Daily Archives

October 23, 2022

ଚିଲିକାରେ ବନ୍ଦ ହେଲା ଡଙ୍ଗା ଚଳାଚଳ । ପାଗରେ ପରିବର୍ତ୍ତନ ଯୋଗୁ ଯାତ୍ରୀବାହୀ ଡଙ୍ଗା ବାତିଲ ।

କନକ ବ୍ୟୁରୋ: ଚିଲିକାରେ ବନ୍ଦ ହେଲା ଡଙ୍ଗା ଚଳାଚଳ । ବାତ୍ୟା ଭୟ ଟଳିଯାଇଛି ହେଲେ ହେବାକୁ ଥିବା ବର୍ଷା ଯୋଗୁ ପ୍ରଶାସନ ପକ୍ଷରୁ ନିଆଯାଉଛି ପଦକ୍ଷେପ । ପାଗରେ ପରିବର୍ତନ ଯୋଗୁ ଚିଲିକାରେ ସମସ୍ତ ଯାତ୍ରୀବାହୀ ଡଙ୍ଗା ଉପରେ ରୋକ୍ ଲଗାଯାଇଛି । ପୁରୀ ଜିଳ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ କିଛି…

ବୁଡିବାକୁ ବସିଲାଣି କୌଳିକ ବୃତ୍ତି । ପ୍ଳାଷ୍ଟିକ ଓ ଚାଇନା ଜିନିଷ ଚାହିଦା ଯୋଗୁ କ୍ଷତିରେ କୁମ୍ଭକାର ।

କନକ ବ୍ୟୁରୋ: କମୁଛି ଚାହିଦା । ବୁଡିବାକୁ ବସିଲାଣି କୁମ୍ଭାର ଘର କୌଳିକ ବୃତ୍ତି, ଆଉ ପେଟ ଚାଖଣ୍ଡକ ପାଇଁ ଦାଦନ ଖଟିବାକୁ ବାହାରିଲେଣି ି କୁମ୍ଭକାର ପରିବାର । ଦିନକୁ ଦିନ ପ୍ଳାଷ୍ଟିକ ଓ ଚାଇନା ଜିନିଷର ଚାହିଦା ବଢିବାରେ ଲାଗିଛି । ଯାହାଫଳରେ ମାଟି ତିଆରି ସାମଗ୍ରୀ ଯେମିତିିିକି ଏହି ଦୀପ…

ନାଗାବଳୀ ଆଁରେ ଗାଁ । ବଦଳୁଛି ନଦୀର ଗତି । ଝର ବାହାରି ଖସୁଛି ମାଟି ଅତଡ଼ା

କନକ ବ୍ୟୁରୋ: ବଦଳୁଛି ନାଗାବଳୀ ନଦୀର ଗତିପଥ । ଅନ୍ୟପଟେ ଭୂଇଁ ଫାଟି ବାହାରୁଛି ପାଣି । ଅଧିକ ଗତିରେ ଝରରୁ ପାଣି ବାହାରୁଥିବାରୁ ଧୀରେ ଧୀରେ ମାଟି ଅତଡା ଖସିବାରେ ଲାଗିଛି । ଖାଲି ସେତିକି ନୁହଁ ଏକର ଏକର ଚାଷ ଜମି ନଦୀ ଗର୍ଭରେ ଲୀନ ହେବାରେ ଲାଗିଲାଣି । ରାୟଗଡା ଅଞ୍ଚଳର ମାରିଗୁଡାରେ…

ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଭଲ ଖବର । ଗୋଆରେ ହେବାକୁ ଥିବା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଫିଲ୍ମ…

କନକ ବ୍ୟୁରୋ: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଭଲ ଖବର । ଗୋଆରେ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବର ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ । ଏହି ଫିଲ୍ମଟି ଭାରତୀୟ ପାନୋରାମା ବିଭାଗରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି । ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ…

ମେଲବୋର୍ଣ୍ଣରେ ମହାବିଜୟ: ପାକିସ୍ତାନ ବିପକ୍ଷରେ ଗର୍ଜିଲେ କୋହଲି, ଭାରତ ପାଳିଲା ଦୀପାବଳି

କନକ ବ୍ୟୁରୋ: ମେଲବୋର୍ଣ୍ଣରେ ଟିମ ଇଣ୍ଡିଆର ମହାବିଜୟ । ଦିପାବଳୀ ପୂର୍ବରୁ ଟିମ ଇଣ୍ଡିଆକୁ ଦିପାବଳୀ ଭେଟି ଦେଲେ ବିରାଟ କୋହଲି । ପାକିସ୍ତାନ ବିପକ୍ଷରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି । ୪ ୱିକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ପାଣି ପିଆଇଦେଇଛି ଭାରତ । ଏହି ମ୍ୟାଚରେ…

କଂଗ୍ରେସର ଭାରତ ଯୋଡ ଯାତ୍ରା । ମହାରାଷ୍ଟ୍ର ଯାତ୍ରା ବେଳେ ସାମିଲ ହେବେ ଶରଦ ପାୱାର

କନକ ବ୍ୟୁରୋ : ସାରା ଦେଶରେ ଏବେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ନେଇ ଚର୍ଚ୍ଚା ଚାଲିଛି । ସେପ୍ଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା କଂଗ୍ରେସର ଏହି ଅଭିଯାନରେ ଦଳୀୟ ନେତାଙ୍କ ବ୍ୟତୀତ ଅନେକ ସାମାଜିକ କର୍ମୀ ଓ ସିନେ କଳାକାରମାନେ ରାହୁଲଙ୍କ ସହ ଦେଖିବାକୁ ମିଳୁଛନ୍ତି । ହେଲେ…