Daily Archives

October 10, 2022

ପୁରୀରେ ହବିଷ୍ୟାଳି ମା’ ମାନଙ୍କ କାର୍ତ୍ତିକ ବ୍ରତ ଆରମ୍ଭ । ହବିଷ୍ୟାଳି ମା’ଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ…

କନକ ବ୍ୟୁରୋ: ପୁରୀରେ ହବିଷ୍ୟାଳି ମା’ ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା’ ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା’ ମାନଙ୍କୁ ସ୍ୱାଗତ କରି ସମସ୍ତଙ୍କୁ…

ଆଜି ବି ପ୍ରାସଙ୍ଗିକତା ହରାଇନାହିଁ ପୋଷ୍ଟ ଅଫିସ: ସମୟ ସହ ତାଳ ଦେଇ ବଦଳୁଛି ସେବା

କନକ ବ୍ୟୁରୋ: ଡାକ ବାଲା କଥା କହିଲେ ସ୍ୱତଃମନକୁ ଆସିଯାଏ ପୋଷ୍ଟମ୍ୟାନଙ୍କ ଚିତ୍ର । ଯେ ଘରକୁ ଘର ବୁଲି ଚିଠି ବାଂଟୁଥିବ । ଏବେ ବାର୍ତା ପଠାଇବାର ମାଧ୍ୟମ ବଦଳିଛି, କିନ୍ତୁ ଭାରତୀୟ ଡାକ ସେବା ସହ ଲୋକେ ଯୋଡି ହୋଇ ରହିଛନ୍ତି । ଆଜି ବି ପୋଷ୍ଟାଲ କାଉଁଟର ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି ।…

ଗାଁକୁ ଗଲା ଓଡ଼ିଆ ଫିଲ୍ମ । ହଲ ନୁହେଁ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ସିନେମା । ଟିକେଟର ଦାମ ୭୦ଟଙ୍କା, ହାଉସଫୁଲ୍…

କନକ ବ୍ୟୁରୋ: ଗୋଟିଏ ପଟେ ଓଡ଼ିଆ ଫିଲ୍ମ ପ୍ରତି ଦର୍ଶକ ମୁହଁ ଫେରାଉ ନେଉଥିବା ବେଳେ ସେପଟେ ଫିଲ୍ମ ରିଲିଜ୍ ପାଇଁ ହଲ୍ ମିଳୁନାହିଁ । ଏପରି ସ୍ଥିତିରେ ଓଡ଼ିଆ ସିନେମା ପୁଣି କେମିତି ଦର୍ଶକଙ୍କ ହୃଦୟ ଜିଣିପାରିବ, ସେଥିପାଇଁ ସମସ୍ତଙ୍କ ଚିନ୍ତା । ଆଉ ଏହାରି ଭିତରେ ଓଡ଼ିଆ ଫିଲ୍ମକୁ ଲୋକଙ୍କ ପାଖରେ…

ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଏପଟେ ବିଜେଡିରେ ଛିଡୁନି ଅଙ୍କକଷା ।

କନକ ବ୍ୟୁରୋ: ଧାମନଗରରେ ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଛି । ସମସ୍ତଙ୍କ ନଜର ରହିଛି କିଏ ହେବ ବିଜେଡିର ପ୍ରାର୍ଥୀ । ଏ ନେଇ ଦଳର ଘନ ଘନ ବୈଠକ ଚାଲିଛି । ସେପଟେ କଂଗ୍ରେସର ପ୍ରାର୍ଥୀ ଆସନ୍ତାକାଲି ଘୋଷଣା ହେବ…

ସ୍କୁଲରେ ଯୌନ ଶିକ୍ଷା ଜରୁରୀ କି? ବିଭିନ୍ନ ମହଲରେ ଆରମ୍ଭ ହେଲା ବିତର୍କ

କନକ ବ୍ୟୁରୋ: କନ୍ଧମାଳରେ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଓ ଗୋଟିଏ ମୃତ ସନ୍ତାନ ପ୍ରସବ କରି ଆଖିବୁଜି ଦେବା ଘଟଣା ସାରା ରାଜ୍ୟରେ ହଇଚଇ ଖେଳାଇ ଦେଇଛି । ଅନେକ ସମୟରେ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ଅବାଂଛିତ କୁମାରୀ ମାତ୍ୃତ୍ୱ ରୋକିବାକୁ ସ୍କୁଲରେ ଯୌନ…

କାହିଁକି ପୁଟିନ୍ ନେଲେ ପ୍ରତିଶୋଧ? କ୍ରିମିଆ ସେତୁ ସହ ପୁଟିନଙ୍କ କନେକ୍ସନ

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷର ମିସାଇଲ ମାଡ । ହଜାର ହଜାର ଲୋକ ୟୁକ୍ରେନବାସୀ ପୁଣିଥରେ ଚିନ୍ତାରେ । ଦୁଇ ଦିନ ତଳେ କ୍ରିମିଆକୁ ଯୋଡୁଥିବା ବ୍ରିଜରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହାପରେ ପୁଟିନ ପୁଣିଥରେ ରକ୍ତମୁଖା ହୋଇ ମିସାଇଲ ମାଡ କରିଛନ୍ତି । ପାଖାପାଖି ୬୦ଟି ମିସାଇଲ ମାଡ ହୋଇଛି…