Daily Archives

June 21, 2022

କଟକ ନରସିଂହପୁର ହାତୀ ଗୁଳିକାଣ୍ଡ ଘଟଣାରେ ୩ ଗିରଫ: ଅଭିଯୁକ୍ତଙ୍କୁ ରାତି ଅଧିଆ ଉଠାଇ ନେଲା ବନବିଭାଗ

କନକ ବ୍ୟୁରୋ: କଟକ ନରସିଂହପୁର ଅଂଚଳରେ ହାତୀକୁ ଗୁଳିକରିବା ଘଟଣାରେ ୩ଜଣଙ୍କୁ ଗିରଫ କଲା ବନବିଭାଗ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି । ହାତୀର ୫ଟି ଜାଗାରେ ଗୁଳି ବାଜିଥିବା ବେଳେ ଚିକିତ୍ସା ଅବହେଳାରୁ ହାତୀର ମୃତ୍ୟୁ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ କେଉଁମାନେ…

୩ ସେନା ପ୍ରମୁଖଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ, ଅଗ୍ନିପଥ ଯୋଜନା ଉପରେ ଚର୍ଚ୍ଚା

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଅଗ୍ନିପଥ  ଯୋଜନାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ସେନା ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସ୍ଥଳସେନା ମୁଖ୍ୟ ଜେନରାଲ ମନୋଜ…

ମାଓ ଆକ୍ରମଣରେ ୩ ଯବାନ ସହିଦ: ରୋଡ୍ କ୍ଲିୟରାନ୍ସ କରୁଥିବା ବେଳେ ମାଓ ଆକ୍ରମଣର ଶିକାର

କନକ ବ୍ୟୁରୋ: କିଛିଦିନ ପରେ ରାଜ୍ୟରେ ମାଓବାଦୀ ପୁଣି ସକ୍ରିୟ ହୋଇଛନ୍ତି । ନୂଆପଡାରେ ଆଜି ବଡ ଆକ୍ରମଣ କରି ମାଓବାଦୀମାନେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି । ମାଓବାଦୀଙ୍କ ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ନୂଆପଡା ବୋଡେନ ଥାନା ଅନ୍ତର୍ଗତ ଭଇଁସାଦାନି…

କତାରରେ ‘ଉତ୍କଳିକା କତାର’ର ରଜ ମଉଜ। ପ୍ରବାସୀ ଓଡିଆ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ।

କନକ ବ୍ୟୁରୋ : କତାରରୁ ଆସିଛି ରଜ ମହକ। ପ୍ରବାସୀ ଓଡିଆ ସଂଗଠନ 'ଉତ୍କଳିକା କତାର' ତରଫରୁ କତାରରେ ପାଳନ ହେଲା ରଜ। ଧୂମଧାମରେ ଏହି ପର୍ବ ପାଳନ କରିବା ସହ ଓଡିଶାର ନିଜସ୍ୱ ଖାଦ୍ୟ ଓ ରନ୍ଧନଶୈଳୀକୁ ଓଡିଶା ବାହାରେ ଲୋକପ୍ରିୟ କରିବା ଥିଲା ଏହି ଆୟୋଜନର ମୂଳ ଲକ୍ଷ୍ୟ । ଅନେକ ପ୍ରକାରର ପିଠା,ପଣା…

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ପରିତ୍ୟକ୍ତ ଓ ବିପଦଶଙ୍କୁଳ ଶ୍ରେଣୀ ଗୃହରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ: କୁହାଯାଏ ଶିକ୍ଷା ଆଗେଇଲେ ଦେଶ ଆଗାଏ । କିନ୍ତୁ ଏହି ସ୍ଲୋଗାନ ଖାଲି ସ୍ଲୋଗାନରେ ଅଟକିଛି । ପାଠ ପଢିବା ପାଇଁ ଗୋଟିଏ ଉଚିତ୍ ପରିବେଶର ଆବଶ୍ୟକତା ରହିଛି । କିନ୍ତୁ ଗଜପତି ଜିଲ୍ଲା କାଶିଗନର ବ୍ଲକ ଅନ୍ତର୍ଗତ ଅଲଡା ପଂଚାୟତର ଡିଣ୍ଡିଗୁଡାରେ ଥିବା ଉଚ୍ଚ ପ୍ରାର୍ଥମିକ ବିଦ୍ୟାଳୟରେ…

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୭୨ ବର୍ଷ ବୟସରେ ଦେଉଛନ୍ତି ଫିଟନେସ ମନ୍ତ୍ର

କନକ ବ୍ୟୁରୋ: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ୭୨ ବର୍ଷ ବୟସରେ ଫିଟନେସ ମନ୍ତ୍ର ଦେଉଛନ୍ତି ସୁନ୍ଦରଗଡର ବନମାଳୀ । ଯେଉଁ ବୟସରେ ଘରେ ରହି ଆରାମ କରିବା କଥା ସେହି ବୟସରେ ନିଜେ ଫିଟ୍ ରହିବା ସହିତ ଅନ୍ୟ ସମବୟସ୍କଙ୍କୁ ମଧ୍ୟ ଦେଉଛନ୍ତି ବ୍ୟାୟାମ କରି ନିରୋଗ ରହିବା ର ମନ୍ତ୍ର । ୩୦…