ଥାନାରେ ଯୁବତୀଙ୍କୁ ଦୁର୍ବ୍ୟବହାର! ଅଭିଯୋଗ ରଖିଲାନି ପୋଲିସ!
କନକ ବ୍ୟୁରୋ: ଦିଲ୍ଲୀର ଜଣେ ଯୁବତୀ ଏବେ ସୋସିଆଲ ମିଡିଆରେ ବଦନାମ । ଏହି ଯୁବତୀଙ୍କ ଆଧାର କାର୍ଡକୁ ଏସକର୍ଟ କାର୍ଡ କରି, ମୋବାଇଲରୁ ମୋବାଇଲକୁ ବୁଲାଉଛନ୍ତି ଦୁବୃର୍ତ । ଖାଲି ସେତିକି ନୁହେଁ ହ୍ୱାଟସଆପ୍ ମେସେଜରେ ଯୁବତୀଙ୍କ ନାମ ଓ ନମ୍ବର ଲେଖି ଅଶ୍ଳୀଳ ମେସେଜ ତାଙ୍କ ସମ୍ପର୍କୀୟଙ୍କ ପାଖକୁ…