍ୟମାନ ହେବ । ଚଳିତ ବର୍ଷର ଏହା ଶେଷ ସୂର୍ଯ୍ୟୋପରାଗ । ଓଡିଶାରେ ମଙ୍ଗଳବାର ଅପରାହ୍ନ ୪ଟା ୫୫ ମିନିଟରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ଭୁବନେଶ୍ୱରରେ ସୂର୍ଯ୍ୟ ଗ୍ରହଣ ୪ଟା ୫୭ ମିନିଟରେ ଦୃଶ୍ୟମାନ ହେବ ।…

ଦୀପାବଳିରେ ମହଙ୍ଗା ଉପହାର ଦେଇ ଚର୍ଚ୍ଚାରେ କର୍ଣ୍ଣାଟକର ମନ୍ତ୍ରୀ। ଉପହାର ଡବାରେ ୧ ଲକ୍ଷ ଟଙ୍କା, ୧ କିଲୋ ରୂପା, ୧୪୪…

କନକ ବ୍ୟୁରୋ: ଦୀପାବଳିକୁ ନେଇ ସାରା ଦେଶବାସୀ ଉତ୍ସାହିତ । ପରସ୍ପରକୁ ଆଜିର ଦିନରେ ଉପହାର ଦେଇ ସମସ୍ତେ ଖୁସି ବାଣ୍ଟିଚାଲିଛନ୍ତି । ସାଧାରଣ ଭାବେ ଆମେ ମିଠା କିମ୍ବା କପଡା ଉପହାର ଦେଇଥାଉ କିନ୍ତୁ କର୍ଣ୍ଣାଟକରେ ଜଣେ ମନ୍ତ୍ରୀ ନିଜର ବିଧାନସଭା କ୍ଷେତ୍ରର ନଗର ନିଗମ ସଦସ୍ୟଙ୍କୁ ଏଭଳି ମହଙ୍ଗା…