Daily Archives

June 16, 2022

ଉତ୍ତର ପ୍ରଦେଶ ହିଂସା: ଜୁନ ୧୭ରେ ନମାଜ ପୂର୍ବରୁ ପୋଲିସର ପ୍ରସ୍ତୁତି। ଧର୍ମଗୁରୁଙ୍କୁ ଶାନ୍ତି ପାଇଁ ଅନୁରୋଧ। 

କନକ ବ୍ୟୁରୋ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜୁନ ୧୦ରେ ନମାଜ ପରେ ହିଂସା ହୋଇଥିଲା । ଧିରେ ଧିରେ ସେହି ସ୍ଥାନରେ ପରିସ୍ଥିତି ସୁଧୁରିବାରେ ଲାଗିଛି । ତେବେ ଏହା ମଧ୍ୟରେ ଆସନ୍ତାକାଲି ସମୂହ ନମାଜର କାର୍ଯ୍ୟକ୍ରମ ରହିଛି । ତେବେ ଉତ୍ତରପ୍ରଦେଶ ପୋଲିସ ଏହାକୁ ନେଇ ପ୍ରସ୍ତୁତ ରହିଛି । ଜୁନ ୧୭ର…

୬୦ ଫୁଟ ମାଟି ତଳୁ, ରାହୁଲକୁ କେମିତି କରାଯାଇଥିଲା ଉଦ୍ଧାର? ଜିଲ୍ଲାପାଳ କହିଲେ ଲୋମ ଟାଙ୍କୁରା କାହାଣୀ

କନକ ବ୍ୟୁରୋ : ୧୦୫ ଘଂଟା ଧରି ବୋରୱେଲରେ ଫସି ରହିବା ପରେ ରାହୁଲ ସେଠାରୁ କେମିତି ଉଦ୍ଧାର ଦେଲେ, ସେସବୁର ପୂରା ଘଟଣା ବଖାଣିଛନ୍ତି ଜାଞ୍ଜଗିର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା । ରାୟପୁରରେ ଉଦ୍ଧାରକାରୀ ଦଳକୁ ସମ୍ବର୍ଦ୍ଧନା ଅବସରରେ ଜିଲ୍ଲାପାଳ କହିଛନ୍ତି, ରାହୁଲଙ୍କୁ ଉଦ୍ଧାର ପାଇଁ ଜଣେ…

ପୋଲିସର ବର୍ବରତା ବିରୋଧରେ ଉପରାଷ୍ଟ୍ରପତିଙ୍କୁ ଫେରାଦ ହେଲା କଂଗ୍ରେସ। ବିଭିନ୍ନ ରାଜ୍ୟରେ କର୍ମୀଙ୍କ ବିକ୍ଷୋଭ।

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରୁଛି । ଏହାକୁ ନେଇ ସାରା ଦେଶରେ କଂଗ୍ରେସର ନେତା ଓ କର୍ମୀ ଜୋରଦାର ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଏହି ମାମଲାରେ ପୋଲିସକୁ ନେଇ କଂଗ୍ରେସର ନେତା ଗମ୍ଭୀର ଅଭିଯୋଗ କରିଛନ୍ତି । ତେବେ ଏହି…

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିଭିନ୍ନ ରାଜ୍ୟରେ ବିରୋଧ । ଷ୍ଟେସନରେ ଛିଡା ହୋଇଥିବା ଏକ୍ସପ୍ରେସ ଟ୍ରେନରେ…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିଭିନ୍ନ ରାଜ୍ୟରେ ବିରୋଧ । ବିହାରରେ ଟ୍ରେନରେ ନିଆଁ ଲଗାଇ ଦେଲେ ପ୍ରତିବାଦକାରୀ । କ୍ରମାଗତ ଦ୍ୱିତୀୟ ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ରର ଏହି ଯୋଜନାକୁ ବିରୋଧ କରାଯାଇଛି । ବିହାରରେ ପ୍ରତିବାଦକାରୀମାନେ ଭଭୁଆ ରେଳ…

ବୁଲଡୋଜର ଅଭିଯାନ: ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍। ୩ ଦିନରେ ଜବାବ ରଖିବାକୁ ନିର୍ଦ୍ଦେଶ।

କନକ ବ୍ୟୁରୋ : ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ବୟାନ ପରେ ହୋଇଥିବା ହିଂସାରେ ୟୁପି ସରକାର କଠୋର ପଦକ୍ଷେପ ନେଇଥିଲେ । ତେବେ ସରକାରଙ୍କ ଏହି କଡା ପଦକ୍ଷେପକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଜଷ୍ଟିସ ଏ .ଏସ. ବୋପାନ୍ନା ଏବଂ ବିକ୍ରମ ନାଥଙ୍କ…

ରାହୁଲଙ୍କୁ ଇଡିର ପଚରାଉଚରା, କଂଗ୍ରେସର ବିକ୍ଷୋଭ :  ସବୁ ରାଜ୍ୟର ରାଜଭବନ ଆଗରେ କଂଗ୍ରେସ ନେତା ଓ କର୍ମୀଙ୍କ ପ୍ରତିବାଦ

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ଓ ଦିଲ୍ଳୀ ପୁଲିସର ବର୍ବରତା ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ନେତା ଓ କର୍ମୀ । ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅତିରିକ୍ତ…