Daily Archives

June 12, 2022

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦। ପ୍ରଥମେ ବ୍ୟାଟିଂ କରିବ ଭାରତ ।

କନକ ବ୍ୟୁରୋ: ଟସ ଜିତି ବୋଲିଂ କରିବ ଦକ୍ଷିଣ ଆଫ୍ରିକା । ଭାରତ - ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିବ । ଟସ ଜିତିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ । South Africa have won the toss and will bowl first…

ନୁପୂରଙ୍କ ବୟାନକୁ ନେଇ ଗୁଜୁରାଟରେ ବି ଧାର୍ମିକ ହିଂସା, ୪ ପୋଲିସ କର୍ମୀ ଆହତ

କନକ ବ୍ୟୁରୋ : ଦେଶରେ ଜାରି ରହିଛି ଧାର୍ମିକ ହିଂସା । ଉତ୍ତର ପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ଝାଡଖଣ୍ଡ ପରେ ଏବେ ଖୁଦ ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁଜୁରାଟରେ ବି ହିଂସାର ପ୍ରଭାବ ପଡିଛି । ରାଜ୍ୟର ବୋରସଦ ସହରରେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଛି । ଏଥିରେ ୪ ଜଣ ପୋଲିସ କର୍ମୀ…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦। ବାରବାଟୀ ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

କନକ ବ୍ୟୁରୋ: ଭାରତ - ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଦେଖିବାକୁ ବାରବାଟୀ ଅଭିମୁଖେ ନବୀନ । ସନ୍ଧ୍ୟାରେ ମ୍ୟାଚ ପୂର୍ବରୁ ନବୀନ ବାରବାଟୀ ଯାଇଛନ୍ତି । କଟକରେ ଭାରତ - ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଅନୁଷ୍ଠିତ ହୋଇଛି । ଏଥିପାଇଁ ନବୀନ ଟିକେଟ କିଣିଥିଲେ । ଏହାର କିଛି ସମୟ ପୂର୍ବରୁ…

ଉତ୍ତରପ୍ରଦେଶ ହିଂସା: ନମାଜ ପରେ ହିଂସା ଘଟଣାରେ ୩୦୬ ପ୍ରଦର୍ଶନକାରୀ ଗିରଫ।

କନକ ବ୍ୟୁରୋ: ନମାଜ ପରେ ହିଂସା ଘଟଣାରେ ଉତ୍ତର ପ୍ରଦେଶ ପୋଲିସ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନେଇଛି । ହିଂସାକାଣ୍ଡରେ ସାମିଲ ଥିଲା ୩୦୬ ଜଣଙ୍କୁ ଗିରଫ କରାଯାଇସାରିଛି । ପେଗମ୍ବର ମହମ୍ମଦ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ଏବଂ ନବୀନ ଜିନ୍ଦଲଙ୍କ ଟ୍ୱିଟକୁ ନେଇ ବ୍ୟାପକ ହିଂସା…

କାଲି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ । ଦେଶସାରା ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ ।

କନକ ବ୍ୟୁରୋ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତାକାଲି ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ନିକଟରେ ହାଜର ହେବେ । ତେବେ ଯେତେବେଳେ ଇଡି କଂଗ୍ରେସର ଏହି ପ୍ରମୁଖ ନେତାଙ୍କୁ ଜେରା କରୁଥିବ, ସେତେବେଳେ କଂଗ୍ରେସ ପୂରା ଦେଶରେ ବିରୋଧ ପ୍ରଦର୍ଶନ କରୁଥିବ । ପ୍ରଧାନମନ୍ତ୍ରୀ…

ନବୀନଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି। ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ। 

କନକ ବ୍ୟୁରୋ: ନବୀନଙ୍କୁ ସାକ୍ଷାତ କଲେ ସୌରଭ ଗାଙ୍ଗୁଲି । ବିସିସିଆଇ ସଭାପତି ସୌରଭ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ବେଳେ ଗାଙ୍ଗୁଲି ନବୀନଙ୍କୁ ଭେଟିଛନ୍ତି । ଉଭୟ ମଧ୍ୟ ସନ୍ଧ୍ୟାରେ ବାରବାଟୀ…