Daily Archives

September 24, 2022

ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ : ରିସର୍ଟର ରୋଷେୟା ଖୋଲିଲା  ଅଙ୍କିତାଙ୍କ ଶେଷ ଫୋନକଲର କାହାଣୀ

କନକ ବ୍ୟୁରୋ : ରିସର୍ଟ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ହତ୍ୟାକାଣ୍ଡ ଘଟିଥିବା ଉତ୍ତରାଖଣ୍ଡରେ ଲୋକମାନେ ଏହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି । ଠିକ  ଏଭଳି ଏକ ସମୟରେ ଅଙ୍କିତା ଚାକିରି କରୁଥିବା ରିସର୍ଟର…

କାଲି ଫେସବୁକ୍ ଲାଇଭରେ କଣ କହିବେ ଧୋନୀ? ଆଇପିଏଲରୁ କରିପାରନ୍ତି କି ଅବସର ଘୋଷଣା? ଗୋଟିଏ ପୋଷ୍ଟ ବଢାଇଲା…

କନକ ବ୍ୟୁରୋ: ଆଇପିଏଲରୁ ଅବସର ନେବେ କି ଟିମ୍ ଇଣ୍ଡିଆର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ ? ଫେସବୁକ୍ ଲାଇଭରେ କଣ ବଡ ଘୋଷଣା କରିବେ ମାହି? ଏହି କଥାକୁ ନେଇ ଏବେ ସବୁଠି ଚାଲିଛି ଜୋରଦାର ଚର୍ଚ୍ଚା । ଅସଲ କଥା ହେଉଛି, ଶନିବାର ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ…

‘ଅପରେସନ୍ ଲୋଟସ୍’ ପାଇଁ ବିିଜେପି ଇସାରାରେ କାମ କରୁଛନ୍ତି ରାଜ୍ୟପାଳ । ପଞ୍ଜାବ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ଆପ୍…

କନକ ବ୍ୟୁରୋ: ପଞ୍ଜାବ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ଆପ୍ ନେତା । ଅପରେସନ୍ ଲୋଟସକୁ ସଫଳ କରିବାକୁ ପଞ୍ଜାବର ରାଜ୍ୟପାଳ ବିଜେପିର ଇସାରାରେ କାମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଆପ୍ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଅମନ ଅରୋଡା ପଞ୍ଜାବ ରାଜ୍ୟପାଳଙ୍କ ବିରୋଧରେ ଏମିତି ଅଭିଯୋଗ…

ଆଜିର ଦିନରେ ଟି-୨୦ ବିଶ୍ୱକପ ଜିତିଥିଲା ଭାରତ: ପାକିସ୍ତାନକୁ ହରାଇ ଇତିହାସ ରଚିଥିଲେ ଧୋନୀ ଧୁରନ୍ଧର

କନକ ବ୍ୟୁରୋ: ଧୋନୀ, ଗମ୍ଭୀର, ଯୁବରାଜ, ଯୋଗୀନ୍ଦର, ୟୁସୁଫ, ଇରଫାନ, ଶ୍ରୀସାନ୍ଥ, ହରଭଜନ । ଏହି ସବୁ ନାଁ ଶୁଣିଲେ ମନେ ପଡିଯାଏ ସେହି ପୁରୁଣା ଦିନର କ୍ରିକେଟ କଥା । ବିଶ୍ୱ କ୍ରିକେଟରେ ଏହି ସବୁ ନାଁ ଯେତେବେଳେ ନୂଆ ଥିଲା, ସେତେବେଳେ ଏହି କ୍ରିକେଟରମାନେ ରଚିଥିଲେ ଇତିହାସ । ଧୋନୀଙ୍କ…

ଯୋଗ ଦେଉଛି ଜୀବନକୁ ଜୋସ୍, ଦେଖାଉଛି ବଞ୍ଚିବାର ବାଟ: ନିଜେ ବଞ୍ଚି ଅନ୍ୟଙ୍କୁ ବଞ୍ଚିବାର ରାହା ଦେଖାଉଛନ୍ତି ଯୋଗ ଗାର୍ଲ…

କନକ ବ୍ୟୁରୋ: ଯୋଗ ଦେଉଛି ଜୀବନକୁ ଜୋସ୍, ଦେଖାଉଛି ବଞ୍ଚିବାର ବାଟ । ଦୁର୍ଘଟଣା ପରେ ବି କମିନି ଯୋଗ କରିବାର ଜିଜ୍ଞାସା । ନିଜେ ବଞ୍ଚି ଅନ୍ୟଙ୍କୁ ବଞ୍ଚିବାର ରାହା ଦେଖାଉଛନ୍ତି ଏହି ଯୋଗ ଗାର୍ଲ । ନିଜ କର୍ମମୟ ଜୀବନରୁ ସମୟ ବାହାର କରି ସେ ଲୋକଙ୍କୁ ଶିଖାଉଛନ୍ତି ଯୋଗ । ଯୋଗ କରି କିପରି…

ବିରୋଧୀଙ୍କୁ ଏକଜୁଟ କରିବାକୁ ଦିଲ୍ଲୀରେ ଲାଲୁ ଓ ନୀତିଶ । ୨୫ ତାରିଖରେ ସୋନିଆଙ୍କ ସହ ଭେଟ

କନକ ବ୍ୟୁରୋ : ବିରୋଧୀମାନଙ୍କୁ ଏକଜୁଟ କରିବାକୁ ଏବେ ନୀତିଶଙ୍କ ସାଥ ଦେଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ପ୍ରଥମେ ନୀତିଶ କୁମାର ଦେଶର ଅନେକ ବିରୋଧୀଦଳର ନେତାଙ୍କୁ ଭେଟି ଆଗାମୀ ରଣନୀତି ଉପରେ ଆଲୋଚନା କରିଥିବା ବେଳେ ଶନିବାର ଦିନ ନୀତିଶ କୁମାର ଓ ଲାଲୁ ଯାଦବ…