Daily Archives

September 1, 2022

ମାଲକାନଗିରି କୋଲାଗଣ୍ଡା ସେବାଶ୍ରମରେ ଅଜଣା ରୋଗର ଆତଙ୍କ । । ତିନି ଦିନରେ ଗଲାଣି ୨ ଛାତ୍ରଙ୍କ ଜୀବନ ।

କନକ ବ୍ୟୁରୋ: ମାଲକାନଗିରି କୋଲାଗଣ୍ଡା ସେବାଶ୍ରମରେ ଅଜଣା ରୋଗର ଆତଙ୍କ । ତିନି ଦିନରେ ଗଲାଣି ୨ ଛାତ୍ରଙ୍କ ଜୀବନ । ପିଲାଙ୍କ ଗୋଡ଼ ହାତ ଫୁଲିଯାଉଛି । ପେଟ ଓ ମୁଣ୍ଡ ବ୍ୟଥା ସହ ଭୀଷଣ ଜ୍ୱର ହେଉଛି । ସେବାଶ୍ରମରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ପିଲାଙ୍କ ନମୂନା ସଂଗ୍ରହ କରିଥିଲେ ବି…

ରାଜଧାନୀରେ ଶୁଭଶ୍ରୀ ହତ୍ୟାକାଣ୍ଡ ମାମଲାର ନୂଆ ମୋଡ଼ । କଲ୍ ଡିଟେଲସ୍ ରେକର୍ଡରୁ ସାମ୍ନାକୁ ଆସିଲା ବିସ୍ଫୋରକ ତଥ୍ୟ

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଶୁଭଶ୍ରୀଙ୍କ ମୃତ୍ୟୁ ପୂର୍ବର ୨୭ ସେକେଣ୍ଡର ଶେଷ କଲ୍ । ଶୁଭଶ୍ରୀଙ୍କ ଏହି ଶେଷ ଫୋନକଲ୍  ପୂରା ଘଟଣାର ମୋଡକୁ ବଦଳାଇ ଦେଇଛି । ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଛି, ଶୁଭଶ୍ରୀ ମୃତ୍ୟୁର ୪୦ ମିନିଟ ପୂର୍ବରୁ କ୍ରମାଗତ ଭାବରେ ଚିତରଞ୍ଜନ ଜେନା ନାମକ ଜଣେ…

ସାପ ପାଇଁ ଭାଙ୍ଗିଦେଲେ ଘର, ପରପିଣ୍ଡାରେ ଦିନ କାଟୁଛନ୍ତି ପରିବାର । ଶୁଣୁନି ପ୍ରଶାସନ, ମିଳୁନି ଘର । 

କନକ ବ୍ୟୁରୋ: ସାପ ଉଦ୍ଧାର ପାଇଁ ଝାଟିମାଟି ଘର ଭଙ୍ଗାଗଲା । ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା ପକ୍କା ଘର ଯୋଗାଇଦେବ । ହେଲେ ଏହି ପ୍ରତିଶ୍ରୁତି ପାଲଟିଗଲା ପାଣିର ଗାର । ପକ୍କା ଘର ଆଉ ମିଳିଲାନି । ଏପଟେ ନିଜ ଝାଟିମାଟି ଘରକୁ ହରାଇ ତିନି ବର୍ଷ ହେଲା ପର ବାରଣ୍ଡାରେ ବିତୁଛି ଦାଶରଥୀଙ୍କ…

ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା । ପଢନ୍ତୁ, କଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ?

କନକ ବ୍ୟୁରୋ: ନୂଆଁଖାଇରେ ରାଜ୍ୟର ଚାଷୀଙ୍କୁ ଭେଟି ଦେଇଛନ୍ତି ସରକାର । ୪୧ ଲକ୍ଷ ଚାଷୀଙ୍କ ଖାତାକୁ ସିଧାସଳଖ ଯାଇଛି କାଳିଆ ଟଙ୍କା । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆଖାଇ ମାଟି ମା’ର ପର୍ବ। ଆମର ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ।…

ଘର ଛାଡିବାର ପ୍ରତିଶ୍ରୁତି ଦେଇ କୋର୍ଟଙ୍କୁ ମେମୋ ଲେଖିଲେ ବର୍ଷା ପ୍ରିୟଦର୍ଶିନୀ । କହିଲେ, ମୋ ଜୀବନ ପଛେ ନର୍କେ…

କନକ ବ୍ୟୁରୋ: ଶାଶୁଘର ଛାଡିବା ଏକ ପ୍ରକାର ନିଶ୍ଚିତ ହୋଇଥିବାବେଳେ, ସାମନାକୁ ଆସିଛି କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ଦାଖଲ କରିଥିବା ମେମୋ । ଯେଉଁ ମେମୋରେ ବର୍ଷା ଶାଶୁ ଶ୍ୱଶୁରଙ୍କ ପାଇଁ ଘର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ତେବେ ସେ ଚକ୍ରାନ୍ତର ଶିକାର ହୋଇଥିବା…

ସରଗରମ ହେଉଛି ରାଜ୍ୟ ରାଜନୀତି । ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେବ ବିଜେଡି ।…

କନକ ବ୍ୟୁରୋ: ୨୦୨୪ ପାଇଁ ରାଜ୍ୟରେ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଛନ୍ତି ତିନି ଦଳ । ଗୋଟିଏ ପଟେ ନବୀନଙ୍କ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡର ସଫଳତାକୁ ଘରେ ଘରେ ପହଞ୍ଚାଇବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅନ୍ୟପଟେ ରାଜ୍ୟରେ ବିଜେପି ସଂଗଠନକୁ ସୁଦୃଢ଼ କରିବା…