Daily Archives

October 23, 2022

ନିୟମଗିରିର ଆଦିମ ଜନଜାତୀଙ୍କ ହାତ ତିଆରି ସାଲର ରହିଛି ସ୍ୱତନ୍ତ୍ର ଚାହିଦା । ଅଧିକ ଉତ୍ପାଦନ ଓ ବୁଣାକାରଙ୍କୁ ରୋଜଗାର…

କନକ ବ୍ୟୁରୋ : ବଜାରକୁ ବିଭିନ୍ନ ପ୍ରକାର ମେସିନ୍ ତିଆରି ସାମଗ୍ରୀ ଅସୁଥିଲେ ବି କମିନି ହାତ ତିଆରି ସାମଗ୍ରୀର ଚାହିଦା । ଏହାରି ଭିତରେ ନିୟମଗିରିର ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ସାଲ କିଣିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ହେଲେ ବୁଣାକାରଙ୍କୁ ପ୍ରୋତ୍ସାହନ ଅଭାବରୁ ଏହା…

ଗାଈ ଗୋବରରୁ ପରିବେଶ ଉପଯୋଗୀ ରଙ୍ଗ । ଗୃହିଣୀଙ୍କ କେମିକାଲ ବିହୀନ ରଙ୍ଗ କାରଖାନା

କନକ ବ୍ୟୁରୋ : ଗୋବରରୁ ପ୍ରସ୍ତୁତ ହେଉଛି ବିଭିନ୍ନ ପ୍ରକାରର ରଙ୍ଗ । ଆଜ୍ଞା ହଁ.. କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ସୁନ୍ଦର ପରିକଳ୍ପନା କରି ଏହାକୁ ବାସ୍ତବତାର ରୂପ ଦେଇଛନ୍ତି ବରଗଡ଼ ଅମ୍ବାପାଲିର ଜଣେ ଗୃହିଣୀ ଦୂର୍ଗା ପ୍ରିୟଦର୍ଶିନୀ । ଘର ତିଆରି କରିବା ପରେ ଏହାକୁ…

ମେଲବର୍ଣ୍ଣରେ ଇତିହାସ ରଚିଲା ଭାରତ । ଭାରତ ପାଳିଲା ଦୀପାବଳି । ବିଶ୍ୱକପରେ ଜିତିଲା ଭାରତ, ହାରିଲା ପାକିସ୍ତାନ ।

କନକ ବ୍ୟୁରୋ: ତ୍ରିରଙ୍ଗାମୟ ହୋଇ ଉଠିଥିଲା ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ । ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡରେ ୧ ଲକ୍ଷରୁ ଉଦ୍ଧ୍ୱର୍ ଦର୍ଶକଙ୍କ ଭିଡ଼ ଭିତରୁ ଉଛୁଳି ଆସୁଥିଲା ଟିମ୍ ଇଣ୍ଡିଆ, ଟିମ୍ ଇଣ୍ଡିଆର ସ୍ୱର । ଏସିଆ କପ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ…

ଗୁହାରୀ ଜଣାଇବାକୁ ଯାଇଥିବା ବେଳେ ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ଚାପୁଡା ମାରିଲେ ମନ୍ତ୍ରୀ, ତୁରନ୍ତ…

କନକ ବ୍ୟୁରୋ : ମହିଳାଙ୍କୁ ସମ୍ମାନ, ମହିଳାଙ୍କୁ ଅଧିକାର ନେଇ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ଅନେକ ଉପଦେଶ ଦେଲେ । ମହିଳାଙ୍କୁ ଅସମ୍ମାନ ଓ ମହିଳାଙ୍କ ପାଇଁ ତୁରନ୍ତ ନ୍ୟାୟର ବ୍ୟବସ୍ଥା କରାଯାଇଥିବା କଥା ସରକାର ଡେଙ୍ଗୁରା ପିଟୁଛନ୍ତି । ହେଲେ ଆଜି…

ଅନ୍ଧାରରେ ଅସହାୟ ପରିବାର । ଅନଟନ ଭିତରେ ରୋଗଗ୍ରସ୍ତ ପରିବାର ବୋଝ ସମ୍ଭାଳିଛନ୍ତି ବସ୍ତାର ବାସନ୍ତୀ ।

କନକ ବ୍ୟୁରୋ: ଆଲୋକର ପର୍ବ ହେଉଛି ଦୀପାବଳି । ଦୀପାବଳିର ଆଲୋକରେ ସମସ୍ତେ ଏକାଠି ହୋଇ ବାଣ ଫୁଟାଇ ଉତ୍ସବ ପାଳନ କରୁଥିବା ବେଳେ କିଛି ଜଣ ଏଥିରୁ ବହୁ ଦୂରରେ । କାହାପାଇଁ ଏହି ପର୍ବ ଆଲୋକର ପର୍ବ ଆଉ କାହାପାଇଁ ଅନ୍ଧାର । ଆମେ ପର୍ବ ପାଳିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିଦେଉଛେ ହେଲେ…

ଗାଁରେ ଦନ୍ତା ଆତଙ୍କ । ବଲାଙ୍ଗୀର ଖପ୍ରାଖାଲରେ ଦିନ ଦିପହରରେ ବୁଲୁଛି ଦନ୍ତା ହାତୀ ।

କନକ ବ୍ୟୁରୋ: ଗାଁରେ ଦନ୍ତା ଆତଙ୍କ । ଦିନ ଦ୍ୱିପହରରେ ଗାଁରେ ବୁଲି ବୁଲି ଆତଙ୍କ ଖେଳାଉଛନ୍ତି ଦୁଇ ଦନ୍ତା ହାତୀ  । ସେହିଭଳି ଏକର ଏକର ଫସଲ ସବୁ ଖାଇ ନଷ୍ଟ କରିବାରେ ଲାଗିଛନ୍ତି । ଘରଦ୍ୱାର ଭାଙ୍ଗିରୁଜି ପକାଉଥିବା ବେଳେ ଗାଁ ଭିତରେ ଆତଙ୍କ ଖେଳିଗଲାଣି । ବଲାଙ୍ଗୀର ଖପ୍ରାଖାଲ ଅଞ୍ଚଳରେ…