Daily Archives

September 24, 2022

ଟି-୨୦ ବିଶ୍ୱକପରେ ଓପନିଂ କରିବେ କି ବିରାଟ କୋହଲି? ପଢନ୍ତୁ, କଣ କହିଲେ ରବିଶାସ୍ତ୍ରୀ…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପକୁ ଆଉ ମାତ୍ର ଦିନ କେଇଟା ବାକି । ଏବେ ସବୁ ଟିମ୍ ନିଜ ନିଜର ଦଳ ଘୋଷଣା କରିସାରିଥିବାବେଳେ, ଟିମ୍ ଇଣ୍ଡିଆ ମଧ୍ୟ ନିଜର ବିଶ୍ୱକପ୍ ସ୍କ୍ୱାର୍ଡ ଘୋଷଣା କରିସାରିଛି । ହେଲେ ଏବେ ବି ଟିମ୍ ଇଣ୍ଡିଆ ଭିତରେ ରହିଥିବା ଅନେକ ପ୍ରଶ୍ନର ଉତ୍ତର ମିଳିପାରିନି । ଆଗାମୀ…

ଦେଢ ବର୍ଷ ଧରି ପୁଅର ଶବ ସହ ରହୁଥିଲେ ମା’ । ଇନକମ୍ ଟ୍ୟାକ୍ସ ଅଧିକାରୀଙ୍କ ଅନୁଧ୍ୟାନ ସମୟରେ ଜଣାପଡିଲା ସତ

କନକ ବ୍ୟୁରୋ: କରୋନା ସମୟରେ ପ୍ରାଣ ହରାଇଥିବା ପୁଅ ସତରେ ମୃତ ବୋଲି ମାନିବାକୁ ନାରାଜ ଘର ଲୋକେ । ପୁଅ ସହ ଦେଢ ବର୍ଷ ରହିବା ପରେ ପଦାକୁ ଆସିଲା ସତ । ଉତ୍ତରପ୍ରଦେଶ କାନପୁରରେ ଜଣେ ଇନକମ୍ ଟ୍ୟାକ୍ସ ଅଫିସରଙ୍କ ଶବ ଦେଢ ବର୍ଷ କାଳ ଘରେ ରଖିଥିବା ପରିବାର ଏବେ ଘୋର ଅସନ୍ତୋଷରେ । ତାଙ୍କ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଶଶି ଥରରୁଙ୍କ ପ୍ରବେଶ, ପାର୍ଟି କାର୍ଯ୍ୟାଳୟରୁ ମଗାଇଲେ ନାମାଙ୍କନ ଫର୍ମ

କନକ ବ୍ୟୁରୋ : କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ନେଇ ପୁଣି ଏକ ରୋଚକ ଖବର ଆସିଛି । ଗୋଟିଏ ପଟେ ଅଶୋକ ଗେହଲଟ ଅଧ୍ୟକ୍ଷପଦ ପାଇଁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଏବେ ତାଙ୍କର ପ୍ରତିଦ୍ୱନ୍ଦୀ ସାଜିବାକୁ ଯାଉଛନ୍ତି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଶଶି ଥରରୁ । ଅଶୋକ ଗେହଲଟଙ୍କ ସହ…

ଅଙ୍କିତା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ପୁଲକିତର ବାପା, ଭାଇ ବିଜେପିରୁ ବହିଷ୍କୃତ

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ୟ୍ୟର ପିତା ବିନୋଦ ଆର୍ୟ୍ୟ ଓ ଭାଇ ଅଙ୍କିତ ଆର୍ୟ୍ୟକୁ ବିଜେପି ଶନିବାର ପାର୍ଟିରୁ ବହିଷ୍କାର କରିଛି। ଉଭୟଙ୍କୁ ଭାରତୀୟ ଜନତା ପାର୍ଟିରୁ ବହିଷ୍କୃତ କରାଯାଇଥିବା ବେଳେ ଅଙ୍କିତ ଆର୍ୟ୍ୟଙ୍କୁ…

ଦେଶରେ ଅକ୍ଟୋବର ୧ରୁ ଆରମ୍ଭ ହେବ ୫ଜି ସେବା । ଇଣ୍ଡିଆ ମୋବାଇଲ କଂଗ୍ରେସରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

କନକ ବ୍ୟୁରୋ: ଅକ୍ଟୋବର ପହିଲାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ୫-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାର ଶୁଭ ଉଦଘାଟନ କରିବେ । ଅକ୍ଟୋବର ୧ତାରିଖରୁ ଦେଶରେ ୫ଜି ସେବା ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର…

ବାବୁସାନଙ୍କୁ ଦେଖାକରିବାକୁ ହସ୍ପିଟାଲରେ ପହଂଚିଲେ ପତ୍ନି ତୃପ୍ତି । ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡ଼ିକାଲରେ…

କନକ ବ୍ୟୁରୋ : ବାବୁସାନ୍ଙ୍କୁ ଦେଖାକରିବାକୁ ହସ୍ପିଟାଲରେ ପହଂଚିଲେ ପତ୍ନି ତୃପ୍ତି । ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡ଼ିକାଲରେ ଚିକତ୍ସିତ ହେଉଛନ୍ତି ଅଭିନେତା ବାବୁସାନ୍ । ଦମନ ଫିଲ୍ମର ପ୍ରମୋସନ୍ ପାଇଁ ଯାଇ ଲେହରେ ଅସୁସ୍ଥ ହୋଇଥିଲେ ବାବୁସାନ୍ । ଅକ୍ସିଜେନ୍ ସ୍ତର କମିବା ଓ ପେଟଜନିତ…