Daily Archives

September 9, 2022

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗ ପରେ ବ୍ରିଟେନରେ ସରିଲା ରାଣୀଙ୍କ ଯୁଗ । ପୁଣି ଆରମ୍ଭ ହେଲା ରାଜାଙ୍କ ଶାସନ ।

କନକ ବ୍ୟୁରୋ: ବିଟ୍ରେନର ଦିବଙ୍ଗତ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶେଷ ସମ୍ମାନ ଜଣାଉଛି ସାରା ବିଶ୍ୱ । ପରମ୍ପରା ଅନୁସାରେ ଆଜି ଦିଆଯାଇଛି ରୟାଲ୍ ଗନ୍ ସାଲ୍ୟୁଟ । ବିଭିନ୍ନ ସ୍ଥାନରେ ତାଙ୍କୁ ଅନ୍ତିମ ସମ୍ମାନ ଦିଆଯାଇଛି । ବିଶ୍ୱର ନେତାମାନେ ମହାରାଣୀ ଏଲିଜାବେଥଙ୍କ ବିୟୋଗରେ ଶୋକବ୍ୟକ୍ତ…

ଏଲଏସିରୁ ଆସିଲା ଭଲ ଖବର । ଭାରତ-ଚୀନ ସୈନ୍ୟ ଅପସାରଣ ଆରମ୍ଭ

କନକ ବ୍ୟୁରୋ : ଭାରତ ଓ ଚୀନ୍ ମଧ୍ୟରେ ସୀମାରେ ଉତେଜନା ଜାରି ରହିଥିବା ବେଳେ ଭଲ ଖବର ଆସିଛି । ପୂର୍ବ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗ ଅଂଚଳରୁ ଦୁଇ ଦେଶର ସେନା ସୈନ୍ୟ ଅପସାରଣ ଆରମ୍ଭ କରିଥିବାର ସୂଚନା ମିଳିଛି । ଉଭୟ ଦେଶ ମଧ୍ୟରେ ୧୬ତମ କମାଣ୍ଡର ସ୍ତରୀୟ ବୈଠକ ପରେ ଏହି ସୈନ୍ୟ ଅପସାରଣ…

୫-ଟି ସ୍କୁଲର ରକ୍ଷଣାବେକ୍ଷଣ କରିବେ ସ୍ୱଂୟ ସହାୟକ ଗୋଷ୍ଠୀ । ସୁରକ୍ଷା, ପରିଚ୍ଛନ୍ନତା ଓ ଆସବାବପତ୍ରର ଦାୟିତ୍ୱ ନେବେ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ସଫଳ ଯୋଜନା ଭିତରେ ‘୫ଟି’ ସ୍କୁଲ ରୂପାନ୍ତରଣ ଅନ୍ୟତମ ।ଏହା ରାଜ୍ୟ ସରକାରଙ୍କ ଏକ ଆଦର୍ଶ ଯୋଜନା । ୫ଟି-ରେ ରୂପାନ୍ତରିତ ସ୍କୁଲ ଗୁଡିକ ଘରୋଇ ସ୍କୁଲ ଗୁଡିକ ସମକକ୍ଷ ହୋଇପାରିଛି ବୋଲି କୁହାଯାଉଛି । ତେଣୁ ଏହି ସ୍କୁଲ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଏବେ…

ବିଟ୍ରେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ସମ୍ମାନ ଜଣାଇ ସେପ୍ଟେମ୍ବର ୧୧ରେ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ ।…

କନକ ବ୍ୟୁରୋ : ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟ । ୯୬ ବର୍ଷରେ ସ୍କଟଲ୍ୟାଣ୍ଡରେ ମହାରାଣୀଙ୍କ ପରଲୋକ ହୋଇଛି ।  ବ୍ରିଟେନ ରାଜପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ପରଲୋକରେ ବ୍ରିଟେନ ଇତିହାସରେ ଏକ ଯୁଗର ଅବସାନ ଘଟିଛି  । ଗତବର୍ଷ…

ରିଲିଜ ହେଲା ଚର୍ଚ୍ଚିତ ବଲିଉଡ ସିନେମା ‘ବ୍ରହ୍ମାସ୍ତ୍ର’ । ସୋସିଆଲ ମିଡିଆରେ ବୟକଟ୍ ଟ୍ରେଣ୍ଡ

କନକ ବ୍ୟୁରୋ : ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ୨୦୧୪ରେ ଆୟନ ମୁର୍ଖାଜୀ ଘୋଷଣା କରିଥିବା ଫିଲ୍ମ ବ୍ରହ୍ମାସ୍ତ୍ର ମୁକ୍ତିଲାଭ କରିଛି । ୫ବର୍ଷର ପରିଶ୍ରମ ପରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଏହି ଚଳଚ୍ଚିତ୍ର ଏବେ ସଭିଙ୍କ ସାମନାରେ । ର୍ିପୋର୍ଟ ଅନୁଯାୟୀ ଏହା ବଲିଉଡର ସବୁଠାରୁ ବଡ…

ବଳ କଷୁଛି ବିଜେପି, କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା । ୨୦୨୪ ପାଇଁ ମିସନ ମୋଡରେ କାମ କରିବ ଦଳ ।

କନକ ବ୍ୟୁରୋ: ବିଜେଡି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଥିବାବେଳେ ବିଜେପି ବି ଓଡିଶା ଉପରେ ଫୋକସ କରିଛି । ଭାରତୀୟ ଜନତା ପାର୍ଟି ମିଶନ ଓଡିଶା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତତିରେ ଲାଗିଛି । ରାଜ୍ୟକୁ ଦୁଇ ଦିନ ଭିତରେ ୭ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ, ଓଡିଶାକୁ ବିଜେପି କେତେ…