Daily Archives

October 20, 2022

ବର୍ଷାରେ ବେହାଲ ହେଲା ସିଲିକନ ସିଟି ବେଙ୍ଗାଲୁରୁ । ଅସରାଏ ବର୍ଷାରେ ବୁଡିଲା ସହର, ଭାସିଲା ଯାନବାହାନ

କନକ ବ୍ୟୁରୋ : ଅସରାଏ ବର୍ଷାରେ ବେହାଲ ହୋଇପଡିଛି ସିଲିକନ ସିଟି ବେଙ୍ଗାଲୁର । ବୁଧବାର ରାତି ତମାମ ବେଙ୍ଗାଲୁର ସମେତ କର୍ଣ୍ଣାଟକର ଅନେକ ସ୍ଥାନରେ ବର୍ଷା ହୋଇଛି । ଲଗାଣବର୍ଷା ଯୋଗୁଁ ସହର ଭିତରେ କୁତ୍ରିମ ବନ୍ୟା ଦେଖାଦେଇଛି ।କେଉଁଠି ଯାନବାହନ ବୁଡି ରହିଛି ତ ପୁଣି କେଉଁଠି ଘର ଭିତରେ…

ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବନି କୌଣସି ଫି’

କନକ ବ୍ୟୁରୋ: ଇଂରାଜୀ ଭାଷା ପ୍ରତି ଆମ ଭିତରେ ଦୁର୍ବଳତା ବଢ଼ି ବଢ଼ି ଚାଲିଥିବାବେଳେ, ଓଡିଆ ଭାଷା ପ୍ରତି ଆଗ୍ରହ କମି କମି ଯାଉଛି । ଆଉ ଏବେ ଓଡିଆ ଭାଷା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁସାରେ ଏଣିକି ଯୁକ୍ତ ତିନି…

ଚୀନକୁ କଡ଼ା ସମାଲୋଚନା କଲେ ଜାତିସଂଘ ମୁଖ୍ୟ । ରାଜନୈତିକ ଉଦ୍ଦେଶ୍ୟପାଇଁ ପାକିସ୍ତାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା…

କନକ ବ୍ୟୁରୋ : ଆତଙ୍କବାଦ ବିରୋଧୀ ଲଢେଇରେ ପୁଣି କଂଟା ସାଜିଲା ଚୀନ । ଜାତିସଂଘରେ ଭାରତ-ଆମେରିକାର ପ୍ରସ୍ତାବ ଉପରେ ୨ୟ ଥର ପାଇଁ ରୋକ ଲଗାଇଛି ଚୀନ । ଭିଟୋ ପାୱାର ବ୍ୟବହାର କରି ଚୀନ ଏହି ପ୍ରସ୍ତାବ ଉପରେ ଆଲୋଚନାକୁ ରୋକିଛି । ଆତଙ୍କୀ ସଂଗଠନ ଲସ୍କର ଏ ତୋୟବା ମୁଖ୍ୟ ହାଫିଜ ସଇଦର ପ୍ରୁଅ…

ଅପରାଜିତାଙ୍କ ଶକ୍ତି ପ୍ରଦର୍ଶନ । ଅନ୍ତର୍ଜାତୀୟ ଫୋରମର ସଦସ୍ୟ ଭାବେ ଜିତିବା ପରେ ଓଡ଼ିଶା ଫେରିଲେ ଭୁବନେଶ୍ୱର ସାଂସଦ ।

କନକ ବ୍ୟୁରୋ: ଆନ୍ତର୍ଜାତୀୟ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ବା ଆଇପିୟୁରେ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇ ଓଡିିଶା ଫେରିବା ପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଅପରାଜିତା । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ହଜାର ହଜାର ସମର୍ଥକ ସ୍ୱାଗତ କରିବା ସହ ଶୋଭାଯାତ୍ରା…

କିକ୍ରେଟକୁ ନେଇ ମୁହାଁମୁହିଁ ଭାରତ-ପାକିସ୍ଥାନ । ଭାରତ ସହ ମ୍ୟାଚ୍ ନ ଖେଳିବାକୁ ପାକିସ୍ଥାନର ଚେତାବନୀ

କନକ ବ୍ୟୁରୋ : ଏସିଆ କପକୁ ନେଇ ବିସିସସିଆର ସମ୍ପାଦକ ଜୟ ଶାହଙ୍କ ମନ୍ତବ୍ୟ ପରେ ପଡୋଶୀ ତଥା ଚିରପ୍ରତିଦ୍ୱନ୍ଦୀ ପାକିସ୍ଥାନ ସହ ବିବାଦ ବଢିବାରେ ଲାଗିଛି । ଦୁଇ ଦେଶ ଏବେ ମୁହାଁମୁହିଁ ପରିସ୍ଥତିକୁ ଆସିଥିବା ବେଳେ ଭାରତ ସହ ମ୍ୟାଚ ନଖେଳିବାକୁ ଚେତାବନୀ ଦେଇଛନ୍ତି ପାକିସ୍ଥାନର ଏକାଧିକ…

ଆଗାମୀ ଦେଢବର୍ଷରେ ୧୦ ଲକ୍ଷ ଚାକିରି ଦେବେ ମୋଦୀ ସରକାର । ଶନିବାର ଆୟୋଜନ ହେଉଛି ମେଗା ନିଯୁକ୍ତି ମେଳା

କନକ ବ୍ୟୁରୋ: ୧୦ ଲକ୍ଷ ବେରୋଜଗାରଙ୍କୁ ନିଯୁକ୍ତି ଦେବେ ମୋଦୀ ସରକାର । ଏଥିପାଇଁ ମେଗା ‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ୨୨ ତାରିଖ ଦିନ ୧୨ଟା ବେଳେ ଭିଡିଓ କନଫରେନସିଂରେ ଏହି ନିଯୁକ୍ତି ମେଳାକୁ ଆରମ୍ଭ କରିବେ ମୋଦୀ । ଏହି ଅବସରରେ ୭୫ ହଜାର…