Daily Archives

October 20, 2022

ଅକ୍ଟୋବର ୨୨ରେ ନିଯୁକ୍ତି ମେଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏକା ସାଙ୍ଗରେ ୭୫ ହଜାର…

କନକ ବ୍ୟୁରୋ : ଚାକିରି ଆଶାୟୀ ଥିବା ଯୁବପିଢିଙ୍କୁ ଦୀପାବଳି ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୀପାବଳିର ଦୁଇ ଦିନ ପୂର୍ବରୁ ଶନିବାର ଦେଶର ଯୁବତୀ ଯୁବକମାନଙ୍କ ସହ ଭିଡିଓ କନଫେରେନ୍ସି ଯୋଗେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଦେଶର ୭୫ ହଜାର ଯୁବକ ଯୁବତୀଙ୍କୁ ବିଭିନ୍ନ…

ଚାଷୀଙ୍କ ମନରୁ ଯାଉନି ବାତ୍ୟା ଭୟ । ଅଧା ପାଚିଲା ଧାନକୁ କାଟିନେଲେ ଉପକୂଳିଆ ଅଞ୍ଚଳର ଚାଷୀ ।

କନକ ବ୍ୟୁରୋ: ବାତ୍ୟା ଓଡିଶାରେ ମାଡ ନହେଲେ ବି ଏହାର ପ୍ରଭାବରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହା ଚାଷୀଙ୍କ ଭିତରେ ଛନକା ସୃଷ୍ଟି କରିଛି । ବର୍ଷା ହେଲେ ଫସଲ ନଷ୍ଟ ହେବା ଭୟରେ ଅଧା ପାଚିଲା ଧାନକୁ କାଟି ନେଉଛନ୍ତି ଚାଷୀ । ମନରୁ ଯାଉନି ବାତ୍ୟା ଭୟ ଚାଷୀ କରୁଛି…

୨୪ ବର୍ଷ ପରେ କଂଗ୍ରେସକୁ ମିଳିଲା ଅଣଗାନ୍ଧୀ ସଭାପତି । ଖଡଗେଙ୍କ ପାଇଁ କଣ ରହିବ ଚ୍ୟାଲେଞ୍ଜ ?

କନକ ବ୍ୟୁରୋ : ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସର ମଙ୍ଗ ଧରିବାକୁ ଯାଉଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ ଖଡଗେ । ଯେତେବେଳେ ଦଳ ଏକ ରାଜନୈତିକ ଚ୍ୟାଲେଞ୍ଜର ସାମ୍ନା କରୁଛି, ଦଳର ହାଇ ପ୍ରୋଫାଇଲ ନେତାମାନେ ଦଳ ଛାଡି ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ମିଶିଯାଉଛନ୍ତି, ଦଳ କିଛି ରାଜ୍ୟ…

ଓଡିଶାରେ ମାଡ ହେବନି ବାତ୍ୟା ସିତ୍ରାଙ୍ଗ । ଓଡ଼ିଶା ଉପକୂଳ ପାଖେପାଖେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବା ସମ୍ଭାବନା

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ଗତିପଥକୁ ନେଇ ଓଡିଶା ପାଇଁ ଆଶ୍ୱସ୍ତି କଲା ଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ଆଇଏମଡି ସ୍ପଷ୍ଟ ଭାବେ କହିନଥିଲେ ବି ଓଡିଶାରେ ମାଡ ହେବ ନାହିଁ ବୋଲି ଅନୁମାନ କରିଛି । ଏଥିସହ…

କେନ୍ଦ୍ରାପଡାରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। ହସ୍ପିଟାଲରେ ରହିଛି ୨୦୦ ବେଡ୍, ଟ୍ରମା…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର ଉଦ୍‌ଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍‌ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ ଓପିଡି, କାଜୁଆଲଟି ଓ ଟ୍ରମା କେୟାର , ୫ ଶଯ୍ୟା ବିଶିଷ୍ଠ ଟ୍ରମା…

କ୍ଷେତରେ ଫଳିଛି ସୁନାର ଫସଲ । ଏକର ଏକର ଚାଷ ଜମିରେ ୭୦ କିସମର ଫଳିଛି ଧାନ ।

କନକ ବ୍ୟୁରୋ: କ୍ଷେତରେ ଫଳିଛି ସୁନାର ଫସଲ । ଲହଡି ଭାଙ୍ଗୁଛି ଧାନର କେଣ୍ଡା । ଏକର ଏକର ଚାଷ ଜମିରେ ୭୦ କିସମର ଫଳିଛି ଧାନ । ପ୍ରାୟ ୧୦ ଏକର ଜମିରେ ଏହି ଧାନ ଚାଷ ହୋଇଛି । ପୁରୀ ନିମାପଡା ଅରିଷଣ୍ଢ ପଞ୍ଚାୟତରେ ଜଣେ ଯୁବ ବୈଜ୍ଞାନିକ ଶୁଭାଶିଷ ବଳ ନିଜ ପ୍ରାୟସରେ କରିଛନ୍ତି ଭିନ୍ନ ଭିନ୍ନ…