Daily Archives

September 20, 2022

୫-ଟି ସଚିବଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ, ୩ ମାସ ମଧ୍ୟରେ ଶିଳ୍ପାଞ୍ଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ପରାମର୍ଶ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଅପରାହ୍ନରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ପ୍ରଭୃତି ଗସ୍ତ କରି ଶିଳ୍ପଦ୍ୟୋଗୀ, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ…

ପରିକ୍ରମା ପ୍ରକଳ୍ପକୁ ଏନଏମଏର ସର୍ତ୍ତମୂଳକ ଏନଓସି। ନିଷିଦ୍ଧାଞ୍ଚଳ ବାହାରେ ହେବ ଅଭ୍ୟର୍ଥନା କକ୍ଷ। 

କନକ ବ୍ୟୁରୋ:  ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଶେଷରେ ଅନୁମତି ଦେଇଛନ୍ତି ଏନଏମଏ ବା ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟୀ । ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ନିର୍ମାଣକାରୀ ସଂସ୍ଥାକୁ ଅନୁମତି ଦେଇଥିଲେ ବି କେତେକ ସର୍ତ୍ତ…

ବିରୋଧୀ ନେତାଙ୍କ ଉପରେ ସିବିଆଇ ରେଡ୍। ୟୁପିଏ ତୁଳନାରେ ଏନଡିଏରେ ବଢିଛି ରେଡ୍।

କନକ ବ୍ୟୁରୋ: ଜାତୀୟ ଗଣମାଧ୍ୟମ ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ’ରେ ପ୍ରକାଶିତ ଗୋଟିଏ ରିପୋର୍ଟ । ଯେଉଁଥିରେ କୁହାଯାଇଛି ୟୁପିଏ ସରକାର ଅର୍ଥାତ ୨୦୦୪ରୁ ୨୦୧୪ ମଧ୍ୟରେ ବିରୋଧୀ ନେତାଙ୍କ ବିରୋଧରେ ୬୦ ପ୍ରତିଶତ ରେଡ୍ ହୋଇଛି । ଆଉ ୨୦୧୪ରୁ ଅଧ୍ୟାବଧି ବିରୋଧୀ ନେତାଙ୍କ ବିରୋଧରେ ୯୫ ପ୍ରତିଶତ ରେଡ୍…

ଭୂକମ୍ପରେ ଥରିଉଠିଲା ତାଇୱାନ । ଭୂମିକମ୍ପର ଭୟଙ୍କର ଦୃଶ୍ୟ, ସୁନାମି ସତର୍କତା ଜାରି

କନକ ବ୍ୟୁରୋ : ଭୂକମ୍ପରେ ଥରିଲା ତାଇୱାନ୍ । ତାଇୱାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପର ଗୋଟିଏ ପରେ ଗୋଟିଏ ଦୃଶ୍ୟ ସାମ୍ନାକୁ ଆସୁଛି । ୨୪ ଘଂଟା ମଧ୍ୟରେ ତିନି ତିନି ଥର ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମି ଆଲର୍ଟ ଜାରି କରାଯାଇଛି । ରିକ୍ଟର ସ୍କେଲରେ ପ୍ରଥମ ଭୂମିକମ୍ପର ତୀବ୍ରତା…

ଯୋଡା ଅଞ୍ଚଳରେ ମହକୁଛି କାଶତଣ୍ଡୀ ଫୁଲ। ଆଉ ମାତ୍ର କିଛି ଦିନ ପରେ ଧରାବତରଣ କରିବେ ମା’ ଦୁର୍ଗା।

କନକ ବ୍ୟୁରୋ: ପାର୍ବଣ ଋତୁରେ ମହକୁଛି କାଶତଣ୍ଡୀ ଫୁଲ । ରାସ୍ତାକଡ଼ ହେଉ କି ନଈପଠା, ସବୁଠି ଏବେ କାଶତଣ୍ଡୀ ଫୁଲର ଭଣ୍ଡାର । କାଶତଣ୍ଡୀ ଫୁଲର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମା’ ଦୁର୍ଗା । ଆଉ କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ ଶରୀର ଓ ମନକୁ ଉତଫୁଲ୍ଲିତ କରିଦିଏ । କେନ୍ଦୁଝର ଜିଲ୍ଲା ଯୋଡ଼ା…

୩୦ବର୍ଷ ପରେ ଖୋଲିଲା ସିନେମା ହଲ । ହଲରେ ବସି ଫିଲ୍ମର ମଜା ନେବେ କଶ୍ମୀରବାସୀ

କନକ ବ୍ୟୁରୋ : ବର୍ଷେ କି ଦୁଇ ବର୍ଷ ନୁହେଁ ପୂରା ୩୨ବର୍ଷ ପରେ ଏବେ କଶ୍ମୀରରେ ଖୋଲିଛି ଫିଲ୍ମ ଥିଏଟର । ବାରମ୍ବାର ଆତଙ୍କୀ ଆକ୍ରମଣ ପରେ ଦୀର୍ଘ ବର୍ଷ ହେବ ଘାଟିରେ ସିନେମା ହଲ ବନ୍ଦ ପଡିଥିଲା । ଫିଲ୍ମକୁ ବ୍ୟାନ କରିବା ସହ ଆତଙ୍କୀମାନେ ହଲ ଉପରେ ବାରମ୍ବାର ଆକ୍ରମଣ କରୁଥିଲେ । ତେବେ…