Daily Archives

September 29, 2022

ବଦଳିପାରେ ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ ସ୍କ୍ୱାର୍ଡ, ଚିନ୍ତା ବଢାଇଲା ଆହତ ସମସ୍ୟା । ଜାଣନ୍ତୁ କାହାକୁ ମିଳିପାରେ…

କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଉ ଦିନ କେଇଟା ବାକି ଅଛି । ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତିକୁ ଜୋରଦାର ମଧ୍ୟ କରିଛନ୍ତି ବିଭିନ୍ନ ଟିମ୍ । ଏପରିକି ପ୍ରାୟତଃ ସବୁ ଟିମ୍ ଟି-୨୦ ବିଶ୍ୱକପ ପାଇଁ ନିଜର ଦଳ ଘୋଷଣା କରିଛନ୍ତି ।  ଟିମ୍ ଇଣ୍ଡିଆ ମଧ୍ୟ ନିଜର…

ଦୁର୍ନୀତିରେ ବୁଡିଛି ସରକାର, ଉପାଡିକି ଫିଙ୍ଗି ଦିଅ । ଓଡ଼ିଶାକୁ ଦରକାର, ଡବଲ ଇଞ୍ଜିନ ସରକାର । ୨୦୨୪ ପାଇଁ କର୍ମୀଙ୍କୁ…

କନକ ବ୍ୟୁରୋ : ଦୁର୍ନୀତିରେ ବୁଡି ରହିଛି ରାଜ୍ୟ ସରକାର । ରାଜ୍ୟରେ ଏବେ କୁଶାସନ ଚାଲିଛି, ରକ୍ଷକ ଏଠାରେ ଭକ୍ଷକ ସାଜିଛନ୍ତି । ଏଠାରେ ସରକାର ଡୁପ୍ଲିକେଟ, ଚାବି ବି ଡୁପ୍ଲିକେଟ । ତେଣୁ ଓଡ଼ିଶାକୁ ଦରକାର, ଡବଲ ଇଞ୍ଜିନ ସରକାର । କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି…

ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଲେ ଅଶୋକ ଗେହଲଟ୍, ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବା ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଅଧ୍ୟକ୍ଷ ନିର୍ବାଚନକୁ ନେଇ କଂଗ୍ରେସରେ ଲାଗି ରହିଥିବା କନ୍ଦଳ ମଧ୍ୟରେ ଆଜି ଅଶୋକ ଗେହଲଟ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଏହି ଭେଟ ପରେ ଅଶୋକ ଗେହଲଟ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି କି ସେ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ । ସେ…

ପୁରୀ ସ୍ୱର୍ଗଦ୍ୱାରରେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କର ହେଲା ଶେଷକୃତ୍ୟ: ମୁଖାଗ୍ନି ଦେଲେ ପୁଅ ପୃଥୀ ବଲ୍ଲଭ…

କନକ ବ୍ୟୁରୋ: ପୁରୀ ସ୍ୱର୍ଗଦ୍ୱାରରେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କର ହେଲା ଶେଷକୃତ୍ୟ । ମୁଖାଗ୍ନି ଦେଲେ ପୁଅ ପୃଥି ବଲ୍ଲଭ ପଟ୍ଟନାୟକ । ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ଦର୍ଶନ କରିଥିଲେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଜୟ…

ଆସାମରେ ବଡ ଦୁର୍ଘଟଣା: ବ୍ରହ୍ମପୁତ୍ରରେ ବୁଡିଗଲା ୩୦ଜଣଙ୍କୁ ନେଇଯାଉଥିବା ଡଙ୍ଗା, ଅନେକ ନିଖୋଜ

କନକ ବ୍ୟୁରୋ: ଆସାମ ବ୍ରହ୍ମପୁତ୍ର ନଦୀରେ ବଡ ଦୁର୍ଘଟଣା । ଧୁବ୍ରି ଜିଲ୍ଲାର ବ୍ରହ୍ମପୁତ୍ର ନଦୀରେ ପ୍ରାୟ ୩୦ ଜଣଙ୍କୁ ନେଇଯାଉଥିବା ଏକ ଡଙ୍ଗା ବୁଡିଯାଇଥିବାରୁ ଅନେକଙ୍କ ପତ୍ତାମିଳୁନଥିବା ଜଣାପଡିଛି । ଧୁବ୍ରି ଡେପୁଟି କମିଶନର ଅମ୍ବାମୁଥାନ ଏମପିଙ୍କ କହିବା ଅନୁସାରେ, ଉଦ୍ଧାରକାର୍ଯ୍ୟ ଜାରି…

ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଇୟାନ’ : ଜୋରଦାର ପବନ ସାଙ୍ଗକୁ ବର୍ଷା; କ୍ୟାମେରାରେ କଏଦ ହେଲା ଝଡ଼…

କନକ ବ୍ୟୁରୋ : ଆମେରିକାରେ ଭୟଙ୍କର ତାଣ୍ଡବ । ସାମୁଦ୍ରିକ ଝଡ଼ ଇୟାନ ରଚିଛି ତାଣ୍ଡବ । ଫ୍ଲୋରିଡା ଦକ୍ଷିଣପଶ୍ଚିମ ଭାଗରେ ଲ୍ୟାଣ୍ଡଫଲ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୨୪୧ କିଲୋମିଟର ଥିବା ସୂଚନା ରହିଛି । ଝଡ ତୋଫାନରେ…