Daily Archives

September 7, 2022

ଅନ୍ତର୍ଜାତୀୟ ଉଦ୍ୟାନ କୃଷି ଏକ୍ସପୋରେ ସାମିଲ ହେବେନି ଓଡିଶା ଚାଷୀ: ହେଲେ ଯୋଗ ଦେବେ କୃଷି ବିଭାଗର ବରିଷ୍ଠ ଅଧିକାରୀ

କନକ ବ୍ୟୁରୋ: ସେପେଟମ୍ବର ୮ରୁ ନେଦରଲାଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ଉଦ୍ୟାନ କୃଷି ଏକ୍ସପୋରେ ସାମିଲ ହେବେନି ଓଡିଶା ଚାଷୀ । ଚୟନ ହୋଇଥିବା ଚାଷୀଙ୍କୁ ଭିସା ନମିଳିବାରୁ ସେମାନେ ସାମିଲ ହୋଇପାରିବେ ନାହିଁ ବୋଲି ତାଙ୍କୁ କୁହାଯାଇଛି । ହେଲେ, ଏହି ଏକ୍ସପୋରେ କୃଷି ବିଭାଗର…

ସିବିଆଇ ସ୍କାନରରେ ପଶ୍ଚିମବଙ୍ଗର ଆଇନ ମନ୍ତ୍ରୀ। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ।

କନକ ବ୍ୟୁରୋ: ମମତାଙ୍କ ପିଛା ଛାଡୁନି ପଶ୍ଚିମବଙ୍ଗର କୋଇଲା ଦୁୁର୍ନୀତି । ପ୍ରଥମେ ପୁତୁରା ଅଭିଷେକ ବାନାର୍ଜୀ ଏହି ମାମଲାରେ ଛନ୍ଦି ହୋଇଥିବା ବେଳେ ଏବେ ମମତାଙ୍କ ସରକାରର ଆଇନମନ୍ତ୍ରୀ ମଳୟ ଘଟକ ସିବିଆଇ ସ୍କାନରକୁ ଆସିଛନ୍ତି । ଆସନସୋଲ କୋଲଫିଲ୍ଡ ଲିମିଟେଡରୁ ବେଆଇନ କୋଇଲା ଖନନ କରାଯାଇଥିବା…

୨୦୨୪ ପାଇଁ ସ୍ୱତନ୍ତ୍ର ରଣନୀତି କରୁଛି ବିଜେଡି: ଏଥର କେନ୍ଦ୍ର ଅବହେଳା ନୁହେଁ ନବୀନ ବ୍ରାଣ୍ଡକୁ ନେଇ ଲୋକଙ୍କ ପାଖକୁ…

କନକ ବ୍ୟୁରୋ: ନବୀନଙ୍କ ସ୍ୱଛ ଭାବମୂର୍ତି ଓ ବ୍ରାଣ୍ଡ ନବୀନକୁ ନେଇ ଲୋକଙ୍କ ପାଖରେ ପହଁଚିବ ବିଜୁ ଜନତା ଦଳ । ୨୫ବର୍ଷ ରାଜନୈତିକ ସେବା ଭିତରେ ନବୀନ ସରକାରଙ୍କ ବିକାଶ କାର୍ଯ୍ୟକ୍ରମକୁ ବଡ ଅସ୍ତ୍ର କରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ମଂଗଳବାର ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବା…

ବେଙ୍ଗାଲୁରୁରେ ବର୍ଷାର ତାଣ୍ଡବ। ପାଣିରେ ବୁଡିଲା କୋଟିପତିଙ୍କ ଘର। 

କନକ ବ୍ୟୁରୋ: ଦେଶର ଅନ୍ୟତମ ଦାମୀ ସହର ଭିତରେ ରହିଛି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ । ଧନୀ ଶ୍ରେଣୀର ଲୋକଙ୍କ ତାଲିକା ଏଠି ଅନେକ ଲମ୍ବା । ତଥାପି ପ୍ରକୃତିର ପ୍ରକୋପରୁ ନା ରକ୍ଷା ପାଇଛି ସହର ନା ବାଦ ପଡିଛନ୍ତି ଧନୀ ଶ୍ରେଣୀର ଲୋକ । ଲଗାଣବର୍ଷା କେବଳ ସାଧାରଣ ଲୋକଙ୍କ ପାଇଁ କାଳ ଆଣିଛି…

କାଶ୍ମୀରଠୁ କନ୍ୟାକୁମାରୀ, କଂଗ୍ରେସର ‘ଭାରତ ଯୋଡ’ ଯାତ୍ରା । 

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ଏବଂ ଦେଶର ପ୍ରକୃତ ସମସ୍ୟା ସମସ୍ତଙ୍କ ସାମ୍ନାକୁ ଆଣିବା ପ୍ରସଙ୍ଗକୁ ନେଇ କଂଗ୍ରେସ ‘ଭାରତ ଯୋଡ’ ଅଭିଯାନ ଆରମ୍ଭ କରିଛି । ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ ଜାମ୍ମୁକାଶ୍ମୀରରେ ଶେଷ ହେବ । ରାହୁଲ ଗାନ୍ଧୀଙ୍କ ସହ…

ବନ୍ଦ ପାଳନକୁ ସମ୍ବଲପୁରରେ ବିରୋଧ: କୋଶଳ ନୁହେଁ, ହୀରାଖଣ୍ଡ ରାଜ୍ୟ ଦାବି

କନକ ବ୍ୟୁରୋ: ପୁଣି ଥରେ ଜୋର ଧରିଛି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି । ଏହି ଦାବିରେ ଆଜି ପଶ୍ଚିମଓଡିଶାର ୧୧ ଜିଲ୍ଲାରେ ୧୨ଘଂଟିଆ ବନ୍ଦ ପାଳନ କରିଛି କୋଶଳ ସଂଗଠନ । କିନ୍ତୁ ବନ୍ଦ ପାଳନକୁ ସମ୍ବଲପୁରରେ ବିରୋଧ କରାଯାଇଛି । କୋଶଳ ରାଜ୍ୟ ନୁହେଁ ହୀରାଖଣ୍ଡ ରାଜ୍ୟ ଦାବି କରିଛନ୍ତି…