Daily Archives

August 11, 2022

ପଦାରେ ପଡିଲା ଚୀନ ପାକିସ୍ତାନ ପ୍ରେମ। ଅବଦୁଲ ରଉଫ ଅଜହର ଉପରେ ପ୍ରତିବନ୍ଧକ ଲଗାଇବା ପ୍ରସ୍ତାବକୁ ବିରୋଧ।

କନକ ବ୍ୟୁରୋ: ପୁଣି ପଦାରେ ପଡିଲା ଚୀନ ପାକିସ୍ତାନ ପ୍ରେମ । ମିଳିତ ଜାତିସଂଘରେ ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ ଏ ମହମ୍ମଦର କମାଣ୍ଡର ଅବଦୁଲ ରଉଫ ଅଜହର ଉପରେ ପ୍ରତିବନ୍ଧକ ଲଗାଇବା ପ୍ରସ୍ତାବକୁ ଏବେ ବିରୋଧ କରିଛି ଚୀନ  । ରଉଫ ଉପରେ ବୈଷୟିକ ପ୍ରତିବନ୍ଧକ ଲଗାଇବା ସହିତ ତାର ସମସ୍ତ…

ଚୀନ ବିରୋଧରେ ଦମ ଦେଖାଇଲା ତାଇୱାନ। ଲାଇଭ ଫାୟାର ଡ୍ରିଲ କଲା ତାଇୱାନ ସେନା। 

କନକ ବ୍ୟୁରୋ: ଚୀନ ସମରାଭ୍ୟାସ ବନ୍ଦ କରିବା ପରେ ଗୁରୁବାର ଆଉ ଏକ ସମରାଭ୍ୟାସ ଆରମ୍ଭ କରିଛି ତାଇୱାନ । ତାଇୱାନ ସେନା ଗୁରୁବାର ସକାଳେ ମିଲିଟାରୀ ଅସ୍ତ୍ରଶସ୍ତ୍ର ସହ ଏକ ଘଣ୍ଟା ସମରାଭ୍ୟାସ କରିଛି । ବଡ ବଡ ଶତାଧିକ ମିଲିଟାରୀ ଗାଡି ଏବଂ ସେନାକୁ ନେଇ ସମରାଭ୍ୟାସ କରିଛି ତାଇୱାନ । ତେବେ ଏହା…

ଫିଲ୍ମ ଷ୍ଟାଇଲରେ ହେଲା ଆଇଟି ରେଡ୍: ବରଯାତ୍ରୀ ବେଶରେ ଆୟକର ଅଧିକାରୀ

କନକ ବ୍ୟୁରୋ: ବରଯାତ୍ରୀ ବେଶରେ ଆସିଥିଲେ ଆଇଟି ଅଫିସର । କାର ଆଗରେ ଲଗାଯାଇଥିଲା ‘ଦୁଲହନ ହମ୍ ଲେ ଜାଏଙ୍ଗେ’ ଷ୍ଟିକର । ସେହିପରି ରାହୁଲ ୱେଡ୍ସ ଅଞ୍ଜଲି ଲେଖି ଲୋକଙ୍କୁ ଭୁଆଁ ବୁଲାଇଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଉଦ୍ଦେଶ୍ୟ ଥିଲା ଚଢାଉ ହେବାକୁ ଥିବା ବ୍ୟକ୍ତି ଯେମିତି…

ଟିଏମସି ଉପରେ ପୁଣି ଚଡକ, ତୃଣମୁଳ କଂଗ୍ରେସର ହାଇପ୍ରୋଫାଇଲ ନେତା ଅନୁବ୍ରତ ମଣ୍ଡଳଙ୍କ ବାନ୍ଧିଲା ସିବିଆଇ। 

କନକ ବ୍ୟୁରୋ: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପରେ ଏବେ ଆଉ ଜଣେ ଟିଏମସି ନେତା ବନ୍ଧା ହେଲେ । ତୃଣମୃଳ କଂଗ୍ରେସର ହାଇପ୍ରୋଫାଇଲ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗୁରୁବାର ସକାଳୁ ଗିରଫ କରିଛି ସିବିଆଇ । ଗୋରୁ ଚାଲାଣ ଅଭିଯୋଗ ଆଧାରରେ ଗିରଫ କରଯାଇଛି । ଏହା ପୂର୍ବରୁ ଜେରା…

୨୦୨୪ ନିର୍ବାଚନ ଉପରେ ବିଜେପିର ଆଖି, ସୁନୀଲ ବଂଶଲଙ୍କୁ ୩ ରାଜ୍ୟର ଦାୟିତ୍ୱ।

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ଆଖିରେ ରଖି ଏବେଠୁ ଗୋଟି ଚଳାଇଛି ବିଜେପି । ଉତରପ୍ରଦେଶ ଭଳି ବଡ ରାଜ୍ୟରେ ଲଗାତାର ଦୁଇ ଥର ବିଜେପି ସରକାର ଗଠନ ପଛରେ ପ୍ରମୁଖ ଭୂମିକା ଥିବା ସୁନୀଲ ବଂଶଲଙ୍କୁ ୩ ରାଜ୍ୟର ପ୍ରଭାରୀ କରିଛି ବିଜେପି । ଦୀର୍ଘ ସମୟ ଧରି ସରକାରରେ ନ ଥିବା ତେଲେଙ୍ଗାନା,…

ଆମିରଙ୍କ ଫିଲ୍ମକୁ ବୟକଟ ପାଇଁ ଚାଲିଛି କ୍ୟାମ୍ପେନ: ପୁରୁଣା ବୟାନ ପାଇଁ, ନୂଆ ଫିଲ୍ମକୁ ବୟକଟ କରିବାକୁ ଦାବି

କନକ ବ୍ୟୁରୋ: ହଲରେ ରିଲିଜ୍ ହୋଇଛି ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଲାଲ ସିଂ ଚଡ୍ଡା । କିନ୍ତୁ ଫିଲ୍ମଟି ପରଦାକୁ ଆସିବା ପୂର୍ବରୁ ଏହାକୁ ବୟକଟ କରିବାକୁ ସୋସିଆଲ ମିଡିଆରେ ଯେଉଁ କ୍ୟାମ୍ପେନ ଚାଲିଛି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ମିଷ୍ଟର ପରଫେକ୍ସନିଷ୍ଟ୍ଙ୍କ ଫିଲ୍ମ ଦେଖିବା…