Daily Archives

September 24, 2022

ମାଆକୁ ମାରିଦେଲା ବାପା, ସାକ୍ଷୀ ରହିଲା କୁନି ଝିଅ: କହିଲା, ହତ୍ୟାକାଣ୍ଡର ପୂରା କାହାଣୀ

କନକ ବ୍ୟୁରୋ: ଅନେକ ସମୟରେ ହତ୍ୟାକାଣ୍ଡର ସାକ୍ଷୀ ରହିଥାଏ ସିସିଟିଭି । ସିସିଟିଭି ଫୁଟେଜକୁ ଆଧାର କରି ହତ୍ୟାକାଣ୍ଡ ରହସ୍ୟର ଗୁମର ଖୋଲିଥାଏ ତଦନ୍ତକାରୀ ସଂସ୍ଥା । ହେଲେ ନବରଂଗପୁରରୁ ଆସିଛି ଏମିତି ଏକ ଖବର ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ । ମା ହତ୍ୟାକାଣ୍ଡର ସାକ୍ଷୀ ରହିଛି କୁନି । ଆଉ…

ଅଙ୍କିତା ହତ୍ୟାକାଣ୍ଡରେ ପୋଲିସକୁ ସଫଳତା! ୭ ଦିନ ପରେ ମିଳିଲା ମୃତଦେହ

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡରେ ପୋଲିସକୁ ବଡ଼ ସଫଳତା ମିଳିଛି । ଋଷିକେଶର ଚିଲ୍ଲା କେନାଲରୁ ଅଙ୍କିତାଙ୍କ ମୃତଦେହକୁ ଜବତ କରିଛି ପୋଲିସ । ପରିବାର ଲୋକେ ମୃତଦେହ ଚିହ୍ନଟ କରିବା ପରେ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ୭ଦିନ ଧରି ନିଖୋଜ ଥିବା…

ଛୋଟ ପିଲାଙ୍କ ଉପରେ ସ୍ମାର୍ଟ ଫୋନର କୁପ୍ରଭାବ: ବିଳମ୍ବ ହେଉଛି କଥା କହିବା, ମାନସିକ ବିକାଶ ହେଉଛି ବାଧାପ୍ରାପ୍ତ

କନକ ବ୍ୟୁରୋ: ସ୍ମାର୍ଟ ଫୋନ କେବଳ ବୟସ୍କ ଲୋକଙ୍କ ଜୀବନ ଶୈଳୀକୁ ପ୍ରଭାବିତ କରୁନାହିଁ, ଛୋଟ ପିଲାଙ୍କୁ ମଧ୍ୟ ପ୍ରଭାବିତ କରୁଛି । ଶିଶୁରୋଗ ବିଶେଷଜ୍ଞଙ୍କ ମତରେ ମୋବାଇଲରେ ବୁଡ଼ି ରହିବା ଫଳରେ ଯେଉଁଭଳି ଭାବେ ମାନସିକ ବିକାଶ ହେବା କଥା ହେଉନାହିଁ । ଅନେକ ସମୟରେ ଆପଣ ଦେଖିଥିବେ, ଖାଇବା ବେଳେ…

ମଦ ଉପରେ ସୁପ୍ରିମକୋର୍ଟଙ୍କ ବଡ ଟିପ୍ପଣୀ: ବୋତଲ ଉପରେ ସତର୍କ ସୂଚନା ରଖିବା ପାଇଁ ନିର୍ଦ୍ଦେଶ ଦେବାକୁ ମନା କଲେ…

କନକ ବ୍ୟୁରୋ: ମଦ ପିଇବା ଏକ ଭଲ ଅଭ୍ୟାସ ନୁହେଁ । ମଦରେ ଥିବା ଆଲକହଲ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଅଳ୍ପ ମଦ ପିଇବା ସ୍ୱାସ୍ଥ୍ୟ ପାଇଁ ଅନେକ ସମୟରେ ହିତକର ହୋଇଥାଏ । ଏକଥାକୁ ସହଜରେ ସମସ୍ତେ ଗ୍ରହଣ କରିପାରିବେ ନାହିଁ । କିନ୍ତୁ ମଦ ବୋତଲ ଉପରେ ବୈଧାନିକ…

ଗୋଟିଏ ଫ୍ରେମରେ ନଜର ଆସିଲେ ଷ୍ଟାର ଦମ୍ପତି: ହସ୍ପିଟାଲରୁ ଡିସଚାର୍ଜ ହୋଇ ବାହାରକୁ ଆସିବା ବେଳେ ବାବୁସାନଙ୍କ ସହ ଥିଲେ…

କନକ ବ୍ୟୁରୋ: ରାସ୍ତା ଉପରେ ସ୍ୱାମୀ ସ୍ତ୍ରୀ କଳିର ପ୍ରାୟ ଦୁଇ ମାସ ପରେ ଗୋଟିଏ ଫ୍ରେମରେ ପୁଣି ଥରେ ଦେଖିବାକୁ ମିଳିଛନ୍ତି ଅଭିନେତା ବାବୁସାନ ଓ ପତ୍ନୀ ତୃପ୍ତି । ବାବୁସାନ ଡିସଚାର୍ଜ ହୋଇ ହସ୍ପିଟାଲରୁ ବାହାରିବା ସମୟରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ସ୍ୱାମୀ- ସ୍ତ୍ରୀଙ୍କ ଏକାଠି…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠିବନି ରତ୍ନଭଣ୍ଡାର ପ୍ରସଙ୍ଗ: ଏଜେଣ୍ଡାରେ ସ୍ଥାନ ନପାଇବାରୁ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବା ପ୍ରସଂଗରେ ପୁରୀ ଗସ୍ତ ସମୟରେ ଏହା କହିଥିଲେ ଆମିକସକ୍ୟୁରୀ ଏନ. କେ. ମହାନ୍ତି । ଆଉ ଆମିକସକ୍ୟୁରୀଙ୍କ ଏହି କଥା କୋଟି କୋଟି ଜଗନ୍ନାଥ ପ୍ରେମିଙ୍କ ଭିତରେ ରତ୍ନଭଣ୍ଡାର ଖୋଲିବା ନେଇ ପରିଚାଳନା କମିଟି ବୈଠକରେ ବାଟ ବାହାରିବ ବୋଲି ଆଶା ସଂଚାର କରିଥିଲା ।…