ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡାଦେଶ: ଓଆରଏଚଡିସି ଦୁର୍ନୀତି ମାମଲାରେ ଦଣ୍ଡ ଶୁଣାଇଲେ କୋର୍ଟ

433

କନକ ବ୍ୟୁରୋ: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡାଦେଶ । ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ମେଟ୍ରୋ ବିଲ୍ଡର ନିର୍ଦ୍ଦେଶ ପୀୟୁଷ ମହାନ୍ତିଙ୍କୁ ବି ଜେଲ ଦଣ୍ଡାଦେଶ । ଓଆରଏଚଡିସି ଦୁର୍ନୀତି ମାମଲାରେ ଦଣ୍ଡ ଶୁଣାଇଲେ କୋର୍ଟ । ପୂର୍ବତନ ଆଇଏଏସ ବିନୋଦ କୁମାର ଓ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନଙ୍କୁ ମଧ୍ୟ ଏହି ମାମଲାରେ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ସମସ୍ତ ୪ ଜଣଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଲେଖାଏଁ ଜରିମାନା ହୋଇଛି ।