Daily Archives

August 15, 2022

ପୁଣି ମୁଣ୍ଡ ଟେକିଲା ଚୀନ-ତାଇୱାନ-ଆମେରିକା ଉତେଜନା: ତାଇୱାନ ସୀମା ନିକଟରେ ପଇଁତରା ମାରୁଛି ଚାଇନା ଯୁଦ୍ଧ ବିମାନ

କନକ ବ୍ୟୁରୋ: ଆମେରିକା ଚୀନକୁ ଏକ ପ୍ରକାର ଚ୍ୟାଲେଂଜ ଦେଲା ଭଳି କାମ କରୁଛି । ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇୱାନଗସ୍ତକୁ ଚୀନ ତ୍ରୀବ ବିରୋଧ କରୁଥିବାବେଳେ ଏବେ ଆଉ ୫ ଜଣିଆ ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳୀ ଏବେ ତାଇୱାନରେ ପହଁଚିଛନ୍ତି । ନାନ୍ସି ପେଲୋସଙ୍କ…

ସ୍ୱାଧୀନତା ଦିବସ ଅବସରରେ ବିଟିଙ୍ଗ ଦି ରିଟ୍ରିଟ୍: ଦେଶଭକ୍ତି ଗୀତର ତାଳେତାଳେ ଦୁଲୁକିଲା ଅଟାରି ୱାଘା ସୀମା

କନକ ବ୍ୟୁରୋ: ୭୬ ତମ ସ୍ୱାଧୀନତା ଦିବସ ଅବସରରେ ପଂଜାବ ଅମୃତସରର ଅଟାରି ୱାଘା ସୀମାରେ ବିଟିଙ୍ଗ ଦି ରିଟ୍ରିଟ୍ ଉତ୍ସବ ପାଳନ ଧୁମଧାମରେ ପାଳନ କରାଯାଇଛି । ଆଜାଦିର ଅମୃତ ମହୋତ୍ସବର ରଙ୍ଗ ସୀମାରେ ମଧ୍ୟ ଦେଖିବାକୁ ମିଳିଛି । ହଜାର ହଜାର ଲୋକଙ୍କ ସମାଗମରେ ଦେଶଭକ୍ତି ଗୀତର ତାଳେତାଳେ ଦୁଲୁକିଲା…

ଓଡି଼ଶାରେ ବନ୍ୟା ପାଇଁ ଛତିଶଗଡ ଦାୟୀ, ବାଘେଲ ସରକାରରେ ମିଳୁନି ତଥ୍ୟ

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସ୍ଥିତି ପରେ ହନ୍ତସନ୍ତ ହେଉଛନ୍ତି ଉଭୟ ଓଡିଶା ଓ ଛତିଶଗଡର ଦୃଶ୍ୟ । ଖାଲି ଲୋକେ ନୁହଁ ଚାଷ ଜମି ମଧ୍ୟ ପ୍ରଭାବିତ ହୋଇଛି । ବନ୍ୟାକୁ ନେଇ ଦୁଇ ରାଜ୍ୟ ଦୋଷ ଲଦାଲଦି ହେଉଛନ୍ତି । ରାଜନୈତିକ ଦଳ ମଧ୍ୟ…

ବର୍ଷା ଛାଡିଲା, ଦୁର୍ଦ୍ଦଶା ବଢିଲା: ବଢୁଛି ପାଣି, ଲୋକେ ଏବେ ବି ଜଳବନ୍ଦୀ

କନକ ବ୍ୟୁରୋ: ବର୍ଷା କମିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ସବୁଆଡେ ଖାଲି ପାଣି ଆଉ ପାଣି । ଲୋକେ ଜଳବନ୍ଦୀରେ ରହିଛନ୍ତି । ବର୍ଷା ପାଣି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯୋଗାଯୋଗ ବିଚ୍ଛିନ୍ନ ହାଇପଡ଼ିଛି । ତା ସହିତ ମହାନଦୀ ଗୟଳବାଙ୍କ ନିକଟରେ ୨ ଫୁଟର ଘାଇ ସୃଷ୍ଟି ହୋଇଛି ।…

ଦେଶ ପାଳିଲା ୭୬ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ।

କନକ ବ୍ୟୁରୋ: ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉଡାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ନୂଆ ସଂକଳ୍ପ ସହ ନୂଆ ଦିଗରେ ଆଗକୁ ବଢିବା ସମୟ ଆସିଛି ।…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୧୯ ତାରିଖରେ ଆସିପାରେ ଆଉ ଏକ ଲଘୁଚାପ 

କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ହେବା ଆଶଙ୍କା ଥିବା ବେଳେ ଚିନ୍ତା ବଢ଼ାଇଲା ଆଉ ଏକ ଲଘୁଚାପ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଆଜି ବର୍ଷାର ପ୍ରକୋପ କମିଛି, ୧୬ ଓ ୧୭ ତାରିଖରେ ବଡ଼ ବର୍ଷା ହେବା ସମ୍ଭାବନା କମ୍ । କିନ୍ତୁ ୧୮ ତାରିଖରୁ ପୁଣି ବର୍ଷା ହେବା ଆଶଙ୍କା ରହିଛି ।…