Daily Archives

September 19, 2022

ସାମାଜିକ ସ୍ୱୀକୃତି ପାଇଁ ଚାଲିଛି ଲଢେଇ। ଦୀପିକା ଆସିଲେ, ଆସିଲେନି ଦୀନେଶ।

କନକ ବ୍ୟୁରୋ: ମହିଳା କମିଶନରେ ହାଜର ହୋଇଛନ୍ତି ବ୍ରହ୍ମପୁରର କେ. ଦୀପିକା । ସ୍ତ୍ରୀର ମାନ୍ୟତା ଦାବିରେ ବ୍ରହ୍ମପୁରର ଦେଶୀବେହେରା ସାହିରେ ଶଶୁର ଘର ଆଗରେ ଦୀର୍ଘ ୪୭ ଦିନ ହେଲା ଧାରଣା ଦେଇଥିଲେ ଦୀପିକା । ଆପୋଷ ସମାଧାନ ପାଇଁ ରାଜ୍ୟ ମହିଳା କମିଶନ ତାଙ୍କୁ ଓ ଦୀନେଶଙ୍କୁ ହାଜର ହେବା ପାଇଁ…

ଏମଏମଏସ ଭାଇରାଲ ପଛରେ ହଷ୍ଟେଲ ଛାତ୍ରୀ: ଭିଡିଓ ରେକର୍ଡିଂ ପଛର ଉଦ୍ଦେଶ୍ୟ କ’ଣ?

କନକ ବ୍ୟୁରୋ: ରିମାଣ୍ଡରେ ଗଲେ ତିନି ଅଭିଯୁକ୍ତ । ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ଏମଏମସ ଲିକ୍ ଘଟଣାରେ ଏମାନେ ଗିରଫ ହୋଇଛନ୍ତି । ତେବେ କୋର୍ଟ ରୁମରେ ଅଭିଯୁକ୍ତ ଛାତ୍ରୀଙ୍କ ବୟ ଫ୍ରେଣ୍ଡ ସନ୍ନି ମେହେଟା ପୋଲିସ ସହିତ ଯୁକ୍ତିତର୍କ କରୁଥିଲେ । ଏଥିରେ ବିଚାରପତି ସନ୍ନିଙ୍କ ଉପରେ…

ପୁଣି କଟକରୁ ଜବତ ହେଲା ନକଲି ଔଷଧ । ବିିହାରରୁ ଓଡିଶାକୁ ଆସୁଥିଲା ଟେଲମା-୪୦ । ବିହାରରୁ କୋଲକାତା ଯାଏ ଲମ୍ବିଛି ଲିଙ୍କ

କନକ ବ୍ୟୁରୋ: ସାମ୍ନାକୁ ଆସିଲା ରକ୍ତଚାପର ନକଲି ଔଷଧ ଟେଲମା ୪୦ର କୋଲକାତା କନେକ୍ସନ । ବିହାରରୁ ଟ୍ରକ ଯୋଗେ ଭାୟା କଟକ ଦେଇ କୋଲକାତା ଯାଉଥିଲା ଏହି ନକଲି ଔଷଧ । କଟକର ତ୍ରିଦେବ ଏକ୍ସପ୍ରେସ କାର୍ଗୋରୁ ଟେଲମା ୪୦ର ଏକ ପେଟି ଜବତ କରିବା ପରେ କୋଲକାତା ଲିଙ୍କର ସନ୍ଧାନ ପାଇଛି ପୋଲିସ । ନକଲି…

ଶେଷ ଯାତ୍ରାରେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟ: ରାଜକୀୟ ପ୍ରଥା ଅନୁଯାୟୀ ଚାଲିଛି ଶେଷକୃତ୍ୟ

କନକ ବ୍ୟୁରୋ: ସୁସଜ୍ଜିତ କଫିନରେ ରାଜକୀୟ ପରମ୍ପରା ଅନୁଯାୟୀ ରାଣୀଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆଯାଉଛି । ଆଉ କଫିନ ପଛରେ ଅଛନ୍ତି ବ୍ରିିଟେନର ରାଜା ତଥା ରାଣୀଙ୍କ ପୁଅ ଚାର୍ଲ୍ସଙ୍କ ସମେତ ରାଜପରିବାର ଅନ୍ୟ ସସସ୍ୟ ଏବଂ ବିଭିନ୍ନ ଦେଶରୁ ଆସିଥିବା ନେତା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା…

ପାକିସ୍ତାନ ପ୍ଲେନରେ ପାଗଳାମି: ପେଶାୱାରରୁ ଦୁବାଇ ଯାଉଥିବା ବେଳେ ବିମାନ କାଚକୁ ଗୋଇଠା ମାରିଲେ ଯାତ୍ରୀ 

କନକ ବ୍ୟୁରୋ: ବିମାନ ଭିତରେ ହଙ୍ଗାମା । ମଝି ଆକାଶରେ ବିମାନ ଉଡୁଥିବା ବେଳେ ଝରକା କାଚ ଭାଂଗିବାକୁ ପ୍ରୟାସ । ପାକିସ୍ତାନର ଇଂଟରନେଶନାଲ  ଏୟାରଲାଇନ୍ସ ବିମାନ ପେଶାୱାରରୁ ଦୁବାଇ ଯାଉଥିଲା । ଏହି ସମୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଦେଖନ୍ତୁ ଏହି ଭିଜୁଆଲକୁ କିପରି ଯାତ୍ରୀ ଜଣଙ୍କ…