Daily Archives

October 10, 2022

କେମିତି ବଡ଼ବଡ଼ିଆଙ୍କୁ ନାଗଫାଶରେ ପକାଉଥିଲା ଅର୍ଚ୍ଚନା? ଏତଲାରେ ଲେଖାଯାଇଛି ବ୍ଲାକମେଲର ପୂରା କାହାଣୀ

କନକ ବ୍ୟୁରୋ: ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ କେମିତି ନାଗଫାଶ ପକାଇଥିଲା ଅର୍ଚ୍ଚନା । ଜଣେ ଯୁବତୀଙ୍କ ଜରିଆରେ ଦେଢବର୍ଷ ଧରି ଫାସ ପକାଇବା ପରେ ଅନ୍ତରଙ୍ଗ ମୂହୂର୍ତର ଭିଡିଓ କଏଦ କରି ହନିଟ୍ରାପ କରିଥିଲା । କେମିତି ଅକ୍ଷୟ ପରିଜାଙ୍କୁ ହନିଟ୍ରାପ କରାଯାଇଥିଲା ତାହା ଶୁଣିଲେ ଆପଣ…

ଖୋଲୁଛି ହନିଟ୍ରାପର ଗୁମର । ଅର୍ଚ୍ଚନାଙ୍କ ନାଗଫାଶରେ ପଡ଼ିଥିଲେ ବିଜେପି ନେତା କେଭି  ସିଂହଦେଓ । କନକ ନ୍ୟୁଜ ହାତରେ…

କନକ ବ୍ୟୁରୋ: ଅର୍ଚ୍ଚନାର ନାଗଫାଶରେ ବଡ଼ ବଡ଼ ନେତା ଓ ମନ୍ତ୍ରୀ ଫସିଥିବା ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ହଲଚଲ ସୃଷ୍ଟି ହୋଇଛି । ଅନେକ ନେତା ଓ ମନ୍ତ୍ରୀଙ୍କ ସହିତ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ଫଟୋ ଭାଇରାଲ ହେଉଛି । ଏହି ସମୟରେ ଅର୍ଚ୍ଚନା ଦେଇଥିବା ଏକ ଏଫଆଇଆର୍ କନକ ନ୍ୟୁଜ ହାତରେ…

ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ପଢନ୍ତୁ, କ’ଣ କହିଲେ ମୁଖ୍ୟ ଶାସନ…

କନକ ବ୍ୟୁରୋ: ଓଡ଼ିଶାର ଭୌଗଳିକ ସ୍ଥିତି ଓ ଜଳବାୟୁ ସର୍ବଦା ବନ୍ୟା, ବାତ୍ୟା ପ୍ରବଣ ହୋଇ ରହିଛି । ଚଳିତ ମାସଠାରୁ ଫେରନ୍ତା ଦକ୍ଷିଣ ପଶ୍ଚିମ ମୌସୁମୀ-ବାୟୁ ପ୍ରଭାବରେ ଓଡ଼ିଶାରେ ଭୀଷଣ ବାତ୍ୟା ଅନୁଭୁତ ହୁଏ । ବେଳେବେଳେ ଏହି ସମୟ ଅବଧି ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହିଥାଏ । ଏସବୁକୁ…

ଧଳା ଜହର ବିରୋଧରେ ତାତିଲେ ସାହସପୁର ସାହସୀ ମହିଳା: ଏକାଠି ହୋଇ ଶହଶହ ମହିଳାଙ୍କ ପ୍ରତିବାଦ 

କନକ ବ୍ୟୁରୋ: ତାତିଲେ ମହିଳା । ଏକାଠି ହୋଇ ବିରୋଧ କଲେ । ପୁରୀ କଣାସର ଶହଶହ ମହିଳା ଏକାଠି ହୋଇ ମଦ ଆଉ ଧଳା ଜହର କାରବାର ଉପରେ ଲଗାଇଛନ୍ତି ରୋକ୍ । ବର୍ଷାକୁ ବି ଖାତିର ନକରି ଏକାଠି ହୋଇ କରିଛନ୍ତି ପ୍ରତିବାଦ  । ଗାଁ ଭିତରେ ନିଶା କାରବାର ବଢିଚାଲିଥିବା ବେଳେ ଏବେ ଗାଁ ଯେମିତି ନିଶାର…

ଖଣି ଖାଦାନ ଆଉ ଶିଳ୍ପାଞ୍ଚଳ ଯୋଗୁ ଦୂଷିତ ହେଉଛି ନଦୀର ପାଣି । ବିଭିନ୍ନ ରୋଗର ଶିକାର ହେଉଛନ୍ତି ଲୋକ ।

କନକ ବ୍ୟୁରୋ: ଖଣି ଖାଦାନ ଆଉ ଶିଳ୍ପାଞ୍ଚଳ ଯୋଗୁ ଦୂଷିତ ହେଉଛି ନଦୀର ପାଣି । ଦୈନଦିନ ଜୀବନରୁ ନେଇ ଚାଷ ବାସ ସବୁକିଛି ପାଇଁ ଲୋକମାନେ ନଦୀ ଜଳ ଉପରେ ନିର୍ଭର କରୁଛନ୍ତି । ହେଲେ ନଦୀ ଜଳ ପ୍ରଦୂଷିତ ହେବାରୁ ଜନ ଜୀବନ ଅସହ୍ୟ ହୋଇପଡ଼ିଛି । କେନ୍ଦୁଝର ଯୋଡା ଅଞ୍ଚଳରେ ଥିବା କାରୋ ଆଉ ସୁନା ନଦୀରେ…

ସ୍ୱପ୍ନ ପାଲଟିଛି ସରକାରୀ ଯୋଜନା: ଅବହେଳିତ ହୋଇରହିଛନ୍ତି କପ୍ତିପଦାର ମାଙ୍କଡ଼ିଆ ଜନଜାତି

କନକ ବ୍ୟୁରୋ: ବିକାଶ ଏମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ପ୍ରତିଥର ଗରିବ ଆଦିବାସୀ ମାନଙ୍କୁ ମିଳିଚାଲିଛି ପ୍ରତିଶ୍ରୁତି । ହେଲେ ଏବେ ବି ସେମାନେ ଅବହେଳିତ । ଯେମିତି କପ୍ତିପଦା ଜାମୁଡିହା ହିଲ ବ୍ଲକରେ ମାଙ୍କଡିଆ ପରିବାର । ଗାଁର ପରିବାରକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ ସେମାନଙ୍କ ଜୀବନ…