Daily Archives

June 12, 2022

ମେକ୍ ଇନ୍ ଇଣ୍ଡିଆ: ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା । ଭାରତରେ ନିର୍ମାଣ ହେବ ୧୦୦ ଫାଇଟର ଜେଟ୍ ।

କନକ ବ୍ୟୁରୋ: ମେକ୍ ଇନ୍ ଇଣ୍ଡିଆକୁ ଅଧିକ ଗତି ଦେବାକୁ ଭାରତୀୟ ବାୟୁସେନା ନେବାକୁ ଯାଉଛି ବଡ ନିଷ୍ପତ୍ତି । ଭାରତୀୟ ବାୟୁସେନା ଭାରତରେ ହିଁ ୧୦୦ଟି ଆଡଭାନ୍ସ ଫାଇଟର ଜେଟ୍ ନିର୍ମାଣ କରିବାକୁ ଯୋଜନା କରୁଛି । ଏଥିପାଇଁ ଏୟାରଫୋର୍ସ ଗ୍ଲୋବାଲ ବିମାନ ନିର୍ମାଣକର୍ତ୍ତାଙ୍କ ସହିତ କଥାବାର୍ତ୍ତା…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ଅଙ୍କକଷା । ଜାଣନ୍ତୁ ୟୁପିଏ –ଏନଡିଏ ମଧ୍ୟରୁ କାହା ପାଖରେ ରହିଛି କେତେ ଭୋଟ ?

କନକ ବ୍ୟୁରୋ : ଆସନ୍ତା ମାସରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ବୋଲି ନିର୍ବାଚନ କମିଶନର ଘୋଷଣା କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ପରେ କିଏ ହେବ ଆଗାମୀ ରାଷ୍ଟ୍ରପତି ତାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଦେଶର ବର୍ତ୍ତମାନର ସ୍ଥିତିକୁ ନଜର…

ଧନୀ ବୋର୍ଡର ବିଚିତ୍ର ନୀତି, ୨୦ ହଜାରରୁ ଅଧିକ ପାସ ନେଇଗଲେ ଭିଆଇପି। ବିଜେଡି ସାଂସଦ କହିଲେ, ଉଚ୍ଛେଦ ହେଉ ପାସ୍…

କନକ ବ୍ୟୁରୋ: ବାରବାଟୀରେ ଆଉ କିଛି ସମୟ ପରେ ଆରମ୍ଭ ହେବ ଟି-୨୦ ମ୍ୟାଚ । ହେଲେ ଟିକେଟ୍ ନ ପାଇ ଖେଳ ଦେଖିବାରୁ ବଞ୍ଚିତ ହୋଇଥିବା ଅନେକ କ୍ରୀଡ୍ରାପ୍ରେମୀ ନିରାଶ ହୋଇଛନ୍ତି । ବଡ ଲୋକ, ପଇସାବାଲାଙ୍କ ପାଇଁ ଟିକେଟ ବଣ୍ଟାଯାଇଛି  । ଧନୀ ବୋର୍ଡର ଏଭଳି ବିଚିତ୍ର ନୀତି ପାଇଁ କ୍ରୀଡାପ୍ରେମୀ ଏବଂ…

ମୋ ପୁଅକୁ ଭଲ କରିଦିଅ… ଗଣେଶ୍ୱରଙ୍କ ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ। ସହାୟତା ପାଇଁ ବାପାମାଆଙ୍କ ଆକୁଳ…

କନକ ବ୍ୟୁରୋ: ଦୁଇଟି ଝିଅ ପରେ ବାପା, ମାଆ ପୁଅ ଟିଏ ପାଇଥିଲେ । କେତେ ଆଶା ଆଉ ସ୍ୱପ୍ନ ଦେଖିଥିଲେ ପୁଅ ବଡ ହୋଇ ସେମାନଙ୍କ ଦୁଃଖ ବୁଝିବ, ତାଙ୍କ ଶେଷ ସମୟର ଆଶାବାଡି ସାଜିବ । ସବୁ କିଛି ଠିକ ବି ଚାଲିଥିଲା ହେଲେ, ହଠାତ୍ ସେମାନଙ୍କ ଜୀବନରେ ଯେମିତି ଗୋଟେ ଝଡ ମାଡିଆସିଲା । ଗୋଟିଏ…

ଓଡିଶାର ଆତିଥ୍ୟତାକୁ ୱେନ୍ ପାର୍ଣ୍ଣେଲଙ୍କ ପ୍ରଶଂସା। ବାଣ୍ଟିଲେ ଓଡିଶାରେ ଅନୁଭୂତି।

କନକ ବ୍ୟୁରୋ : ଓଡିଶାର ଆତିଥେୟତାକୁ ପ୍ରଶଂସା କଲେ ସାଉଥ ଆଫ୍ରିକା ଖେଳାଳୀ । ଭାରତରେ ଦୁଇଟି ଜିନିଷ ସର୍ବୋତ୍ତମ । ଗୋଟିଏ କ୍ରିକେଟ ଏବଂ ଅନ୍ୟଟି ଏଠାରେ ମିଳୁଥିବା ଆତିଥେୟତା ବୋଲି କହିଛନ୍ତି ସାଉଥ ଆଫ୍ରିକା ପେସ ବୋଲର ୱେନ୍ ପାର୍ଣ୍ଣେଲ । ଶନିବାର ବାରବାଟୀରେ ଅଭ୍ୟାସ କରିବା ଅବସରରେ ଏକ…

ସନ୍ଧ୍ୟା ୭ଟାରେ ବାରବାଟୀରେ ଆରମ୍ଭ ହେବ ମ୍ୟାଚ୍ । ବେଲ୍ ବଜାଇ ମ୍ୟାଚ୍ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ: ଆଜି ବାରବାଟୀ ଟକ୍କର । ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ । ତେବେ ସମୟ ଯେତିକି ପାଖେଇ ଆସୁଛି ଖେଳ ଦେଖିବାକୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । ଆଉ ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ । ବେଲ୍ ବଜାଇ…