Daily Archives

June 16, 2022

ଇଡିକୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ। ଶୁକ୍ରବାର ପଚରା ଉଚରାରେ ହେବେ ନାହିଁ ସାମିଲ। ପଢନ୍ତୁ କାରଣ …

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରୁଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ଠାରୁ ପଚରାଉଚରା ଆରମ୍ଭ କରିଛି । ଇଡି ଦ୍ୱାରା ରାହୁଲଙ୍କୁ ପଚରା ଉଚରା ପରେ କଂଗ୍ରେସ ନେତା ସାରାଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ତେବେ ଏହାରି ଭିତରେ ଗୁରୁବାର ବଡ ଖବର…

ଜମି ବିବାଦକୁ ନେଇ ଭାଇକୁ ଗୁଳି ମାରିଲା ଭାଇ: ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଦିନ ଦ୍ଵିପ୍ରହରେ ଫୁଟିଲା ଗୁଳି । ପାରିବାରିକ କଳହ ଓ ଜମିଜମା ବିବାଦକୁ ନେଇ ଦାଦା ପୁଅ ଭାଇ ବଡ଼ ବାପା ପୁଅ ଭାଇ ବୀରେନକୁ କଲା ଗୁଳିମାଡ । ବୀରେନ ଘରେ ଶୋଇଥିବା ବେଳେ ଘର ଭିତରେ ପଶି କଲା ଗୁଳି ମାଡ । ବୀରେନ ଦେହରେ ୪ରାଉଣ୍ଡ…

ଉଚ୍ଚ ଦରମା, ହାଇପ୍ରୋଫାଇଲ ଚାକିରି ଭଲଲାଗିଲାନି। ଏସବୁ ଛାଡି ଗଧଚାଷ କଲେ ଯୁବ ଇଞ୍ଜିନିୟର।

କନକ ବ୍ୟୁରୋ: ଯୁବକଙ୍କୁ ବାନ୍ଧିରଖିପାରିଲାନି ବିଦେଶର ସୌଖୀନ୍ ଜୀବନ, ଉଚ୍ଚ ଦରମା, ହାଇପ୍ରୋଫାଇଲ ଚାକିରି । ଏସବୁକୁ ପଛକୁ ପକାଇ ନିଜ ମାଟିକୁ ଚାଲିଆସି ଆରମ୍ଭ କଲେ ନିଆରା ଚାଷ । ଯାହାକୁ ନେଇ ଏବେ ସେ ସନ୍ତୁଷ୍ଟ ଏବଂ ଆତ୍ମନିର୍ଭରଶୀଳ । ଏହାସାଙ୍ଗକୁ ତାଙ୍କୁ ମିଳିଛି ଏକ ସ୍ୱତନ୍ତ୍ର ପରିଚୟ…

ବୀରଭୂମି ହିଂସା ପ୍ରସଙ୍ଗ: ବିଜେପିର ୭ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର। ଟିଏମସି ନେତାଙ୍କ ସହ ହଙ୍ଗାମା ପରେ…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭାର ଅଧ୍ୟକ୍ଷ ବିମାନ ବାନାର୍ଜୀ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୭ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି । ଗୃହରେ ସେ ବିଜେପିର ଦୁଇ ବିଧାୟକ ଦ୍ୱାରା ଦୁଇଟି ପ୍ରସ୍ତାବ ଉପରେ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତିା ଦ୍ୱିପ୍ରହରରେ…

ଏଟିଏମରୁ ବାହାରିଲା ୫ ଗୁଣା ଟଙ୍କା: ୫୦୦ ଟଙ୍କା ଉଠାଇଲେ ବାହାରୁଛି ୨୫୦୦ ଟଙ୍କା

କନକ ବ୍ୟୁରୋ: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ଏଟିଏମରୁ ୫ ଗୁଣା ଟଙ୍କା ବାହାରୁଛି । ଅର୍ଥାତ ୫୦୦ ଟଙ୍କା ଉଠାଇଲେ ୫ଟା ୫୦୦ ଟଙ୍କା ବା ୨୫ ଶହ ଟଙ୍କା ବାହାରୁଛି । ଏହି ଖବର ଚାରିଆଡେ ବ୍ୟାପିବା ପରେ ଏଟିଏମରୁ ଟଙ୍କା ଉଠାଇବା ପାଇଁ…

ପ୍ଲାଷ୍ଟିକ ବୋଝ ମୁଣ୍ଡେଇ ପିଲାକୁ ବଡ କରୁଛି ମାଆ । ନିଜେ ସଙ୍ଘର୍ଷ କରି ପିଲାକୁ ସାହେବ କରିବାକୁ ସ୍ୱପ୍ନ…

କନକ ବ୍ୟୁରୋ: ମୋ ବୋଉ ମୋ ପାଇଁ ବଡଯୋଦ୍ଧା । ସେ ମୋ ସାହସ, ମୋ ଶକ୍ତି, ମୋ ପ୍ରେରଣାର ଜୀବନ୍ତ ପିଣ୍ଡୁଳା । ଯିଏ ରାଜଧାନୀର ଗଳିଗଳି ବୁଲାଇ ମତେ ଜୀବନ ଜିଇଁବାର ବର୍ଣ୍ଣବୋଧ ପଢାଏ । ଆଗକୁ ଆଗେଇବାର ଅ ଆ ଶିଖାଏ । ଖରା ହେଉ କି ବର୍ଷା । ମାଆର ଆଙ୍ଗୁଠି ଧରି ମୁଁ ସାରା ସହର ବୁଲେ, ରାଜଧାନୀ…