Daily Archives

October 20, 2022

ବ୍ରହ୍ମପୁରରେ ପୁଣି ଜଣେ ମହିଳା ବ୍ଲାକମେଲର । ଲୋନ୍ ପାଇଁ ଗ୍ରାହକ ଯୋଗାଇବାକୁ ବ୍ୟାଙ୍କ ମ୍ୟାନେଜରଙ୍କୁ ଡାକି ଦେଲେ…

କନକ ବ୍ୟୁରୋ: ମହିଳାଙ୍କ ଟାର୍ଗେଟରେ ଡେପୁଟି ମ୍ୟାନେଜର । ବ୍ଲାକମେଲ କରି ଟଙ୍କା ନେଇଥିବା ବେଳେ ଓଲଟା କେସ୍ ଠୁକିଛନ୍ତି ମ୍ୟାନେଜରଙ୍କ ନାଁରେ । ବ୍ରହ୍ମପୁରର ଜଣେ ମହିଳା ଲୋନ୍ ପାଇଁ ଗ୍ରାହକ ଯୋଗାଡିବା କହି ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ବ୍ଲାକ ମେଲ କରିଆସୁଥିଲେ । ମ୍ୟାନେଜରଙ୍କୁ ଟାର୍ଗେଟ…

ବ୍ଳକ କାର୍ଯ୍ୟାଳୟରେ ପଡି ରହିଛି ଶହ ଶହ ସ୍ୱାସ୍ଥ୍ୟ ବୀମା କାର୍ଡ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ୍ ଅଫିସରୁ ଆସିଲା…

କନକ ବ୍ୟୁରୋ: ହଇରାଣ ହେଉଛନ୍ତି ହିତାଧିକାରୀ । ଗରିବଙ୍କ ପାଇଁର୍ ଯୋଗାଇ ଦିଆଯାଉଛି ଅନେକ ଯୋଜନା । ହେଲେ କିଛି ଯୋଜନା ଏମାନଙ୍କ ପାଇଁ ଯେମିତି ଅପହଞ୍ଚ ପାଲଟିଛି । ଏଇ ଯେମିତି ହିତାଧିକାରୀଙ୍କୁ ଦିଆ ନହୋଇ ପଡିରହିଛି ଶହ ଶହ ବୀମା କାର୍ଡ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଦେଖିବାକୁ…

ଭଙ୍ଗା କୁଡିଆରେ ଚାଲିଛି ପାଠପଢା । ପଲିଥିନ୍ ଘେରା ଘରେ ପାଠ ପଢୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ।

କନକ ବ୍ୟୁରୋ: ଭଙ୍ଗା କୁଡିଆରେ ଚାଲିଛି ଭବିଷ୍ୟତ ଗଢା । ଚାଳିଆ ତଳେ ଚାଲିଛି ପାଠ ପଢା । ଚାଳ ଛପର ଘର ଆଉ ବେଢା ହୋଇଛି ପଲିଥିନ୍ । ତାହାରି ତଳେ ବସି ପାଠ ପଢୁଛନ୍ତି କୁନି କୁନି ପିଲା । ଏ ଘଟଣା ଦିନେ କି ଦୁଇ ଦିନର ନୁହେଁ ଦୀର୍ଘ ୭ବର୍ଷ ହେଲା ଭଙ୍ଗା ରୁଜା ଚାଳିଆ ତଳେ ପାଠପଢା ଚାଲିଛି ।…

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଲିଜ୍ ଟ୍ରସ୍ । ପ୍ରଧାନମନ୍ତ୍ରୀ ହେବାର ୬ ସପ୍ତାହ ଭିତରେ ପଦରୁ ଇସ୍ତଫା

କନକ ବ୍ୟୁରୋ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଲିଜ୍ ଟ୍ରସ୍ । ପ୍ରଧାନମନ୍ତ୍ରୀ ହେବାର ମାତ୍ର ୪୫ ଦିନ ପରେ ହିଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଲମ୍ବା ସମୟ ଧରି ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହୋଇ ଆସୁଥିଲା । ଆଉ ଆଜି ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।…

ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଜିତିବା ପରେ ଓଡ଼ିଶା ଫେରିଲେ ଭୁବନେଶ୍ୱର ସାଂସଦ ।…

କନକ ବ୍ୟୁରୋ: ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଜିତିବା ପରେ ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରୁ ପଳାସପଲ୍ଲି ସ୍ଥିତ ନିଜ କାର୍ଯ୍ୟାଳୟକୁ ଗଲା ବେଳେ ଶକ୍ତି ପ୍ରଦର୍ଶନ କରିଛନ୍ତି…

୧୭ ଲକ୍ଷ ଦୀପରେ ସଜେଇ ହେବ ରାମଙ୍କ ନଗରୀ, ଜାଣନ୍ତୁ ଏଥର ଦିପାବଳୀରେ କେମିତି ରହିବ ଅଯୋଧ୍ୟାର ଦୀପୋତ୍ସବ

କନକ ବ୍ୟୁରୋ : ଚଳିତ ବର୍ଷ ଦିପାବଳୀରେ ଅଯୋଦ୍ଧାରେ ହେବାକୁ ଥିବା ମେଗା ଇଭେଣ୍ଟରେ ଭାଗ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ୨୦୧୭ ମସିହାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଦୀପୋତ୍ସବ ଆରମ୍ଭ କରିଥିଲେ । ଏହି କ୍ରମରେ ଏ ବର୍ଷ…