Daily Archives

October 23, 2022

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ବାତ୍ୟାର ରୂପ ନେଲା ଗଭୀର ଅବପାତ । ସମୁଦ୍ର ଭିତରେ ମୋଡ ବଦଳାଇ ଉତ୍ତର ପୂର୍ବ ଦିଗରେ…

କନକ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ଅର୍ଥାତ୍ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ସିତ୍ରାଙ୍ଗ ସୃଷ୍ଟି ହୋଇଛି । ଆଜି ଅବପାତ ଗଭୀର ଅବପାତରେ ପରିଣତ ହେବା ପରେ ଆହୁରି ଘନୀଭୂତ ହୋଇ ବାତ୍ୟା ସିତ୍ରାଙ୍ଗର ରୂପ ନେଇଛି । ଏବେ ପୂର୍ବ…

ଫୁଲ, ଫଳ ଓ ବିଭିନ୍ନ ଔଷଧୀୟ ଗଛରେ ସଜେଇ ହୋଇଛି ପରିବେଶ । ଏହା ମଧ୍ୟରୁ ନିଜର ରୋଜଗାର ବାହାର କରୁଛନ୍ତି ଯୁବକ

କନକ ବ୍ୟୁରୋ : ଫୁଲ, ଫଳ ଓ ବିଭିନ୍ନ ଔଷଧୀୟ ଗଛରେ ସଜେଇ ହୋଇଛି ପରିବେଶ । ଆଉ ରାସ୍ତାରେ ଯାଉଥିବା ଲୋକଙ୍କୁ ଘଡ଼ିଏ ଅଟକାଇଦେଉଛି ଏହି ଚାରାଗଛ । ଲାଗୁଛି ସତେ ଯେମିତି କୌଣସି ଏକ ବଗିଚାରେ ଫୁଲ ଫୁଟିଛି । ନାଲି, ନେଳି, ହଳଦିଆ, ଧଳା ତଥା ଅନ୍ୟାନ୍ୟ ରଙ୍ଗର ଫୁଲ ସହ ବିଭିନ୍ନ ପ୍ରକାରର…

ଝାରପଡା ଜେଲରେ ବଣ୍ଟି-ବବଲି । ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନୂଆ ଠିକଣା ପାଲିଟିଛି…

କନକ ବ୍ୟୁରୋ: ରାଜଧାନୀରେ ହନିଟ୍ରାପ ମାମଲାରେ ଗିରଫ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଏବେ ଝାରପଡା ଜେଲରେ ଅଛନ୍ତି । ଜେଲର ମାନୁଆଲ ଅନୁସାରେ ଯଦି ସ୍ୱାମୀ ସ୍ତ୍ରୀ ଗୋଟିଏ ଜେଲରେ ରହିଥାନ୍ତି, ତେବେ ସପ୍ତାହକୁ ଥରେ ସାକ୍ଷାତ ବ୍ୟବସ୍ଥା ରହିଛି । ତେଣୁ ଜେଲରେ ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମଧ୍ୟରେ…

ଚାକିରି ପଛରେ ନପଡ଼ି ଛତୁ ଓ କୁକୁଡ଼ା ଚାଷ କରି ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଯୁବକ । ବାର୍ଷିକ…

କନକ ବ୍ୟୁରୋ : ଆଜିକାଲି ପ୍ରାୟ ଅଧିକାଂଶ ଲୋକ ଅନ୍ୟ ପାଖରେ ଚାକିରି କରି ରୋଜଗାର କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ ନିଜେ କିଛି କରିବାକୁ ପସନ୍ଦ କରୁଛନ୍ତି । ବିଶେଷକରି ଚାଷ କାମରେ ମନନିବେଶ କରୁଛନ୍ତି ଯୁବପିଢି । କମ୍ ସମୟରେ କିଭଳି ଭଲ ରୋଜଗାର କରିହେବ ସେହି ଉପାୟ ଆପଣାଉଛନ୍ତି ।…

ଧାମନଗର ଉପନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିବ କି ନିଯୁକ୍ତି ? ଏପଟେ ଠିକା ଚାକିରି ଉଚ୍ଛେଦ ନେଇ ରାଜସ୍ଥାନ…

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଭୋଟର ତାଲିକାରେ ସାମିଲ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳର ପ୍ରାର୍ଥୀ ଉଦ୍ୟମ ଚଲାଇଛନ୍ତି । ଧାମନଗରରେ ନିଯୁକ୍ତି ଓ ରୋଜଗାର ବଡ ସମସ୍ୟା ଥିବାରୁ ଯୁବ ଗୋଷ୍ଠୀଙ୍କୁ ରୋଜଗାର ପ୍ରତିଶ୍ରୁତି ଦେଉଛନ୍ତି ପ୍ରାର୍ଥୀ…

କଂସା ଓ ପିତଳର ବାସନ କୁସନ ପାଇଁ ଯାଜପୁର କୁଣ୍ଡପାଟଣା ଗାଁର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧିା ହେଲେ କଂଚାମାଲ ଅଭାବ ଓ…

କନକ ବ୍ୟୁରୋ : ସମସ୍ୟା ଘେରରେ କଂସା ପିତଳ କାରିଗର । ଯାଜପୁର ରସୁଲପୁର ବ୍ଲକ କୁଣ୍ଡପାଟଣା ଗାଁର କଂସା ପିତଳ କାରିଗରଙ୍କର ପ୍ରସିଦ୍ଧି ରହିଛି । ପୁରୁଷାନୁକ୍ରମେ ଏହି ବୃତିକୁ ଆଦରି ନେଇଥିବା ବେଳେ ଏବେ କଂଚାମାଲ ଅଭାବ ସାଙ୍ଗକୁ ଜିଏସଟି ଲାଗୁ ଫଳରେ ଆଶାନୁରୂପ ଲାଭ ହେଉନାହିଁ । ଅନେକ ବାସନ…