Daily Archives

September 23, 2022

କଂଗ୍ରେସ ମୁଖପାତ୍ରଙ୍କୁ ଆଶାୟୀ ପ୍ରାର୍ଥୀଙ୍କ ଉପରେ ମନ୍ତବ୍ୟ ଦେବାକୁ ବାରଣ କଲା ଦଳ, ଶଶି ଥରୁରଙ୍କୁ କଟାକ୍ଷ କରିଥିଲେ…

କନକ ବ୍ୟୁରୋ : ଆସନ୍ତାକାଲି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହେଉଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ଉପରେ ମନ୍ତବ୍ୟ ଦେବାକୁ ଦଳର ମୁଖପାତ୍ର ମାନଙ୍କୁ ବାରଣ କରିଛି କଂଗ୍ରେସ । ଶଶି ଥରୁର ସଭାପତି ନିର୍ବାଚନ ଲଢିବା ଉପରେ କଂଗ୍ରେସ ନେତା ଗୌରଭ ଭହ୍ଲବ ତାଙ୍କୁ ବ୍ୟଙ୍ଗ…

ଓଡ଼ିଆ ସିନେମା ବଞ୍ଚାଇବା ପାଇଁ ପ୍ରଯୋଜକଙ୍କ ନିଆରା ପ୍ରୟାସ। କଳାକାର କହିଲେ, କାହିଁକି ଓଡିଆ ଫିଲ୍ମକୁ ମିଳୁନି ହଲ?

କନକ ବ୍ୟୁରୋ: ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥାଙ୍କ ହାତରେ ପୋଷ୍ଟର । ଓଡ଼ିଆ ସିନେମାକୁ ବଞ୍ଚାଇବା ପାଇଁ ଏହିଭଳି ଅଭିନବ ଅଭିଯାନ ଆରମ୍ଭ କରିଛନ୍ତି । ‘ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ’ ଲେଖାଥିବା ପ୍ଲାକାର୍ଡ ହାତରେ ଧରି ଅଭିଯାନକୁ ଓହ୍ଳାଇଛନ୍ତି ଶ୍ରୀଧର ମାର୍ଥା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ…

ଅଷ୍ଟ୍ରେଲିଆ ତସ୍ମାନିଆ ସମୁଦ୍ରକୂଳରେ ଦେଖିବାକୁ ମିଳିଲା ଅସ୍ୱାଭାବିକ ଘଟଣା । ସମୁଦ୍ରକୂଳରେ ପଡି ରହିଛନ୍ତି ଶହ ଶହ…

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ପଶ୍ଚିମ ଉପକୂଳରେ ଫସି ରହିଛନ୍ତି ଏକାଧିକ ହ୍ୱେଲ ମାଛ । ଅଷ୍ଟ୍ରେଲିଆର ତସ୍ମାନିଆ ପଶ୍ଚିମ ଉପକୂଳରେ ବହୁ ହ୍ୱେଲ ଫିସ୍ ଫସି ରହିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ୨୦୦ ଶହ ହ୍ୱେଲ ଫିସଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩୫ ଟି ହ୍ୱେଲ ଫିସଗୁଡ଼ିକୁ…

ଦିଲ୍ଲୀ ଓ ଉତରପ୍ରଦେଶରେ ଅସମ୍ଭାଳ ବର୍ଷା । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ

କନକ ବ୍ୟୁରୋ : ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ଘଡ ଘଡିରେ ଅସ୍ତବ୍ୟସ୍ତ ହୋଇପଡିଛି ଦିଲ୍ଲୀ ଓ ଦିଲ୍ଲୀ ଏନସିଆର ସମେତ ଉତରପ୍ରଦେଶର ବିଭିନ୍ନ ଜିଲ୍ଲା । ଗୁରୁବାରଠୁ ଆରମ୍ଭ ହୋଇଥିବା ବର୍ଷା ବର୍ତମାନ କିଛି ସ୍ଥାନରେ ଜାରି ରହିଛି । ଅନ୍ୟପଟେ ବର୍ଷା ଛାଡିବା ପରେ ରାଜଧାନୀ ଦିଲ୍ଲୀ ସହ…

ଆସିଲା ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା। ନବୀନଙ୍କର ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୬୪ କୋଟି…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ପାଖରେ ରହିଛି ପ୍ରାୟ ୬୪କୋଟି ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତି । ନବୀନ ନିବାସର ଦୁଇ ତୃତୀୟାଂଶ ଅଂଶର ମାଲିକ ହେଉଛନ୍ତି ନବୀନ । ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ଦିଲ୍ଲୀରେ ଥିବା ତାଙ୍କ ଘରର ମୂଲ୍ୟ…

ଜେଡିୟୁଠୁ ବିଚ୍ଛେଦ ପରେ ପ୍ରଥମ ଥର ପାଇଁ ବିହାରରେ ପହଁଚିଲେ ଗୃହମନ୍ତ୍ରୀ । ମଂଚରୁ ନୀତିଶ କୁମାରଙ୍କୁ ତେରଛା ବାଣ

 କନକ ବ୍ୟୁରୋ: କିଛି ଦିନ ପୂର୍ବରୁ ବିଜେପି ସହ ମେଂଟ ଭାଙ୍ଗି ଓ ନୂଆ ମେଂଟ ସହ ବିହାରରେ ସରକାର ଗଠନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହା ପରଠୁ ଉଭୟ ବିଜେପି ଓ ଜେଡିୟୁ ମଧ୍ୟରେ ବୟାନବାଜୀ ଚାଲିଛି । ନୀତିଶ ଏନଡିଏରୁ ଓହରିବା ପରେ ପ୍ରଥମ ଥର ପାଇଁ ଏବେ ବିହାରରେ…