Daily Archives

October 4, 2022

ରାଜସ୍ଥାନ: ଦିଲ୍ଲୀ ଗସ୍ତରେ ସଚିନ ପାଇଲଟ। ଜୟପୁରରେ ଗେହଲଟ ଗୋଷ୍ଠୀ ନେତାଙ୍କ ସହ କଲେ ଆଲୋଚନା। 

କନକ ବ୍ୟୁରୋ: ରାଜସ୍ଥାନରେ ରାଜନୈତିକ ସଙ୍କଟ ଭିତରେ ସଚିନ ପାଇଲଟ ଜୟପୁରରୁ ଦିଲ୍ଲୀ ଅଭିମୁଖେ ଆସିଛନ୍ତି । ସୂଚନା ଅନୁସାରେ ଦଶହରା ପରେ ସେ ଜୟପୁର ଫେରିବେ । ଦିଲ୍ଲୀ ଗସ୍ତ ପୂର୍ବରୁ ସେ ଜୟପୁରରେ ପ୍ରତାପ ସିଂହ ଖଚାରିୟାବାସ ଏବଂ ରାଜେନ୍ଦ୍ର ଗୁଣ୍ଡାଙ୍କ ସମେତ ଅନେକ ନେତାଙ୍କୁ ସାକ୍ଷାତ…

ଶେଷ ହେବ ମୋବାଇଲ୍ କମ୍ପାନୀଙ୍କ ମନମାନି । ସବୁ ସ୍ମାର୍ଟଫୋନ୍ ପାଇଁ କେବଳ ଗୋଟିଏ ଚାର୍ଜର । EU ପାର୍ଲିଆମେଣ୍ଟରେ ପାସ୍…

କନକ ବ୍ୟୁରୋ: ଚାର୍ଜରକୁ ନେଇ ମୋବାଇଲ୍ କମ୍ପାନୀମାନଙ୍କର ମନମାନି ଶେଷ ହେବାକୁ ଯାଉଛି । ୟୁରୋପରେ ଏବେ ମୋବାଇଲ୍ କମ୍ପାନୀମାନଙ୍କ ପାଇଁ ସିଙ୍ଗଲ୍ ଚାର୍ଜର ରୁଲ୍ ମାନିବା ବାଧ୍ୟତାମୂଳକ କରାଯାଇଛି । ନୂଆ ନିୟମ ଅନୁସାରେ, ଏଣିକି ସବୁ ମୋବାଇଲରେ କେବଳ ଟାଇପ-ସି ଚାର୍ଜର ରହିବ । ତେବେ ଖୁବଶୀଘ୍ର…

ଶଶି ଥରୁରଙ୍କ ବଡ ଖୁଲାସା: କହିଲେ, ମୋତେ ନିର୍ବାଚନ ଲଢିବାକୁ ରୋକୁଛନ୍ତି କିଛି ଲୋକ, ହେଲେ ରାହୁଲ ଗାନ୍ଧୀ ତାଙ୍କ କଥା…

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ । ହେଲେ ଏହା ପୂର୍ବରୁ ବଡ ଖୁଲାସା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ସେ କହିଛନ୍ତି ମୋତେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ କିଛି ଲୋକ ରୋକୁଛନ୍ତି । ଏନେଇ ମୁଁ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଛି…

ଉତ୍ତରାଖଣ୍ଡରେ ଅଘଟଣ: ଟ୍ରେକିଂ ପାଇଁ ପାହାଡକୁ ଯାଇଥିବାବେଳେ ହେଲା ବରଫ ଝଡ

କନକ ବ୍ୟୁରୋ: ପାହାଡକୁ ଟ୍ରେକିଂ ପାଇଁ ଯାଇଥିଲେ । ଆଉ ହଠାତ୍ ହୋଇଥିଲା ବରଫ ଝଡ । ଉତରାଖଣ୍ଡରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ବର୍ଷା ପରେ ହଠାତ ରାଜ୍ୟରେ ଆରମ୍ଭ ହୋଇଛି ତୁଷାରପାତ । ତୁଷାରପାତ ଭିତରେ ମଙ୍ଗଳବାର କିଛି ପର୍ବତାରରୋହୀ ଫଶି ରହିବା ପରେ ଏମାନଙ୍କୁ ଉଦ୍ଧାର କରାଯାଉଛି ।…

ଏସକର୍ଟ ସର୍ଭିସ ନାଁରେ ଭୁବନେଶ୍ୱରରେ ଚାଲିଛି ଲୁଟ: ଯୁବତୀ ଯୋଗାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ୍ ଅଭିଯୋଗ

କନକ ବ୍ୟୁରୋ: ପୂଜା ବଜାରରେ ସାଇବର ଠକଙ୍କ ଉତ୍ପାତ । ଏସକର୍ଟ ସର୍ଭିସ ନାଁରେ ଭୁବନେଶ୍ୱରରେ ରହି ଲୋକଙ୍କୁ ବନାଉଥିଲେ ଭକୁଆ । ଯୁବତୀ ଯୋଗାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ୍ କରିଥିବା ଏହି ଠକ ଗ୍ୟାଙ୍ଗରେ ସାମିଲ ଥିଲେ ଯୁବତୀ । ଗୁଗଲ୍ରେ ବିଜ୍ଞାପନ ଦେଇ ଲୋକମାନଙ୍କୁ ହୋଟେଲକୁ ଡାକୁଥିଲେ…

ନିର୍ବାଚନ ପ୍ରତିଶ୍ରୁତି ପୂରା କରିବା ପାଇଁ କେଉଁଠୁ ଆସିବ ଟଙ୍କା? ରାଜନୈତିକ ଦଳ ଠାରୁ ତଥ୍ୟ ହାସଲ ପାଇଁ ପ୍ରସ୍ତୁତ…

କନକ ବ୍ୟୁରୋ: ଗୁଜରାଟ ଏବଂ ହିମାଚଳପ୍ରଦେଶରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ନିର୍ବାଚନ ଆୟୋଗ ମିଛ ନିର୍ବାଚନୀ ପ୍ରତିଶ୍ରୁତି ଏବଂ ରାବିଡି କଲଚର ଉପରେ ଲଗାମ ଲଗାଇବା ପାଇଁ ରାଜନୈତିକ ଦଳ ପାଇଁ…