Daily Archives

August 6, 2022

ଭୀମସାର ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ: କେବଳ ବି ଗ୍ରୁପ୍ ରକ୍ତକୁ ଛାଡି ଦେଲେ ରୋଗୀଙ୍କୁ ମିଳୁନି ଅନ୍ୟ ଗ୍ରୁପର ରକ୍ତ

କନକ ବ୍ୟୁରୋ: ଭୀମସାର ରକ୍ତ ଭଣ୍ଡାରରେ ରକ୍ତ ସଂକଟ । କେବଳ ବି ପଜିଟିଭ୍ ରକ୍ତକୁ ଛାଡି ଦେଲେ ବାକି ସବୁ ଗ୍ରୁପର ରକ୍ତ ନଥିବା କହିଲେ ଚଳେ । କେଉଁ ଗ୍ରୁପର ୪ଟି ତ କେଉଁ ଗ୍ରୁପର ମାତ୍ର ୩ଟି ବ୍ଲଡ ରହିଛି । ତେଣୁ ରକ୍ତ ନପ୍ଧବ ଫେରୁଛନ୍ତି ରୋଗୀ ସମ୍ପର୍କୀୟ ।। ଭୀମସାରରେ ଦିନକୁ ୧୨୦-୧୩୦…

ଇଣ୍ଡିଆ କି ଉଡାନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କଲା ଗୁଗଲ। ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର…

କନକ ବ୍ୟୁରୋ: ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ କିଛି ଖାସ କରିବା ପାଇଁ ଅନେକ ପ୍ରୟାସ ଜାରିରହିଛି । ସେହିଭଳି ଗୁଗୁଲ ମଧ୍ୟ ଗୋଟିଏ ଅଭିନବ ପ୍ରୟାସ ଆରମ୍ଭ କରିଛି । ସ୍ୱାଧୀନତା ସହିତ ଜଡିତ ବିଭିନ୍ନ ଉପଲବ୍ଧିକୁ ସଂଗ୍ରହ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ନାଁ…

ଟ୍ରାକ୍ ଆଣ୍ଡ ଫିଲ୍ଡରେ ଭାରତକୁ ଆଉ ଏକ ପଦକ, ୧୦ ହଜାର ମିଟର ଚାଲିରେ ପ୍ରିୟଙ୍କାଙ୍କୁ ରୌପ୍ୟ।

କନକ ବ୍ୟୁରୋ: ଭାରତୀୟ ଆଥଲେଟ୍ ପ୍ରିୟଙ୍କା ଗୋସ୍ୱାମୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ରୌପ୍ୟପଦକ ହାତେଇଛନ୍ତି । ଦଶ ହଜାର କିମି ଚାଲିରେ ଶନିବାର ସେ ଦ୍ୱିତୀୟ ସ୍ଥାନରେ ରହି ପଦକ ଜିତିଛନ୍ତି । ବର୍ମିଙ୍ଘମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରାକ ଆଣ୍ଡ ଫିଲ୍ଡ ଭାରତ ବର୍ତ୍ତମାନ…

ନୃସଂଶ ବାପାର ବର୍ବର କାଣ୍ଡ: ୧୩ ବର୍ଷର ଦିବ୍ୟାଙ୍ଗ ପୁଅକୁ ମାରି ପୋଲ ତଳକୁ ଫୋପାଡି ଦେଲା ଜହ୍ଲାଦ ବାପା

କନକ ବ୍ୟୁରୋ: ଦିବ୍ୟାଙ୍ଗ ପୁଅକୁ ମାରି ଫପାଡ଼ି ଦେଲେ ନୃଶଂସ ବାପା ଓ ମା’ । ବାଲେଶ୍ୱର ନୁନିଆଯୋଡି ପୋଲ ତଳୁ ଜଣେ ୧୩ ବର୍ଷିୟ ଦିବ୍ୟାଙ୍ଗ ନାବାଳକ ମୃତ ଦେହକୁ ଜବତ କରିଛି ସହଦେବଖୁଂଟା ପୋଲିସ । ତେବେ ଦିବ୍ୟାଙ୍ଗ ପୁଅକୁ ବ।।ପା ଓ ସାବତ ମା’ ମିଶି ମାରିଦେଇ ଫିଙ୍ଗିଦେଇଥିବା ଜଣାପଡ଼ିଛି । ଏହି…

ସଲମାନ ଖାନଙ୍କ ବିରୋଧରେ ଲଢୁଥିଲେ ମାମଲା, ଏବେ କନେଷ୍ଟବଳଙ୍କୁ ଗାଡି ଚଢାଇ ଅଡୁଆରେ ଓକିଲ

କନକ ବ୍ୟୁରୋ : ସଲମାନ ଖାନଙ୍କ କଳା ହରିଣ ହତ୍ୟା ମାମଲାରେ ବିରୋଧୀ ବିଷ୍ଣୌଇ ସମାଜ ପକ୍ଷରୁ ମାମଲା ଲଢୁଥିବା ଓକିଲଙ୍କ ଗାଡି ଧକ୍କାରେ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନ ଯୋଦ୍ଧପୁର ଠାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଉପରକୁ ଓକିଲଙ୍କ ଗାଡି ମାଡି ଯାଇଥିଲା । ଏହାପରେ…

ବେଦାନ୍ତ ଆଲୁମିନିୟମର ସ୍ତନ୍ୟପାନ ସୁରକ୍ଷା ସପ୍ତାହ । ୨୦୦୦ରୁ ଅଧିକ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା…

କନକ ବ୍ୟୁରୋ : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ଝାରସୁଗୁଡ଼ା ଓ କଳାହାଣ୍ଡିରେ ସପ୍ତାହବ୍ୟାପୀ ସଚେତନତା, ପରାମର୍ଶ ଓ ସମ୍ବେଦନଶୀଳ ଅଧିବେଶନ ଜରିଆରେ ୨୦୦୦ରୁ ଅଧିକ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ନିକଟରେ…